ବାପ ସହିତ ପଙ୍ଗା ପଡିଗଲା ଭାରି ! ଭିଡିଓ ଦେଖିଲେ ହସି ହସି ଗଡିଯିବେ…

ବନ୍ଧୁଗଣ ମଣିଷ ହେଉ ବା ପଶୁ ସବୁ ନିଜ ଶକ୍ତି ଅନୁସାରେ ଦୁର୍ବଳ ମାନଙ୍କୁ କଷ୍ଟ ଦେଇଥାନ୍ତି । ହେଲେ ଏମିତି ମଧ୍ୟ ଥରେ ଥରେ ଏହି ସବୁ ଶକ୍ତିଶାଳୀ ପ୍ରାଣୀ ଦୁର୍ବଳ ପ୍ରାଣୀଙ୍କୁ ଶିକାର କରିବାକୁ ଯାଇ ନିଜେ ମଧ୍ୟ ଶିକାର ହୋଇଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

୧. ବନ୍ଧୁଗଣ ସାଧାରଣତ ସାପ ବୁଢିଆଣୀକୁ ଶିକାର କରିଥାନ୍ତି । ହେଲେ ଆପଣ ମାନେ ଆମ ପ୍ରଥମ ଭିଡିଓରେ ଦେଖୁଥିବେ ଗୋଟେ ସାୟ ବୁଢିଆଣୀକୁ ଶିକାର କରିବାକୁ ଯାଇ ନିଜେ ଶିକାର ହୋଇଗଲା । ଏହି ବୁଢିଆଣୀର ନାମ ହେଉଛି ବ୍ରାଉନ ୱିଣ୍ଡୋ ସ୍ପାଇଡ଼ର । ଅନ୍ୟ ପ୍ରଜାତି ଠାରୁ ଏହି ବୁଢିଆଣୀ ବହୁତ ଭିନ୍ନ ଏହି ବୁଢିଆଣୀ ନିଜ ସାରର ୩୦ ଗୁଣ ବଡ ଜୀବ ମାନଙ୍କୁ ମାରିବାରେ ସକ୍ଷମ ଅଟନ୍ତି ।

୨. ଅକ୍ଟୋବର ୨୦୨୧ରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହୋଇଥିଲା । ବନ୍ଧୁଗଣ ଏହି ଭିଡିଓଟି ହେଉଛି ଜଙ୍ଗଲରେ । ଜଙ୍ଗଲର ରାଜା କହିଲେ ଆପଣ ମାନେ ବାଘ କଥା ଭାବିବେ । ହେଲେ ଏହି ଭିଡିଓରେ ଏକ ବାଘ ଚାଲି ଚାଲି ଯାଉଥିବା ବେଳେ ତା ପଛରେ ଏକ ଭାଲୁ ଯାଉଛି । ସେହି ସମୟରେ ବାଘ ଭାଲୁ ଉପରେ ଆକ୍ରମଣ କରିବା ପାଇଁ ରେଡି ହେଇଯାଉଛି ହେଲେ ହଠାତ ଭାଲୁ ନିଜ ଦୁଇ ଗୋଡରେ ଛିଡା ହୋଇ ବାଘକୁ ଡରାଇ ଦେଉଛି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଏକ ଚିପାଞ୍ଜି ନିଜ ଠାରୁ ଛୋଟ ଜୀବ ସହ ଲାଗୁ ଥିଲା । ଚିମପାଞ୍ଜି ବାରମ୍ବାର ସେହି ଜୀବ ଦେହରେ ଆଙ୍ଗୁଳି ମାରୁଥିଲା ସେହି ସମୟରେ ସେହି ଛୋଟ ଜୀବଟି ଚିମପାଞ୍ଜିର ଆଙ୍ଗୁଳିକୁ କାମୁଡି ଦେଲା । ବନ୍ଧୁଗଣ ଏହା ପରେ ଯାହା ହେଲା ଆପଣ ମାନେ ଦେଖି ପାରୁଥିବେ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଏକ ବିଲେଇ ସାମ୍ନାରେ ଥିବା ଏକ ଛୋଟ ସାପକୁ ଏମିତି ଦେଖୁଛି ଯେମିତି ମାତ୍ର କିଛି ସେକେଣ୍ଡ ମଧ୍ୟରେ ସେ ତା ଉପରେ ଆକ୍ରମଣ କରିବ । ହେଲେ ଭିତରୁ ବିଲେଇ ଭୟରେ କାପୁ ଥିଲା । କାରଣ ସେହି ସମୟରେ ବିଲେଇ ଦେହରେ ତାର ମାଲିକ ହାତ ମାରିବା ମାତ୍ରେ ବିଲେଇର ରିଆକ୍ସନ ଯାହା ଥିଲା ଦେଖନ୍ତୁ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଏକ ପୋଷା ମାଙ୍କଡ ଏକ ଗାଈ ସହ ଲାଗୁ ଥିବାର ନଜର ଆସୁଛି । ମାଙ୍କଡଟି ବାରମ୍ବାର ଗାଈ ମୁଣ୍ଡକୁ ହାତ ମରୁଛି । ହେଲେ ସେହି ସମୟରେ ଗାଈଟି ନିଜ ଶୁଣ୍ଢ ବୁଲାଇ ଥିଲା ଓ କିଛି ସେକେଣ୍ଡ ମଧ୍ୟରେ ମାଙ୍କଡ ସେହି ସ୍ଥାନରୁ ଚମ୍ପଟ ମାରିଲା ।

Leave a Reply

Your email address will not be published. Required fields are marked *