ଭାରତର Top 5 ଧନୀ Cricketer, ନଂ 1 ନାମ ଆଉ ସମ୍ପତି ଜାଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ କ୍ରିକେଟ ହେଉଛି ଏକ ଏପରି ଖେଳ ଯାହା ସମସ୍ତଙ୍କୁ ପସନ୍ଦ ଆସେ । ପୁରା ଦୁନିଆରେ କ୍ରିକେଟର ବହୁତ ବଡ ଫ୍ୟାନ ବେସ ଅଛି । ଭାରତୀୟ କ୍ରିକେଟ ଖେଳାଳି ମାନଙ୍କ କେତେକ ଲୋକ ଭଗବାନ ଭଳି ପୂଜା କରନ୍ତି । ଆମ ଭାରତୀୟ ଖେଳାଳି ମାନେ ସୁନାମ ଓ ଲୋକପ୍ରିୟତା ହାସଲ କରିବା ସହ ବହୁତ ଟଙ୍କା ମଧ୍ୟ ଅର୍ଜନ କରିଥାନ୍ତି । ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମର ସମସ୍ତ ଖେଳାଳି ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ ।

ଏହି ଖେଳାଳି ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଭାରତୀୟ କ୍ରିକେଟ ଟିମର ସବୁଠାରୁ ଧନୀ ଖେଳାଳି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଏହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

5. ରାହୁଲ ଦ୍ରାବିଡ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଇଣ୍ଡିଆନ ଟିମର ପୂର୍ବତ୍ତମ ଖେଳାଳି ରାହୁଲ ଦ୍ରାବିଡ । ରାହୁଲ ଦ୍ରାବିଡ ବହୁତ ରେକର୍ଡସ କରିଛନ୍ତି । ଖେଳ ସହ ସେ ବିଜ୍ଞାପନ କରି ମଧ୍ୟ ଅନେକ ଟଙ୍କା ଅର୍ଜନ କରିଛନ୍ତି । ବନ୍ଧୁଗଣ ରାହୁଲଙ୍କ ପାଖରେ ଅନେକ ମହଙ୍ଗା ମହଙ୍ଗା ଗାଡି ଅଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ରାହୁଲଙ୍କ ପାକରେ ମୋଟ ୧୭୨ କୋଟି ଟଙ୍କାର ସମ୍ପତ୍ତି ଅଛି ।

4. ଗୌତମ ଗମ୍ଭୀର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଗୌତମ ଗମ୍ଭୀର । ଗୌତମ ଇଣ୍ଡିଆ ଟିମର ପୂର୍ବତ୍ତମ କ୍ଯାପଟେନ ଥିଲେ ଓ ସେ ଜଣେ ବିଜନେସ ମ୍ୟାନ ହେବା ସହ ଦିଲ୍ଲୀର ସାଂସଦ ମଧ୍ୟ ଅଟନ୍ତି । ଗୌତମ ଭଲ କମେଣ୍ଟ୍ରି କରି ମଧ୍ୟ ଟଙ୍କା ଅର୍ଜନ କରନ୍ତି । ଗୌତମଙ୍କ ପାଖରେ ଅଡି, ମର୍ସଡିଜ ପରି ୫ଟି ମହଙ୍ଗା ଗାଡି ଅଛି । ଗୌତମଙ୍କ ମୋଟ ସମ୍ପତ୍ତି ୧୪୭ କୋଟି ଟଙ୍କା ଅଛି ।

3. ରୋହିତ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ଜଣେ ଦିଗଜ ବ୍ୟାଟ୍ସ ମ୍ୟାନ ଅଟନ୍ତି ସେ ଅନେକ ଥର ଭାରତକୁ ନିଜ ଖେଳ ପଦର୍ଶନରେ ଜିତାଇ ଛନ୍ତି । ରୋହିତଙ୍କ ପାଖରେ ବିଏମଡବ୍ଲୁ, ସ୍କୋଡା ଓ ମର୍ସଡିଜ ପରି ଅନେକ ମହଙ୍ଗା ଗାଡି ଅଛି । ରୋହିତ ୧୬୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

2. ଏମ ଏସ ଧୋନୀ- ବନ୍ଧୁଗଣ ଧୋନୀଙ୍କୁ କିଏ ନ ଜାଣିଛି । ଭାରତର ପୂର୍ବତ୍ତମ କ୍ୟାପଟେନ ଓ ଦିଗଜ ଖେଳାଳି ଏମ ଏସ ଧୋନୀଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ଧୋନୀଙ୍କ ପାଖରେ ଅନେକ ଲକ୍ସରି ଗାଡି ଅଛି । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଧୋନୀ ୭୮୫ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

1. ସଚିନ ତେନ୍ଦୁଲକର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର । ଭାରତୀୟ କ୍ରିକେଟ ପ୍ରତି ସଚିନ ତେନ୍ଦୁଲକରଙ୍କର ଏକ ବଡ ଅବଦାନ ରହିଛି ଅନେକ ଲୋକ ତାଙ୍କୁ ଭଗବାନ ମାନନ୍ତି । ସଚିନ ତେନ୍ଦୁଲକର କ୍ରିକେଟ ସହ ଅନେକ ବିଜ୍ଞାପନ ବି କରିଛନ୍ତି । ସଚିନଙ୍କ ପାଖରେ ୧୧୧୦ କୋଟି ଟଙ୍କାର ସମ୍ପତ୍ତି ଅଛି ।

Leave a Reply

Your email address will not be published. Required fields are marked *