ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି । ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି । ତେବେ ଏହିଭଳି ଏକ ଘଟଣା ର ଲାଇଭ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଦେଖିବା ପରେ ଆପଣ ଙ୍କର ଛାତି ଥରି ଉଠିବ ।
ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ । ତେବେ ଏହିପରି ଏକ ଘଟଣା ଟି ଘଟିଯାଇଛି ନୟାଗଡ଼ ର ନାଗାବଳୀ ନଦୀ ବେଳାଭୂମି ରେ , ଯେଉଁ ଠାରେ ନଦୀ ର ଲହରୀ ରେ ମଜା କରୁଥିବା ଓ ଖେଳୁ ଥିବା ବେଳେ ଜଳ ସ୍ରୋତ ରେ ବାପା ଆଗରେ ଭାସି ଯାଇଥିଲେ ତିନି ଜଣ ପିଲା । ତେବେ ବାପା ଜଣଙ୍କ ଟିକିଏ ଅନ୍ୟ ମନସ୍କ ହେବା ର କିଛି କ୍ଷଣ ମଧ୍ୟରେ ମୃତ ତିନି ପିଲା ଙ୍କୁ ଟାଣି ନେଇ ଥିଲା ଜଳର ସ୍ରୋତ ରେ ।
କିନ୍ତୁ ବାପା ଏହାକୁ ଦେଖି ସଂଗେ ସଂଗେ ନଦୀ କୁ ଡେଇଁ ପଡ଼ିଥିଲେ, ସେ ନିଜ ଜୀବନ କୁ ବାଜିରେ ଲଗାଇ ଦୁଇ ପିଲା ଙ୍କୁ ନଦୀ ରୁ ଉଦ୍ଧାର କରିଥିଲେ । କିନ୍ତୁ ନିଜ ସାନ ନାବାଳକ ପିଲା କୁ ଖୋଜି ପାଇନଥିଲେ । ନଦୀ ଭିତରେ ସେହିପରି ନିଜ ପିଲା କୁ ଖୋଜୁଥିଲେ ବାପା ଜଣଙ୍କ କିନ୍ତୁ ତାକୁ ଆଉ ପାଇଲେ ନାହିଁ । ଏହି ଘଟଣା ବିଷୟରେ ଜାଣିବା ପରେ ଅଗ୍ନିଶମ ବାହିନୀ ସେଠାରେ ପହଁଚି ସାନ ପିଲା କୁ ଖୋଜାଖୋଜି ଆରମ୍ଭ କରିଥିଲା ମାତ୍ର ଦୁଇ ଘଣ୍ଟା ର ତଦନ୍ତ ପରେ ମଧ୍ୟ ସାନ ନାବାଳକ ପିଲା ର କୌଣସି ଖୋଜ ଖବର ନାହିଁ ।
ତେବେ ଏହି ଘଟଣା ଟିକୁ ନେଇ ଚାରିଆଡେ ବର୍ତ୍ତମାନ ଦୁଃଖର କାୟା ଖେଳି ଯାଇଛି । ଆଉ ହତାସିଆ ବାପା ଜଣଙ୍କ ନିଜ ଭାଗ୍ୟ କୁ ଆଦରି କାନ୍ଦୁଛନ୍ତି । ଯାହାର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଆଉ ଏକ ଭିଡିଓ ଭାଇରାଲ ହେଉଛି ତେବେ ଏହା ହେଉଛି ତିନି ପୁଅ ର ଭାସିଯିବା ପୂର୍ବରୁ ର ଭିଡ଼ିଓ,ବେଶ ଖୁସି ରେ ବାପା ଙ୍କ ସହ ତିନି ଜଣ ନଦୀ କୂଅ କୁ ଗାଧେଇବା କୁ ଯାଇଥଲେ ।
ଆଉ ଭାଇ ଭଉଣୀ ତିନି ଜଣ ବେଶ ହସି ହସି ନଦୀ ରେ ଗାଧେଇବା ର ମଜା ନେଉଥିଲେ କିନ୍ତୁ କିଏ ଜାଣିଥିଲା କି ସେହି ହସ ଖୁସିରେ ମଧ୍ୟରେ ଆସିଜିବ ଏଡ଼େ ବଡ଼ ଦୁର୍ଭାଗ୍ୟ ବୋଲି । ତେବେ ସେହିପରି ମସ୍ତି କରୁ କରୁ ହଠାତ ନଦୀ ସ୍ରୋତ ରେ ଭାସିଗଲେ ବାପ ଆଗରେ ତିନି ଜଣ ପିଲା । ନିଜ ଜୀବନ କୁ ଖାତିର ନକରି ନଦୀକୁ ଡେଇଁ ପଡିଲେ ବାପା । ଜୀବନ ସହ ଖେଳି ଦୁଇ ପିଲା ଙ୍କୁ ତ ଉଦ୍ଧାର କରି ଦେଲେ । ମାତ୍ର ତୃତୀୟ ପିଲା ର କୌଣସି ଖୋଜ ଖବର ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।