ବରର କାରକୁ ଏମିତି ଅବସ୍ଥାରେ ଦେଖି ହେଲା ସନ୍ଦେହ, ଯେତେବେଳେ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆମ ଭାରତୀୟ ବାହାଘର ପରମ୍ପରା, ମଜାମସ୍ତି ଓ ନାଚଗୀତ ସମସ୍ତଙ୍କ ମନ ଜିତି ନିଏ । ହେଲେ ବନ୍ଧୁଗଣ ବହୁତ ବିବାହରେ ଏମିତି କିଛି ଘଟିଯାଏ ଯାହାକୁ ଦେଖିଲେ ହସ ରୋକେ ନାହିଁ ।

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସୁଛି । ଏକ ବିବାହରେ ବରର କାରକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ ବହୁତ ହସି ଛନ୍ତି । ବନ୍ଧୁଗଣ ସାଧାରଣତଃ ବିବାହରେ ବର ଯେଉଁ ଗାଡି ନେଇ ଝିଅ ଘରକୁ ଆସେ ସେହି ଗାଡିକୁ ଫୁଲରେ ସଜା ଯାଇଥାଏ ହେଲେ ଏଠି ମାମଲା ଓଲଟା ଅଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ବର ଗାଡିର ଫଟୋ ଭାଇରାଲ ହେଉଛି ।

ଏଠାରେ ବର ଫୁଲ ଜାଗାରେ ସ୍ନାକ୍ସ ପ୍ୟାକେଟ ଗୁଡିକୁ ଗାଡିରେ ଲଗାଇଛି । ବନ୍ଧୁଗଣ ଏହି ଫଟୋରେ ବରକୁ ଦେଖି ଜଣା ପଡୁଛି କିଏ ଗୋଟେ ତାକୁ ବୋକା ବନେଇ ଦେଇଛି । ବର ମୁହଁ ଶୁଖାଇ ଗାଡିରେ ବସିଛି । ହେଲେ ତାର ଏହି ଗାଡିକୁ ଦେଖି ଲୋକମାନେ ବହୁତ ମଜାକ ଉଡାଇ ଛନ୍ତି । ଅନେକ ଲୋକ ଏହି ଫଟୋକୁ ଦେଖି ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ଏଭଳି ଅଜବ ଘଟଣା ବୋଧେ ପ୍ରଥମ ଥର ହୋଇଛି । ବନ୍ଧୁଗଣ ବର ଝିଅ ଘରକୁ ଯିବା ପରେ ଝିଅ ଘର ଲୋକ ମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *