12 ବର୍ଷ ଧରି ଶବ ବ୍ୟବଛେଦ ଗୃହରେ ଶବ ସହ କରୁଥିଲେ ଦୁଷ୍କର୍ମ, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶ-ବ ସହିତ ଦୁ-ଷ୍କ-ର୍ମ । ତାହା ପୁଣି ଶ-ବ ବ୍ୟ-ବ-ଚ୍ଛେ-ଦ ଗୃହ ରେ । ଥରେ କି ଦୁଇ ଥର ଅଥବା ଦିନେ କି ମାସେ ବା ବର୍ଷେ ନୁହେଁ ବରଂ ଦୀର୍ଘ ୧୨ ବର୍ଷ ଧରି ମହିଳା ଙ୍କ ଶ-ବ କୁ ବ୍ୟ-ବ-ଚ୍ଛେ-ଦ ଗୃହ ରେ କରି ଆସୁଥିଲା ଦୁ-ଷ୍କ-ର୍ମ ଜଣେ ବ୍ୟକ୍ତି । ଖବର ଟି ଶୁଣି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସତ । କିନ୍ତୁ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଇଂଲଣ୍ଡ ରୁ ସାମ୍ନା କୁ ଆସିଛି ।

ଏଠାରେ ଜଣେ ବ୍ୟକ୍ତି ବ୍ୟ-ବ-ଚ୍ଛେ-ଦ ଗୃହ ରେ ମହିଳା ଙ୍କ ମୃ-ତ ଶ-ରୀ-ର ସହିତ ୧୨ ବର୍ଷ ଧରି ଦୁ-ଷ୍କ-ର୍ମ କରିବା ଘ-ଟ-ଣା ସମସ୍ତଙ୍କୁ ଚ-କି-ତ କରି ଦେଇଛି । କେବଳ ଦୁ-ଷ୍କ-ର୍ମ ନୁହେଁ ଏପରିକି ଦୁ-ଷ୍କ-ର୍ମ ସମୟ ର ଭିଡିଓ ରେ-କ-ର୍ଡ ମଧ୍ୟ କରିଛି ଉକ୍ତ ବ୍ୟକ୍ତି ଜଣକ । ସେହି ବ୍ୟକ୍ତି ଜଣକ ପ୍ରାୟ ୧୦୦ ଜଣ ମହିଳା ଙ୍କ ମୃ-ତ ଶ-ରୀ-ର ସହିତ ଦୁ-ଷ୍କ-ର୍ମ କରିଥିଲେ ସୁଦ୍ଧା ଏହି ବିଷୟ ରେ କେହିବି ଜାଣିପାରି ନଥିଲେ ।

ତେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଇଂଲଣ୍ଡ ର ଡେଭିଡ ଫୁଲର । ସେ ସେହି ବ୍ୟ-ବ-ଚ୍ଛେ-ଦ ଗୃହ ରେ ଇଲେକ୍ଟ୍ରିସିଆନ ଭାବରେ କାର୍ଯ୍ୟ କରୁଥିଲେ । ତେବେ ପ୍ରାୟ ୩୪ ବର୍ଷ ପରେ ମହିଳା ଙ୍କ ଶ-ବ- କୁ ଦୁ-ଷ୍କ-ର୍ମ କରିବା ଘ[ଟ[ଣା ରେ କୋର୍ଟ ଫୁଲର ଙ୍କୁ ଦୋ-ଷୀ ସା-ବ୍ୟ-ସ୍ତ କରିଥିଲେ । ସେ ୧୯୮୭ ମସିହା ରୁ ପ୍ରାୟ ୧୨ ବର୍ଷ ଧରି ଏପରି କାର୍ଯ୍ୟ କରି ଆସୁଥିଲେ । ବିଳମ୍ବିତ ରାତିରେ ବ୍ୟ-ବ-ଚ୍ଛେ-ଦ ଗୃହ ରେ କାମ କରୁଥିବା ସମୟ ରେ ଯେତେବେଳେ ଅନ୍ୟ କର୍ମଚାରୀ ମାନେ ସେଠାରୁ ଚାଲି ଯାଉଥିଲେ ସେତେ ବେଳେ ସେ ଏଭଳି କାର୍ଯ୍ୟ କରୁଥିଲା ।

ଏହି ଘ-ଟ-ଣା ସେତେବେଳେ ସାମ୍ନା କୁ ଆସିଥିଲା ୧୯୮୭ ରେ ଯେତେବେଳେ ଫୁଲର ଦୁଇ ଜଣ ମହିଳା ଙ୍କୁ ହ-ତ୍ୟା କରିଥିଲା । ତେବେ ଏ ନେଇ ତ-ଦ-ନ୍ତ କରାଯିବା ପରେ ସେଠାରେ ଫୁଲର ଙ୍କ ଡିଏନଏ ଟେଷ୍ଟ ରୁ ସ୍ପଷ୍ଟ ହେଲା । ପ୍ରଥମେ ଘ-ଟ-ଣା କୁ ନେଇ ଫୁଲର କୁ ସ-ନ୍ଦେ-ହ ରେ ଗି-ର-ଫ କରାଯିବା ପରେ ଧୀରେ ଧୀରେ ଘ-ଟ-ଣା ଉପରୁ ପ-ର-ଦା ହ-ଟି-ଥିଲା । ଏ ନେଇ ଫୁଲର ୧୦୦ ଜଣ ମହିଳା ଙ୍କ ସହିତ ଏଭଳି କରି ଥିବାର ସ୍ୱୟଂ ସ୍ୱୀକାର କରିଥିଲା ।

ତେବେ ଏହାର ଦୀର୍ଘ ଦିନ ଅର୍ଥାତ ୨୦୧୧ ରେ ଫୁଲର କୁ ପୁନର୍ବାର ଗି-ର-ଫ କରା ଯାଇଥିଲା । ୫୧ ଟି ପୃଥକ ପୃଥକ ମାମଲା ରେ ଦୋ-ଷୀ ସା-ବ୍ୟ-ସ୍ତ ହୋଇଥିଲା ଫୁଲର । ବ୍ୟ-ବ-ଚ୍ଛେ-ଦ ଗୃହ ରେ ଥିବା ପ୍ରାୟ ୭୮ ଟି ମୃ-ତ ଶ-ରୀ-ର ସହିତ ଫୁଲର ଦୁ-ଷ୍କ-ର୍ମ କରିବା ସହିତ ତ-ଦ-ନ୍ତ ସମୟ ରେ ଫୁଲର ଘରୁ ଅ-ଶ୍ଳୀ-ଳ ଚି-ତ୍ର, ଶବ ସହିତ ଅ-ଶ୍ଳୀ-ଳ ଭି-ଡି-ଓ, ଡିଭିଡ଼ି ଏବଂ ମେମୋରୀ କାର୍ଡ ଜ-ବ-ତ ହୋଇଥିଲା । ତେବେ ଏହି ସମ୍ବନ୍ଧରେ ଆପଣଙ୍କ ପ୍ରତିକ୍ରିୟା କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *