‘ବରା ପିଆଜି ଦୋକାନରୁ ହେଇଥିଲା ପ୍ରଥମ ଦେଖା, ସେଦିନ ସେ ମତେ…’ ନିଜ Love life ବିଷୟରେ ବଖାଣିଲେ Harapriya, କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଥିବେ କି କିଛି ଦିନ ତଳେ ରାହୁଲ ନାମକ ଜଣେ ବ୍ୟକ୍ତି ଙ୍କ ସ୍ତ୍ରୀ ପରୀକ୍ଷା ଦେବାକୁ ଯାଇଥିଲେ । ଏବଂ ପରୀକ୍ଷା ଶେଷ ହେବା ପରେ ରାହୁଲ ତାଙ୍କ ସ୍ତ୍ରୀ ଙ୍କୁ ଯେତେବେଳେ ଆଣିବାକୁ ଯାଇଥିଲେ ସେହି ସମୟରେ ତାଙ୍କ ସ୍ତ୍ରୀ ଆଉ ଜଣଙ୍କ କାର ରେ ବସି ଚାଲି ଯାଇଥିଲେ । ତାଙ୍କ ଆଖି ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ବହୁତ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ରାହୁଲ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ହରପ୍ରିୟା । ସେ ପୁଣି ଦେଢ଼ ମାସ ର ଗର୍ଭବତୀ ମଧ୍ୟ ଥିଲେ । ବର୍ତ୍ତମାନ ରାହୁଲ ଓ ହରପ୍ରିୟା ସେ ପୁଣି ଦେଢ଼ ମାସ ର ଗର୍ଭବତୀ ମଧ୍ୟ ଥିଲେ । ବର୍ତ୍ତମାନ ରାହୁଲ ଓ ହରପ୍ରିୟା ଙ୍କୁ ଆସିଛି ଏକ ବହୁତ ବଡ଼ ଖବର । ଆପଣ ମାନେ ଦେଖିଥିବେ ସ୍ତ୍ରୀ ହରପ୍ରିୟା ଚାଲିଯିବା ପରେ ସ୍ବାମୀ ରାହୁଲ ବହୁତ କାନ୍ଦୁଥିଲେ । ଏବଂ ଗଣମାଧ୍ୟମ ସାମ୍ନାରେ କହିଥିଲେ ଯେ ସେ ତାଙ୍କ ସ୍ତ୍ରୀ ହରପ୍ରିୟା ଙ୍କୁ ବହୁତ ଭଲ ପାଆନ୍ତି ।

ତେବେ ବର୍ତ୍ତମାନ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହେବାରେ ଲାଗିଛି । ଯାହାକୁ ଶୁଣିଲେ ଆପଣମାନେ ବହୁତ ଖୁସି ହୋଇଯିବେ । କାରଣ ହରପ୍ରିୟା ପୁଣିଥରେ ଫେରି ଆସିଛନ୍ତି । ଏହାଠୁ ଖୁସିର କଥା ଆଉ କଣ ହୋଇପାରେ । ସତରେ ରାହୁଲ ଙ୍କ ଭଲ ପାଇବା ଆଜି ଜିତି ଯାଇଛି । ସମସ୍ତେ ବହୁତ ଖୁସି ଅଛନ୍ତି । ଯେତେବେଳେ ହରପ୍ରିୟା ତାଙ୍କ ଶାଶୂଘର ଆସି ପହଞ୍ଚିଛନ୍ତି ସେହି ସମୟରେ ରାହୁଲ ବହୁତ ଜୋରରେ କାନ୍ଦୁଥିଲେ ।

ତେବେ ଏହା ପରେ ସେ ହରପ୍ରିୟା ଙ୍କୁ ବହୁତ ଜୋରେ କୁଣ୍ଢାଇ ପକାଇଥିଲେ । ବର୍ତ୍ତମାନ ଏହି ଘଟଣାଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଯେପରି ହରପ୍ରିୟା ଙ୍କ ପାଇଁ କାନ୍ଦୁଥିଲେ ସେ ଆଜି ତାଙ୍କୁ ପାଇଁ ବହୁତ ଖୁସି । କିନ୍ତୁ ସେ କୁଆଡେ ଯାଇଥିଲେ ଏଯାଏଁ ଜଣା ପଡ଼ିନାହିଁ । ତେବେ ବର୍ତ୍ତମାନ ହରପ୍ରିୟା ମିଡ଼ିଆ ସାମ୍ନା ରେ ନିଜର ଲଭ ଷ୍ଟୋରି ବିଷୟରେ କହିଛନ୍ତି ।

ତେବେ ସେ କହିଛନ୍ତି କି ସେମାନେ ଦୁଇ ଜଣ ଗୋଟିଏ ଗାଁର ତେବେ ସେମାନେ ଯେତେବେଳେ ସାଙ୍ଗ ମାନଙ୍କ ସହ ବୁଲାବୁଲି କରନ୍ତି ଏବଂ ବରା ପିଆଜି ଖାଇବାକୁ ଯାଆନ୍ତି ସେଠାରେ ହିଁ ଦୁହିଙ୍କ ଦେଖା ହୋଇଥିଲା । ତେବେ ପରେ ଦୁହେଁ ଧୀରେ ଧୀରେ କଥା ବାର୍ତ୍ତା ହେବା ଆରମ୍ଭ କରିଥିଲେ ଏବଂ ପରେ ନମ୍ବର ଅଦଳ ବଦଳ ମଧ୍ୟ କରିଥିଲେ । ତେବେ ପରେ ହରପ୍ରିୟା ତାଙ୍କୁ ଇଂଷ୍ଟାଗ୍ରାମ ରେ ଫେକ୍ ଆଇ ଡ଼ି ଖୋଲି ତାଙ୍କ ସହ କଥା ବାର୍ତ୍ତା ଆରମ୍ଭ କଲେ ତେବେ ସେ ସେତେବେଳେ କହିଥିଲେ କି ମୁଁ ଆମ ଗାଁ ର ଗୋଟିଏ ଝିଅ କୁ ଭଲ ପାଉଛି କିନ୍ତୁ କେମିତି କହିବି କିଛି ବୁଝି ପାରୁ ନାହିଁ ରାଜି ହବ କି ନାହିଁ ଜାଣିନି ।

ତେବେ କିଛି ଦିନ ପରେ ସେ ପ୍ରପୋଜ କରିଥିଲେ ଏବଂ ମୁଁ ସତ କଥା କହିଥିଲି କି ମୁଁ ଫେକ୍ ଆଇ ଡ଼ି ରୁ କଥା ହେଉଛି । ତେବେ ପରେ ମୁଁ ମନା କରିଥିଲି କିନ୍ତୁ ମୁଁ ବି ମନେ ମନେ ଭଲ ପାଉଥିଲି ତେବେ ପରେ ଆମେ ରିଲେସନ ରେ ରହିଥିଲୁ ଏବଂ ଆମେ ଦୀର୍ଘ ଦୁଇ ବର୍ଷ ହେବ ଭଲ ପାଉଛୁ ଏବଂ ପରେ ବାହା ମଧ୍ୟ ହୋଇ ଯାଇଥିଲୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *