‘ମୋ ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି କରନ୍ତୁ ନାହିଁ, ଯଦି ଏମିତି ହୁଏ ତ…’ ବାପାଙ୍କ ମୃତ୍ୟୁକୁ ନେଇ ଏ କଣ କହିଲେ Dipali Das…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପାଙ୍କ ମୃ-ତ୍ୟୁକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ଅନୁରୋଧ କରିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ତେବେ ବନ୍ଧୁଗଣ ପୂର୍ବତନ କ୍ଯାବିନେଟ ପାହ୍ୟାର ସ୍ଵାସ୍ଥ ମନ୍ତ୍ରୀ ନବ କିଶୋରଦାସଙ୍କ guli madaରେ ଦେହାନ୍ତ ଘଟିଯାଇଛି । ଯାହାକି ନବ ଦାସଙ୍କ ପରିବାର ପାଇଁ ଏକ ବହୁତ ବଡ ଦୁଃଖଦ ଖବର ପାଲଟିଥିଲା । ଯେଉଁ କାରଣରୁ ନବ ଦାସଙ୍କ ପରିବାର ନବ ଦାସଙ୍କ ଧର୍ମପତ୍ନୀ, ତାଙ୍କ ପୁଅ ବିଶାଲ ଓ ଝିଅ ଦୀପାକୀ ସଂପୂର୍ଣ୍ଣ ରୂପରେ ଭାଙ୍ଗି ପଡିଥିଲେ ।

ତେବେ ଏହି ସମୟରେ କେବଳ ନବ ଦାସଙ୍କ ପରିବାର ନୁହେଁ ବଂର ସଂପୂର୍ଣ୍ଣ ଝାରସୁଗୁଡା ବାସୀଙ୍କୁ ମନ୍ତ୍ରୀ ନବ ଦାସଙ୍କ ଏପରି ଏକ ଆକସ୍ମିକ ମୃ-ତ୍ୟୁ ଖବର ଶକ୍ତ ଝଟକା ପହଞ୍ଚାଇ ଥିଲା । ତେବେ ଝିଅ ଦୀପାଳି ଦାସଙ୍କୁ ଯେତେବେଳେ ଗଣ ମାଧ୍ୟମ ନିକଟରେ ବାପାନବ ଦାସଙ୍କ ଦେହାନ୍ତ ବିଷୟରେ କିଛି ପ୍ରତିକ୍ରିୟା ପଚରା ଯାଇଥିଲା । ସେତେବେଳେ ନବ ଦାସଙ୍କ ଝିଅ ଦୀପାଳି ରୋକଠୋକ ଭାବରେ ଗଣ ମାଧ୍ୟମ ନିକଟରେ କହିଥିଲେ ।

ଏହା କି ଯେ ମୋ ବାପା ନବକିଶୋର ଦାସଙ୍କ ଦେହାନ୍ତକୁ ରାଜନୈତିକ ପ୍ରସଙ୍ଗର ଆକ୍ଷା ନଦିଆଯାଉ ବୋଲି ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ । ଏହା ସହିତ ଦୀପାଳି ଦାସ ଏହା ମଧ୍ୟ କହିଥିଲେ । ଯେ ମୋ ବାପାଙ୍କର ଏପରି ହଟାତ ଦେହାନ୍ତ ଘଟିଜୀବ । ଆମେ କେବେବି ଭାବି ନଥିଲୁ । ଯେଉଁ କାରଣରୁ ମୁଁ ମୋ ପୁରା ପରିବାର ଏଥିପାଇଁ ବହୁତ ମର୍ମାହତ ହୋଇପଡିଛୁ ।

ତେଣୁ ଏହି ବିଷୟରେ ମୁଁ ଅଧିକ କିଛି ପ୍ରତିକ୍ରିୟା ରଖିବା ପାଇଁ ଚାହୁଁନାହିଁ । ତେବେ ବାପାଙ୍କ ମୃ-ତ୍ୟୁକୁ ନେଇ କ୍ରାଇମ ବ୍ରାଞ୍ଚ ତା’ ର ତନାଘନା ଜାରୀ ରଖିଛନ୍ତି । ତେବେ ରେଜଲ୍ଟ ଯାହା ମଧ୍ୟ ଆସିବ । ତାହା ଆମେ ସମସ୍ତେ ବହୁତ ଶୀଘ୍ର ଜାଣିବାକୁ ପାଇବୁ । ତେବେ ବାପାଙ୍କ ଚାଲିଯିବା ଦୁଃଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଜେଡି ଦଳ ଅନ୍ୟାନ୍ୟ ନେତୃବୃନ୍ଦ ଆମ ପରିବାର ପ୍ରତି ବହୁତ ସଂବେଦନଶୀଳ ଭାବନା ରଖିଥିଲେ ।

ତେଣୁ ଆମ ପରିବାର ତାଙ୍କ ପାଖରେ ଚୀରୋଉପକୃତ ରହିବୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *