ଏହି ଭାଇ ଜଣଙ୍କ ଝିଅଟିକୁ ଏମିତି କଣ କହିଲେ, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ, ଶୁଣିଲେ ପାଦ ତଳୁ ମାଟି ଖସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ତଳେ ମାଟ୍ରିକ ରେସଲ୍ଟ ବାହାରିଥିଲା । କରୋନା ମହାମାରୀ ପାଇଁ ଅବଶ୍ୟ ଏହି ବର୍ଷ ପିଲା ମାନଙ୍କର ପରୀକ୍ଷା କରାଯାଇ ନଥିଲା ହେଲେ ନବମ ଶ୍ରେଣୀ ମାର୍କର ଆଧାରରେ ଓ ପିଲା ମାନଙ୍କର ପର୍ଫରମାନ୍ସ ଅନୁସାରେ ସେମାନଙ୍କୁ ଭଲ ମାର୍କ ଦିଆ ହୋଇଛି ।

ପରୀକ୍ଷା ନ ହୋଇଥିବାରୁ କିଛି ପିଲା ଏହାର ବହୁତ ଅଧିକ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି । କିଛି ପିଲା ନିଜ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ମାଟ୍ରିକ ରେଜଲ୍ଟକୁ ନେଇ ଅନେକ ଭି-ଡି-ଓ ଭା-ଇ-ରା-ଲ ହେଉଛି । କେତେକ ପିଲା ୯୪ ପ୍ରତିଶତ ମାର୍କ ରଖି ଅସନ୍ତୋଷ ପ୍ରକାଶ କରୁଛନ୍ତି ତ କେତେକ ପିଲା ୫୦ ପ୍ରତିଶତରୁ କମ ମାର୍କ ରଖି ଅସନ୍ତୋଷ ପ୍ରକାଶ କରୁଛନ୍ତି । କେତେକ ପିଲା ବିନା ପରୀକ୍ଷାରେ ନିଜ ମାର୍କ ବଢାଇବା ପାଇଁ ଦାବି କରୁଛନ୍ତି ।

କିଛି ପିଲାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଟ୍ରୋଲ ମଧ୍ୟ ହେଉଛି । ଏହି ପରିସ୍ଥିତିରେ ସୋସିଆଲ ମିଡିଆରେ ଅନ୍ୟ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ମାଟ୍ରିକ ରେଜଲ୍ଟକୁ ନେଇ ଏପରି ସବୁ କଥା କହୁଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ବ୍ୟକ୍ତି ଜଣକ କହୁଛନ୍ତି-‘ ଆଜି ମୁ ମାଟ୍ରିକ ରେଜଲ୍ଟକୁ ନେଇ କିଛି ବିଶେଷ କଥା କହିବାକୁ ଯାଉଛୁ । ଏହି ବର୍ଷ ରେଜଲ୍ଟ ବହୁତ ଭଲ ଅଛି ଓ ଏଥିପାଇଁ ମୁ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ବହୁତ ପିଲା ଏହି ବର୍ଷ ପରୀକ୍ଷାରେ ଭଲ ରେଜଲ୍ଟରେ ପାସ୍ କରିଛନ୍ତି । ହେଲେ କିଛି ପିଲା ନିଜ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି’ ।

ଏହାପରେ ଆଗକୁ ବ୍ୟକ୍ତି ଜଣକ କହୁଛନ୍ତି-‘ ଯେଉଁ ପିଲା ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ସେମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଯଦି ଆପଣଙ୍କର ହକ୍ ଥିବ ତା ହେଲେ ଆପଣ ନିଶ୍ଚୟ ପାଇବେ । ଶିକ୍ଷାମନ୍ତ୍ରୀ ମଧ୍ୟ ମାଟ୍ରିକ ଅଫଲାଇନ ପରୀକ୍ଷା କରାଉଛନ୍ତି । ତେଣୁ ଆପଣ ମାନେ ଆବେଦନ କରି ପରୀକ୍ଷା ଦିଅନ୍ତୁ’ ।

ବ୍ୟକ୍ତିଙ୍କ ମତରେ-‘ ଅଧିକାଂଶ ପିଲା ଭୁଲ କଥା କହୁଛନ୍ତି । ସରକାରୀ ସ୍କୁଲର ପିଲା ମାନେ ପାସ୍ କରିଗଲେ ଓ ମୂର୍ଖ ପିଲା ମାନେ ପାସ୍ କରିଗଲେ ବୋଲି କହୁଛନ୍ତି । ଏସବୁ କଥା ଆପଣଙ୍କ ମୁଣ୍ଡରେ କିଏ ପରଉଛି । ଆପଣ ମାନେ ଆକୁ ତାକୁ ଦେଖି କାହିଁକି କଥା କହୁଛନ୍ତି ନିଜ ପାଇଁ କୁହନ୍ତୁ । ସରକାରୀ ସ୍କୁଲରେ ଅଧିକ ଗରିବ ପିଲା ପାଠ ପଢୁଥିବେ ହେଲେ କିଛି ପିଲା ବହୁତ ଭଲ ପାଠ ପଢନ୍ତି’ ।

ଆଗକୁ ବ୍ୟକ୍ତି କହିଲେ-‘ ସରକାରୀ ସ୍କୁଲର ଛୁଆ ମାନେ ଏତେ ବି ମୂର୍ଖ ନୁହେଁ । ଆପଣ ନିଜ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପଚାରନ୍ତୁ ସେମାନେ କେଉଁ ସ୍କୁଲରେ ପାଠ ପଢୁଥିଲେ । ତେଣୁ ପିଲା ମାନେ ତମେ ମାନେ ନିଜ କଥା ଭାବ ଓ କେମିତି ଆଗକୁ ବଢିବ ସେ କଥା ଭାବ । ଏସବୁ କରିବା ଦ୍ଵାରା ତୁମ ମାନଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡୁଛି’ ।  ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *