Bhadrak ଜିଲ୍ଲାର ଜଣକ ଘରେ ବର୍ଷ ବର୍ଷ ଧରି ରହି ଆସୁଥିଲା ଏକ ଭୟଙ୍କର ନାଗୁଣୀ ସହିତ ଏତେ ସାରା ଛୁଆ ନାଗ, ଦେଖିଲେ ଆପଣଙ୍କ ଆଖି ଖୋଲା କୁ ଖୋଲା ରହିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ଲୋକ ମାନଙ୍କ ମନରେ ରେ ଅନ୍ଧ ବିଶ୍ୱାସ ଭରି ରହିଛି । ସେମାନେ ସାପ କା-ମୁ-ଡ଼ି-ଲେ ଡାକ୍ତର ପାଖକୁ ନ ଯାଇ ଝା-ଡ଼ ଫୁ-ଙ୍କା କରିବାକୁ ଯାଇ ଥାଆନ୍ତି । କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷ-ତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।

ଅନ୍ଧବିଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଯଦି ସାପ ଆପଣଙ୍କ ଘରେ ଦେଖା ଦିଏ ତେବେ ତା ଉପରେ କେବେବି ଫିନାଇଲ ପକେଇବେ ନାହିଁ ବରଂ କିଛି ରସୁଣ କୁ ବାଟି ତା ପାଖରେ ରଖିଦେଲେ ସେ ମ-ରି-ବ ନାହିଁ କିମ୍ବା ରା-ଗି-ବ ମଧ୍ୟ ନାହିଁ ଏବଂ ଚୁପଚାପ ପଳେଇବ ମଧ୍ୟ ।

ତେବେ ବର୍ତ୍ତମାନ ଜଂଗଲ କା-ଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ଲୋକମାନେ ତେବେ ଏହା ଯୋଗୁଁ ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କାଟିବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ଏହି ଭଳି ଏକ ଘଟଣା ଘଟିଛି ଓଡିଶା ଭଦ୍ରକ ଜିଲ୍ଲା ର ଏକ ଗାଁ ରେ ଜଣଙ୍କ ଘରେ ଏକ ବିଷଧର ନାଗୁଣି ସାପ ନିଜର ବସା ବାନ୍ଧି ଦେଇଥିଲା ଏବଂ ନାଗୁଣି ସହ ତାର ଛୁଆ ମାନେ ମଧ୍ୟ ରହିଥିଲେ ତେବେ ସେହି ନାଗୁଣୀ ଘରର କାନ୍ଥ ଭିତରେ ପ-ଶି ନିଜର ବସା ବାନ୍ଧି ଥିଲା ।

ତେବେ ସେମାନେ ସାପ ଉଧାର କରୁଥିବା ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡାକି ଥିଲେ ଏବଂ ସେ ଆସି ଖୁବ ସାବଧାନତାର ସହିତ କାନ୍ଥ କୁ ଖୋଳି ଥିଲେ ଏବଂ ସେଠାରୁ ସେହି ବି-ଷ-ଧ-ର ନାଗୁଣି କୁ ଏବଂ ତା ସହ ଅନେକ ଛୋଟ ଛୋଟ ଛୁଆ କୁ ମଧ୍ୟ ଉଦ୍ଧାର କରିଥିଲେ । ସେହି ସାପ ଟି କୁ ଉଦ୍ଧାର କରି ଜଂଗଲ ରେ ମଧ୍ୟ ଛାଡି ଦେଇଥିଲେ । ତେବେ ଆପଣଙ୍କ ଘରେ ଯଦି ଏଭଳି କିଛି ଘଟଣା ହୁଏ ତେବେ ଆପଣ କେବେବି ନିଜେ କିଛି ନ କରି ସାପ ଉଦ୍ଧାର କରୁଥିବା ବ୍ୟକ୍ତିଙ୍କୁ ଡାକନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *