ଭାରତୀୟ ରାଜନୀତିରେ 6 ସୁନ୍ଦରୀ ମହିଳା ନେତାଙ୍କ କାହାଣୀ ! ଯାହାଙ୍କ ସୁନ୍ଦରତା ଆଗରେ ଫେଲ Bollywood ହିରୋଇନ ବି ମାରନ୍ତି ଫେଲ…

ବନ୍ଧୁଗଣ, ସାଧାରଣତଃ ଭାରତୀୟ ରାଜନୀତିରେ ପୁରୁଷ ମାନଙ୍କର ଦବଦବା ରହିଥାଏ ମାତ୍ର ବର୍ତ୍ତମାନ ମହିଳା ମାନେ ମଧ୍ୟ ରାଜନୀତିରେ ନିଜର କରାମତି ଦେଖାଇବାରେ ଲାଗିଛନ୍ତି । କେତେକ ନେତା ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଭାରତୀୟ ରାଜନୀତି ରେ ପରିଶ୍ରମ ସହିତ ନିଜର ସୁନ୍ଦରତା ଦ୍ଵାରା ମଧ୍ୟ ନାମ କମାଇଛନ୍ତି । ଭାରତୀୟ ରାଜନୀତି କୁ ଜାଣୁଥିବା ଲୋକେ ଆଜି ମଧ୍ୟ କହିଥାନ୍ତି ଯେ ଭାରତୀୟ ରାଜନୀତି ପୁରୁଷଙ୍କ ଦ୍ଵାରା ମାତ୍ର ବର୍ତ୍ତମାନ ମଧ୍ୟ ମହିଳା ମାନେ ଏଥିରେ ଓହ୍ଲାଇ ଆସିଛନ୍ତି ।

ଆଜି ଆମ୍ଭେ କିଛି ବିଶେଷ ମହିଳା ଙ୍କ ସୁନ୍ଦରତା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯିଏ କି  ନିଜର ସୁନ୍ଦରତା ଏବଂ କଠିନ ପରିଶ୍ରମ ଦ୍ଵାରା ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି । ୧;- ନୁସରତ ଜାହାଁ, ମଡେଲିଙ୍ଗ ରୁ କ୍ୟାରିୟର ଆରମ୍ଭ କରିଥିବା ନୁସରତ ଜାହାଁ ଆଜି ଦେଶର ସର୍ବୋଚ୍ଚ ସଂସ୍ଥା ସାଂସଦରେ ନିଜର ଜାଗା ବନାଇବା ନିମନ୍ତେ ସଫଳ ହୋଇଛନ୍ତି ।

ସେ ପଶ୍ଚିମବଙ୍ଗାଳ ର ବସିରହାଟର ଲୋକସଭା ସାଂସଦ ଅଟନ୍ତି । ନୁସରତ ମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ର ଅଧିକ ନିକଟତର ଅଟନ୍ତି । ସେ ଜଣେ ଅତ୍ୟନ୍ତ ଗ୍ଲାମର୍ଷ ଭାରତୀୟ ଫିଲ୍ମ ଅଭିନେତ୍ରୀ ତଥା ରାଜନେତା ଅଟନ୍ତି । ସେ କଠିନ ପରିଶ୍ରମ ଦ୍ଵାରା ବଙ୍ଗାଳୀ ଚଳଚିତ୍ର ରେ ନିଜର ବିଶେଷ ସ୍ଥାନ ବନାଇଛନ୍ତି । ୨୦୧୯ ରେ ସେ ରାଜନୀତି ରେ ପାଦ ରଖିଲେ । ୨୦୧୯ ରେ ସେ ନିଖିଲ ଜୈନ ଙ୍କୁ ବିବାହ କରିଲେ ଆଜି ସେ ଭାରତରେ ଗ୍ଲାମର୍ଷ ରାଜନେତା ଭାବରେ ପରିଚିତ ।

୨;- ନବନୀତ ରାଣା, ମହାରାଷ୍ଟ୍ର ର ଅମରାବତୀ ରୁ ନିର୍ଦଳୀୟ ସାଂସଦ ନବନୀତକୌର ରାଣା ଆଜିଭଳି ଦିନରେ ବହୁତ ପ୍ରଶଂସା ସାଉଁଣ୍ଟି ପାରିଛନ୍ତି । କାରଣ ସେ ଏକୁଟିଆ ହିଁ ମହାରାଷ୍ଟ୍ର ସରକାର ଏବଂ ଉଦ୍ଧବ ଠାକରେ ଙ୍କ ବିରୁଦ୍ଧରେ କିଛି କଥା କହିଥିଲେ । ମାତ୍ର ସେ ଭାରତର ସବୁଠାରୁ ସୁନ୍ଦର ମହିଳା ସାଂସଦ ଅଟନ୍ତି ।

୩;- ଦିବ୍ୟା ସ୍ପନ୍ଦନା, ଦିବ୍ୟା ଙ୍କୁ ଫିଲ୍ମ ଜଗତରେ ରାମିୟା ନାମରେ ଜାଣିବାକୁ ମିଳିଛି । ସେ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଯିଏ କି କନ୍ନଡ ଚଳଚିତ୍ର ସହିତ ତାମିଲ ତଥା ତେଲୁଗୁ ଭାଷା ର ଚଳଚିତ୍ର ରେ ଅଭିନୟ କରିଛନ୍ତି । ରାମିୟା ୨୦୧୩ ରେ ଭାରତୀୟ ରାଷ୍ଟ୍ରୀୟ ସଦସ୍ୟ ରୂପରେ କର୍ଣ୍ଣାଟକ ରେ ମାଣ୍ଡିଆ ନିର୍ବାଚନ କ୍ଷେତ୍ରରୁ ବିଜେତା ହାସଲ କରି ରାଜନୀତିରେ ପାଦ ସ୍ଥାପନ କରିଲେ ।

୪;- ଅଳକା ଲାମ୍ବା, ସେ ୧୯ ବର୍ଷ ବୟସରେ କଂଗ୍ରେସ ର ଛାତ୍ର ସାଙ୍ଗକୁ ଏନଏସୟୁଆଇକୁ ଜଏନ କରିଦେଇଥିଲେ । ଯୁବକ ମାନଙ୍କୁ ଶଶକ୍ତ ବନାଇବା ଉଦେଶ୍ୟରେ ସେ ଗୋଟିଏ ଏନଜିଓ ଗୋ ଇଣ୍ଡିଆ ଫାଉଣ୍ଡେସନର ଆରମ୍ଭ କରିଥିଲେ । କଂଗ୍ରେସ ସହିତ ୨୦ ବର୍ଷ ରୁ ଅଧିକ ରହିବା ପରେ ସେ ଆମ ଆଦ୍ମି ପାର୍ଟି କୁ ଯାଇ ଫେବୃୟାରୀ ୨୦୧୫ ରେ ଚାନ୍ଦନୀଚୌକ ରୁ ଦିଲ୍ଲୀ ବିଧାନ ସଭା ନିମନ୍ତେ ନିଯୋଜିତ ହେଲେ ।

୫;- ଅଙ୍ଗୁରଲତା ଡେକା, ସେ ଜଣେ ମଡେଲ ତଥା ଅଭିନେତ୍ରୀ ହେବା ସହିତ ଭାରତୀୟ ଜନତା ପାର୍ଟି ର ଜଣେ ସୁନ୍ଦର ମହିଳା ମଧ୍ୟ ଅଟନ୍ତି । ସେ ମୁଖ୍ୟ ରୂପରୁ ବଙ୍ଗାଳୀ ତଥା ଆଶାମିୟା ଚଳଚିତ୍ର ରେ କାମ କରିଛନ୍ତି । ସେ ୨୦୧୬ ରୁ ଆସାମ ର ବଦଦ୍ରୋଭା ରୁ ବିଜେପି ର ବିଧାୟକ ଅଟନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *