Interesting Gk Questions- ଭାରତର କେଉଁ ରାଜ୍ୟର ମହିଳା ବିନା ବସ୍ତ୍ରରେ ରୁହନ୍ତି ? 99.9% ଲୋକଙ୍କୁ ଜଣା ନାହିଁ

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ରିଙ୍ଗିଟ କେଉଁ ଦେଶର ମୁଦ୍ରା ଅଟେ ?

ଉତ୍ତର- ରିଙ୍ଗିଟ ମାଲେସିଆ ଦେଶର ମୁଦ୍ରା ଅଟେ ।

୨. ବିଶ୍ଵର ସର୍ବାଧିକ ମତଦାତା ବାଲା ଦେଶର ନାମ କଣ ?

ଉତ୍ତର- ବିଶ୍ଵର ସର୍ବାଧିକ ମତଦାତା ବାଲା ଦେଶ ହେଉଛି ଭାରତ ।

୩. ବିଶ୍ଵର ସବୁଠାରୁ ବଡ ଦେଶର ନାମ କଣ ?

ଉତ୍ତର- ବିଶ୍ଵର ସବୁଠାରୁ ବଡ ଦେଶର ନାମ ହେଉଛି ଋଷିଆ ।

୪. କେଉଁ ଜୀବର ହାର୍ଟ ଏକ ମିନିଟରେ ଏକ ହଜାର ଥର ଧଡକି ଥାଏ ?

ଉତ୍ତର- ଝିଟିପିଟିର ହାର୍ଟ ଏକ ମିନିଟରେ ଏକ ହଜାର ଥର ଧଡକି ଥାଏ ।

୫. ଅଷ୍ଟ୍ରେଲିଆର ସନ୍ଧାନ କିଏ କରିଥିଲେ ?

ଉତ୍ତର- ଅଷ୍ଟ୍ରେଲିଆର ସନ୍ଧାନ ଜେମ୍ସ କୁକ କରିଥିଲେ ।

୬. ଦୁନିଆର ସବୁଠାରୁ ପୁରୁଣା ଖେଳର ନାମ କଣ ?

ଉତ୍ତର- ଦୁନିଆର ସବୁଠାରୁ ପୁରୁଣା ଖେଳର ନାମ ହେଉଛି ପୋଲୋ ।

୭. କବାଡି ଖେଳର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- କବାଡି ଖେଳର ଆବିଷ୍କାର ଭାରତ ଦେଶରେ ହୋଇଥିଲା ।

୮. ନେତ୍ରଦାନରେ ନେତ୍ରର କେଉଁ ଅଂଶକୁ ଦାନ କରାଯାଏ ?

ଉତ୍ତର- ନେତ୍ରଦାନରେ ନେତ୍ରାର କର୍ନିଆକୁ ଦାନ କରା ଯାଏ ।

୯. ଏମିତି କେଉଁ ଦେଶ ଅଛି ଯେଉଁଠି କପଡାରେ ଖବର କାଗଜ ଛପା ଯାଇ ଥାଏ ?

ଉତ୍ତର- ସ୍ପେନ ଦେଶରେ କପଡାରେ ଖବର କାଗଜ ଛପା ଯାଏ ।

୧୦. କେଉଁ ମଣିଷର ଟିକେଟ ଲାଗି ନଥାଏ ?

ଉତ୍ତର- ନବଜାତ ଶିଶୁର ଟିକେଟ କେଉଁଠି ବି ଲାଗି ନଥାଏ ।

୧୧. କେଉଁ ସମୁଦ୍ରରେ ମାଛ ନଥାଏ ?

ଉତ୍ତର- ମୃତ ସାଗରରେ ମାଛ ନଥାଏ ।

୧୨. କେଉଁ ପକ୍ଷୀ ବାସ ବନେଇ ନଥାଏ ?

ଉତ୍ତର- କୋଇଲି ପକ୍ଷୀ ବାସ ବନେଇ ନଥାଏ ।

୧୩. ଡିଜିଟାଲ ଇଣ୍ଡିଆର ଆରମ୍ଭ କେବେ ହୋଇଥିଲା ?

ଉତ୍ତର- ଡିଜିଟାଲ ଇଣ୍ଡିଆର ଆରମ୍ଭ ୨୧ ଅଗଷ୍ଟ ୨୦୧୪ରେ ହୋଇଥିଲା ।

୧୪. ଭାରତରେ ସବୁଠାରୁ ଅଧିକ ବର୍ଷା କେଉଁଠି ହୋଇଥାଏ ?

ଉତ୍ତର- ମାସିନରାମରେ ସବୁଠାରୁ ଅଧିକ ବର୍ଷ ହୋଇଥାଏ ।

୧୫. ଭାରତର କେଉଁ ରାଜ୍ୟର ମହିଳା ମାନେ ୫ ଦିନ ଯାଏଁ ବିନା କପଡାରେ ରୁହନ୍ତି ?

ଉତ୍ତର- ହିମାଚଳ ପ୍ରଦେଶର ପିଡି ନାମକ ଗାଁରେ ଥିବା ମହିଳା ମାନେ ୫ ଦିନ ଯାଏଁ ବିନା କପଡାରେ ରହିଥାନ୍ତି ।

Leave a Reply

Your email address will not be published. Required fields are marked *