ବାପାଙ୍କୁ ସବୁବେଳେ ପାଖରେ ରଖିବା ପାଇଁ ପୁଅ ବନେଇଲା ବାପାଙ୍କ ଷ୍ଟାଚ୍ୟୁ, ଦେଖିବାକୁ ପୁରା ଜୀବନ୍ତ, Video ନ ଦେଖିଲେ ବିଶ୍ଵାସ ହେବନି !

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର କୋପ ବର୍ତ୍ତମାନ ପର୍ଯ୍ୟନ୍ତ କମି ନାହିଁ । ଏହି କରୋନା ମହାମାରୀ ପାଇଁ ଲକ୍ଷାଧିକ ଲୋକ ନିଜ ପ୍ରା-ଣ ହରାଇଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଚର୍ଚାରେ ଅଛି । ବନ୍ଧୁଗଣ କରୋନାରେ ବାପା ଚାଲିଗଲେ ହେଲେ ବାପାକୁ ଜୀବନ୍ତ ଦେଖିବାକୁ ପୁଅ କରିଲା ନିଜ ବାପାର ଷ୍ଟାଚ୍ୟୁ ।

ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ମହରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଘଟିଛି । ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର ଜଣେ ପୁଅ ନିଜ ପିତାଙ୍କ ସେଲିକନ ଷ୍ଟାଚ୍ୟୁ ତିଆରି କରି ଚର୍ଚାକୁ ଆସିଛନ୍ତି ।

ସେହି ଷ୍ଟାଚ୍ୟୁଟିକୁ ତାଙ୍କ ଘରେ ସୋଫାରେ ବସିଥିବା ପରିକା ତିଆରି କରାଯାଇଛି । ଆପଣ ମାନେ ବି ଏହି ପ୍ରତିମୂର୍ତ୍ତିକୁ ଦେଖିଲେ ଜାଣି ପାରିବେ ନାହିଁ ଯେ ଏହା ଏକ ଷ୍ଟାଚ୍ୟୁ ବୋଲି ।ଷ୍ଟାଚ୍ୟୁରେ ନଜର ଆସୁଥିବା ରଙ୍ଗ, ରୂପ, ମୁହଁ, ନିଶ ଓ ଆଖିକୁ ଦେଖିଲେ ଲାଗୁଛି ଏହା ଏକ ଜୀବିତ ଲୋକ । ମହରାଷ୍ଟ୍ରରେ ଏହା ପ୍ରଥମ ସେଲିକନ ଷ୍ଟାଚ୍ୟୁ ବୋଲି ଦାବି କରିଛନ୍ତି ଏହାକୁ ତିଆରି କରିଥିବା ଅରୁନ କୌର । ନିଜ ପିତା ସ୍ଵର୍ଗତ ରାଓ ସାହେବ କୌରଙ୍କ ସ୍ମୃ-ତିରେ ସେ ଏହାକୁ ତିଆରି କରିଛନ୍ତି ।

ସ୍ଵର୍ଗତ ରାଓ ସାହେବ ମହରାଷ୍ଟ୍ରର ଅବକାରୀ ନିରିକ୍ଷକ ଥିଲେ । ଡ୍ଯୁଟିରେ ଥିବା ବେଳେ ଗତ ବର୍ଷ ତାଙ୍କର ମୃ-ତ୍ୟୁ ହୋଇଥିଲା । ଦେ-ହା-ନ୍ତ ପରେ ପରିବାର ଲୋକ କୋରେକଙ୍କୁ ବହୁତ ମନେ ପକାଇ ଥିଲେ । ଫଳରେ ବାପାଙ୍କର ସେଲିକନ ଷ୍ଟାଚ୍ୟୁ ତିଆରି କରିବା ପାଇଁ ଅରୁନ ପ୍ରୟାସ କରିଥିଲେ ।

ବେଙ୍ଗାଲୁରୁର ପ୍ରସିଦ୍ଧ ମୂର୍ତ୍ତି କାରିଗର ଶ୍ରୀଧରଙ୍କ ସହାୟତାରେ ସେ ଏହାକୁ ତିଆରି କରିଛନ୍ତି । ଏହି ଷ୍ଟାଚ୍ୟୁକୁ ତିଆରି କରିବା ପାଇଁ ୫ ମାସ କଷ୍ଟ କରିବାକୁ ପଡିଥିଲା । ଗୋଟେ ସେଲିକନ ଷ୍ଟାଚ୍ୟୁ ୩୦ ବର୍ଷ ପର୍ଯ୍ୟନ୍ତ ରହିଥାଏ ଓ ସେଥିରେ ଲାଗିଥିବା ପୋଷାକ ସବୁଦିନ ବଦଳା ଯାଇଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଷ୍ଟାଚ୍ୟୁଋ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *