ଭାରତରେ କେଉଁଠି ଭାଇ ଭଉଣୀ ପରସ୍ପରକୁ ବିବାହ କରନ୍ତି ? 99 % ଲୋକ ଜାଣି ନଥିବେ ଏହି କଥା !

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

୧- ଭାରତ ର ସ୍ୱାଧୀନତା ସମୟରେ ତାର ଜନସଂଖ୍ୟା କେତେ ଥିଲା।
ଉତ୍ତର- ୩୪ କୋଟି।

୨- ଦୁନିଆ ରେ କେଉଁ ଦେଶରେ ଅଧିକ ଅଣ୍ଡା ଖାଇ ଥାଆନ୍ତି।
ଉତ୍ତର- ଆମେରିକା।

୩- କେଉଁ ଦେଶ ରେ କଙ୍ଗାରୁ ର ସଂଖ୍ୟା ସେହି ଦେଶର ଜନ ସଂଖ୍ୟା ଠାରୁ ମଧ୍ୟ ଅଧିକ।
ଉତ୍ତର- ଅଷ୍ଟ୍ରେଲିଆ।

୪- କେଉଁ ଭିଟାମିନ ଅଭାବ ରେ ବ୍ରେନ ହାମରେଜ ହୋଇ ଯାଏ।
ଉତ୍ତର- ଭିଟାମିନ- କେ।

୫- ଦୁନିଆ ର ଏମିତି କେଉଁ ସାଗର ଅଛି ଯେଉଁଠି ଆପଣ ବୁଡି ପାରିବେ ନାହିଁ।
ଉତ୍ତର- ମୃତ ସାଗର।

୬- କେଉଁ ଗଛ ର ପତ୍ର ରେ ବିଡି ବନା ଯାଇଥାଏ।
ଉତ୍ତର- ପେଣ୍ଡୁଲ ର ପତ୍ର।

୭- କେଉଁ ମାଛ ପବନ ରେ ଉଡି ପାରେ।
ଉତ୍ତର- ଗରନାଇ ମାଛ।

୮- ବିଶ୍ୱ ରେ ଏଭଳି କେଉଁ ପକ୍ଷୀ ଅଛି ଯାହାର ପର ରେ ନଅ ଟି ରଙ୍ଗ ଅଛି।
ଉତ୍ତର- ପିଟା ପକ୍ଷୀ।

୯- ମାଛ ମାନଙ୍କ ର ରାଜା କାହାକୁ କୁହାଯାଏ।
ଉତ୍ତର- ସାର୍କ।

୧୦- ଭାରତ ରେ କେଉଁଠି ଭାଇ ଭଉଣୀ ପରସ୍ପରକୁ ବିବାହ କରି ଦିଅନ୍ତି।
ଉତ୍ତର- ଛତିଶଗଡ଼।

୧୧- ମାଇକ୍ କୁ ହିନ୍ଦୀ ରେ କଣ କୁହନ୍ତି।
ଉତ୍ତର- ଧ୍ୱନି ଗିରି।

୧୨- ଡାଇନୋସର କେଉଁ ଯୁଗରେ ବିଲୁପ୍ତ ହୋଇଥିଲେ।
ଉତ୍ତର- ଜୁରାସିକ ଯୁଗ।

୧୩- ଭାରତର କେଉଁ ପ୍ରଧାନମନ୍ତ୍ରୀ କୁଆଁରା ଥିଲେ।
ଉତ୍ତର- ଅଟଲ ବିହାରୀ ବାଜପେୟୀ।

୧୪-ଏମିତି କେଉଁ ବର୍ଷ ଅଛି ତାକୁ ସିଧା କିମ୍ବା ଓଲଟା ଲେଖିଲେ କିଛି ଫରକ ପଡେ ନାହିଁ।
ଉତ୍ତର- ୧୯୬୧ (1961)

୧୫- କେଉଁ ରାଜ୍ୟ ରେ ଗଛ ପତ୍ର ବହୁତ କମ ଅଛି।
ଉତ୍ତର- ହିମାଚଳ ପ୍ରଦେଶ।

Leave a Reply

Your email address will not be published. Required fields are marked *