ଭାରତର TOP 10 ଧନୀ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ କାହାର ସମ୍ପତି କେତେ ? ଦେଖନ୍ତୁ କେତେ ନମ୍ବରରେ ଅଛନ୍ତି CM Naveen Patnaik ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଭାରତ ଦେଶରେ ଥିବା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରୁ କିଛି ଧନୀ ମୁଖ୍ୟମନ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଧନୀ ମୁଖ୍ୟମନ୍ତ୍ରୀ ମାନଙ୍କ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆମେ ଆଜି ଏମାନଙ୍କ ସମ୍ପତି ବିଷୟରେ ଜାଣିବା । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

10- ପବନ କୁମାର ଚାମ୍ଳିଙ୍ଗ- ବହନୁଗଣ ଆମ ଲିଷ୍ଟର ଦଶମ ସ୍ଥାନରେ ଅଛନ୍ତି ସିକ୍କିମ ରାଜ୍ୟରେ ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍ଳିଙ୍ଗ । ପବନ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ପାର୍ଟିରେ ଅଟନ୍ତି ଓ ସେ ମୋଟ ୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

9- ଶିଦ୍ଦାରମିଆ- ବନ୍ଧୁଗଣ ଆମ ଲିଷ୍ଟର ନବମ ସ୍ଥାନରେ ଅଛନ୍ତି କର୍ଣ୍ଣାଟକ ରାଜ୍ୟରେ ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ଶିଦ୍ଦାରମିଆ । ସେ କଂଗ୍ରେସ ପାର୍ଟିର ନେତା ଥିଲେ ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୩ କୋଟି ଟଙ୍କା । 8- ମୁକୁଲ୍ ସାଙ୍ଗମା- ବନ୍ଧୁଗଣ ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ମେଘାଳୟ ରାଜ୍ୟର ପୂର୍ବତ୍ତମ କଂଗ୍ରେସ ମୁଖ୍ୟମନ୍ତ୍ରୀ ମୁକୁଲ୍ ସାଙ୍ଗମା । ସେ ୧୪ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

7- କେ. ଚନ୍ଦ୍ର ଶେଖର ରାଓ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ । ସେ ତେଲେଙ୍ଗାନା ରାଷ୍ଟ୍ର ସମିତିର ନେତା ଅଟନ୍ତି । ତାଙ୍କ ପାଖରେ ୨୩ କୋଟି ଟଙ୍କାର ସମ୍ପତ୍ତି ଅଛି ଓ ତାଙ୍କ ନାମରେ ୫୪ ଏକର ଜମି ମଧ୍ୟ ଅଛି ।

6- କ୍ୟାପଟେନ ଅମରିନ୍ଦର ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ । ସେ ପଞ୍ଜାବ ଲୋକ କଂଗ୍ରେସର ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ଅଟନ୍ତି । ତାଙ୍କ ପାଖରେ ୪୮ କୋଟି ଟଙ୍କାର ସମ୍ପତ୍ତି ଅଛି ଓ ଦୁବାଇରେ ଏକ ଫ୍ଲାଟ ମଧ୍ୟ ଅଛି ।

5- ନବୀନ ପଟ୍ଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ପାଖରେ ୬୩. ୮ କୋଟି ଟଙ୍କାର ସମ୍ପତ୍ତି ଅଛି । ଏହା ସହ ହରିୟଣାର ଫରିଦାବାଦରେ ୨୨.୭ ଏକର ଜମି ଓ ଏକ ଘର ଅଛି ।

4- ଉଦ୍ଧବ ଠାକରେ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ ଶିବସେନା ଦଳର ନେତା ଅଟନ୍ତି ଓ ତାଙ୍କ ପାଖରେ ୭୬.୫ କୋଟି ଟଙ୍କାର ସମ୍ପତ୍ତି ଅଛି । ସ୍ତ୍ରୀଙ୍କ ନାମରେ ୬୫.୯ କୋଟି ଟଙ୍କା ଅଛି ।

3- ପେମା ଖାଣ୍ଡୁ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ସେ ବିଜେପି ଦଳର ନେତା ଅଟନ୍ତି ଓ ତାଙ୍କ ପାଖରେ ୧୬୩ କୋଟି ଟଙ୍କାର ସମ୍ପତ୍ତି ଅଛି ।

2- ଏନ୍. ଚନ୍ଦ୍ରବାବୁ ନାଇଡୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଏନ.ଚନ୍ଦ୍ରବାବୁ ନାଇଡୁ । ସେ ଆନ୍ଧ୍ର ପ୍ରଦେଶ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଅଟନ୍ତି । ତାଙ୍କ ପାଖରେ ମୋଟ ୧୭୭ କୋଟି ଟଙ୍କାର ସମ୍ପତ୍ତି ଅଛି ।

1- ଜଗନ୍ ମୋହନ ରେଡି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରାଓ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୧୦ କୋଟି ଟଙ୍କା । ତାଙ୍କ ପାଖରେ ୧୦ କେ.ଜି ସୁନା ଓ ୩.୫ କେ.ଜି ହୀରା ଗହଣା ଅଛି ।

Leave a Reply

Your email address will not be published. Required fields are marked *