‘ଭାବିଥିଲୁ ଧୁଆ ତୁଳସୀ ବାହାରିଲା ବିଛୁଆତି’ ଏହି ସମାଜସେବୀ ଜଣକ Sharmistha ଙ୍କ ବିଷୟରେ ଯାହା କହିଲେ ନା ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତ୍ୟାକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ତେବେ ଏହି ମାମଲାର କେତେକ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଅଟକ ରଖିଛି ଓ ଏବେ ତଦନ୍ତ ଜାରି ରଖିଛି । ତେବେ ଏହାରି ମଧ୍ୟରେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ମାନସ ମର୍ଡର ଘଟଣା ।  ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଭୁବନେଶ୍ବରସ୍ଥିତ  ଦୟାଲ ଆଶ୍ରମକୁ ଯାଉଥିବା ଜଣେ  ସମାଜସେବୀ ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କ ବିଷୟରେ କଣ କହୁଛନ୍ତି ଦେଖନ୍ତୁ । ବ୍ୟକ୍ତି ଜଣକ କହୁଛନ୍ତି-‘ମୁ ଯେତେବେଳେ ପ୍ରଥମେ ଗଲି ସେତେବେଳେ ବୋର୍ଡ ମରା ହୋଇଥିଲା ଦୟା ଆଶ୍ରମ ମୁ ଭିତରକୁ ଗଲି ସେଠି ଝୁନା ମ୍ୟାଡମ ଆଉ ଶର୍ମୀଷ୍ଠା ମ୍ୟାଡମ ଥିଲେ’ ।

ଆଗକୁ ସେ କହିଛନ୍ତି-‘ସେମାନେ ମୋ ସହ କଥାବାର୍ତ୍ତା ହେଲେ ସେମାନେ କହିଲେ ତମେ ଆସ ଆମ ଆଶ୍ରମର ମେମ୍ବର ରହିବ ଆଉ ୧୦୦୦ ଟଙ୍କା ଗୋଟେ ସ୍ଲିପ କାଟିବ । ମୁ ସେମିତି ରହିବି କହି ମେମ୍ବର ହେଲିନି କି ପଇସା ପତ୍ର ଦେଲି ନାହିଁ । ତା ପରେ ତାଙ୍କ ସହ ରିଲେସନ ବି ଭଲ ଥିଲା ଆଶ୍ରମକୁ ବଡ ବଡିଆ ଲୋକ ବି ଆସନ୍ତି । ନିରଞ୍ଜନ ସେଠି ବି ଆସନ୍ତି । ମୁଁ ନିରଞ୍ଜନ ସେଠିଙ୍କ ସହ ବି କଥାବାର୍ତ୍ତା ହୋଇଛି’ ।

ଆଗକୁ ସେ କହିଛନ୍ତି-‘ହେଲେ ଯଦି ସେ ୧୦୦ ଥର ଆଶ୍ରମ ଆସନ୍ତି ମୋ ପାଖକୁ ଖବର ଆସେ ସେ ୨୦ ଥର ଆସନ୍ତି । ସେ ଶନିବାର ସନ୍ଧ୍ୟାରେ ନଚେତ ରବିବାର ସକାଳେ ଆସନ୍ତି । ଶର୍ମୀଷ୍ଠା ଆଉ ନିରଞ୍ଜନ ମୋତେ ପଇସା ଦେଇଛନ୍ତି ମଦ ଆଣିବା ପାଇଁ । ମୁ ଏ ରୋଡରେ ତାଙ୍କୁ ଦେଇଡିଏ ସେ ନେଇ ପଳେଇବେ ମୁ ଏଠି ରାହି ଯାଏ । ଏଇଠି ବାର ଅଛି ହେଲେ ସେ କୁହନ୍ତି ଆମେ ବାର ଭିତରକୁ ଯାଇପାରିବା ନାହିଁ ତମେ ଟିକେ ନେଇ ଆସ’ ।

ଆଗକୁ ସେ କହିଛନ୍ତି-‘ଜାନୁୟାରୀ ୨୬ ତାରିଖ ଦିନ ତାଙ୍କ ସହ ମୋର ଗଣ୍ଡୋଗଳ ହୋଇଥିଲା ସେବେଠାରୁ ମୁଁ ଯାଇ ନାହିଁ ତା ପରେ ସେ ମୋତେ ଫୋନ ବି କରିଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ବ୍ୟକ୍ତି ଜଣକ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *