ଚାଲିଥିଲା ବାହାଘର, ବର ଆଗରେ ବାହା ମଣ୍ଡପରେ କନିଆଁକୁ ସିନ୍ଦୁର ପିନ୍ଧେଇଲା ପ୍ରେମିକ, ଆଉ ତା’ପରେ କଣ ହେଲା ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବାହାଘର ଚାଲିଥିଲା ବର ଅପେକ୍ଷା କରିଥିଲା ଏବଂ କନିଆ ମଧ୍ୟ ବର ଉପରେ ଫୁଲ ପକାଇ ସଙ୍ଖାଳି ଦେଉଥିଲା । ବରଣ ମାଳା ପଡିବାକୁ ଯାଉଥିଲା ହଠାତ ଧୂମାଳ ଭଳି ପ୍ରବେଶ କଲେ ଜଣେ ବ୍ୟକ୍ତି ଏବଂ ହାତରେ ଆଣିଥିବା ସିନ୍ଦୁର କନିଆ ମୁଣ୍ଡରେ ଲଗାଇଦେଲେ । ମାତ୍ର ଏହାପରେ ଏତେ ବଡ ସାହସ କରିଥିଲେ କିନ୍ତୁ ପଡିଗଲା ଗୋଟିଏ ଚାପୁଡା । ଏହାପରେ କ’ଣ ହୋଇଥିଲା ଆସନ୍ତୁ ଜାଣିନେବା ।

ଯୁବକଙ୍କୁ ମାଆଡ ମାଆରି ତାଙ୍କ ମୁହଁର ନକ୍ସା ବିଗାଡି ଦେଇଛନ୍ତି । ଏବଂ ଯୁବକ ଜଣକ ଡାକ୍ତର ଖାନାରେ କହିଛନ୍ତି ଯେ ଝିଅର ପରିବାର ଲୋକେ ତା’ ସହିତ ଜବରଦସ୍ତି କରୁଥିଲେ । ଏବଂ ଝିଅକୁ ଯୁବକ ଜଣକ ଭଲ ପାଉଥିଲେ । ଯୁବତୀ ଜଣକ କହିଥିଲେ କୁଆଡେ ଯେ ମୋ ବିବାହ ଜବରଦସ୍ତ କରାଉଛନ୍ତି ତୁମେ ଜୟମାଳା ସମୟରେ ମୋ ଘରକୁ ଆସି ମୋ ମଥାରେ ସିନ୍ଦୁର ଦେଇଦେବ ।

ଏହି ସମୟରେ ଝିଅଙ୍କର ପରିବାର ଲୋକେ ଯୁବକ ଜଣକଙ୍କୁ ପିଟିବାକୁ ଲାଗିଲେ । ଝିଅ ତ ଯୁବକଙ୍କୁ କହିଥିଲେ ଯେ ଛକିକି ଥିବା ବରଣ ମାଳା ପଡିବା ସମୟରେ ସିନ୍ଦୁର ଆଣି ପିନ୍ଧାଇ ଦେବ । ମାତ୍ର ଏହାପରେ କ’ଣ କରିବାକୁ ହେବ ଝିଅ ଜଣକ କହି ନଥିଲେ କି ପିଠିରେ ପଡିଲେ ନାହିଁ । ଯୁବକ ଜଣକ କହିଛନ୍ତି ଯେ ୧୩ ରୁ ୧୪ ମାସ ହେବ ଯୁବତୀଙ୍କୁ ଭଲ ପାଉଥିଲେ ଏବଂ ଯୁବତୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ । ପ୍ରେମିକ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।

୨ ବର୍ଷ ପୂର୍ବେ ସେ ପାଠ ପଢିବା ଛାଡି ଦେଇଛନ୍ତି ବୋଲି କହିଛନ୍ତି । ତେବେ ଏହି ଘଟଣାଟି ହେଉଛି ବିହାରର ନାଳନ୍ଦା ଜିଲ୍ଲାର । ମୁବାରଖପୁରର ମୁକେଶ କୁମାର ସେହି ଗାଁର ଏକ ଝିଅକୁ ଭଲ ପାଉଥିଲେ । କିନ୍ତୁ ଝିଅର ବିବାହ ଅନ୍ୟତ୍ର ହେଉଥିବା ଜାଣି ମୁକେଶ ଭାଙ୍ଗିପଡିଥିଲେ । କିନ୍ତୁ ତାଙ୍କୁ ସେ ଏହି ସିନ୍ଦୁରାକାଣ୍ଡ ପାଇଁ କହିଥିଲେ କି ନାହିଁ ଜଣା ପଡିନାହିଁ ।

ପରେ ମୁକେଶ କୁମାରକୁ ମାଡ ମାରିବା ସହିତ ଝିଅଘର ପକ୍ଷରୁ ଏତଲା ଦିଆଯାଇଥିଲା । ମୁକେଶଙ୍କ ପରିବାର ପକ୍ଷରୁ ମଧ୍ୟ ଆଉ ଏକ ଏତଲା ଦିଆଯାଇଅଛି । ଏହି ଘଟଣାଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *