ପିତା ରୋମାନ୍ସ କିଙ୍ଗ ତ ପୁଅ ବିବାଦ କିଙ୍ଗ ! ଏହା ପୂର୍ବରୁ ଏକ ଝିଅ ସହ ଇଣ୍ଟିମେଟ ହେବା ସମୟରେ ଧରା ପଡିଥିଲେ, ପୁରା ଘଟଣା ଜାଣିଲେ ଆପଣ ଚମକି ପଡିବେ !

ବନ୍ଧୁଗଣ ଗତ ଶନିବାର ଦିନ ମୁମ୍ବାଇ ଏନସିବି ଟିମ ମୁମ୍ବାଇରୁ ଗୋଆ ଯାଉଥିବା ଏକ କୃସ୍ ଉପରେ ଚ-ଢା-ଉ କରିଥିଲେ । ସେହି କୃସ୍ ରେ ଡ୍ର-ଗ୍ସ ପାର୍ଟି ଚାଲିଥିଲା । ସେହି ପାର୍ଟିରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କୁ ଗି-ର-ଫ କରଯାଇଥିଲା । ଗତ କାଲି ଠାରୁ ଏନସିବି ଟିମ ଆରିୟାନ ଖାନଙ୍କ ସହ ପଚରା ଉଚରା କରୁଛି। ସେହି କୃ-ସ୍ ପା-ର୍ଟି-ରେ ୬୦୦ ଲୋକ ସାମିଲ ଥିଲେ ।

ଏହି ମାମଲାରେ ଏନସିବି ୩ଟି ଝିଅ ଓ ୧୩ଟି ଲୋକଙ୍କୁ କ-ଷ୍ଟେ-ଡି-ରେ ନେଇଛି ।  ବର୍ତ୍ତମାନ ଆରିୟାନ ଖାନ ବିବାଦରେ ଘେରି ରହିଛନ୍ତି । ହେଲେ ଏହା ପ୍ରଥମ ଥର ନୁହେଁ ଯେଉଁଥି ପାଇଁ ସେ ବିବାଦରେ ଅଛନ୍ତି । ଏହା ପୂର୍ବରୁ ଆରିୟାନ ନିଜର ଏକ ଫେକ ଏମଏମଏସ ପାଇଁ ମଧ୍ୟ ବିବାଦରେ ଥିଲେ । ଆରିୟାନ ବର୍ତ୍ତମାନ ୨୪ ବର୍ଷ ବୟସର ଅଛନ୍ତି । ତାଙ୍କର ଜନ୍ମ ୧୩ ନଭେମ୍ବର ୧୯୯୭ ମସିହାରେ ନୂଆ ଦିଲ୍ଲୀରେ ହୋଇଥିଲା ।

ଗତ କିଛି ବର୍ଷ ତଳେ ତାଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହୋଇଥିଲା । ଏହି ଭିଡିଓରେ ଆରିୟାନ ଏକ ଝିଅ ସହ ଇଣ୍ଟିମେଣ୍ଟ ହେଉଥିବାର ନଜର ଆସିଥିଲେ । କୁହା ଯାଉଥିଲା ଏହି ଭିଡିଓରେ ଆରିୟାନ ଖାନ ହିଁ ଥିଲେ । ହେଲେ ପରେ ସେହି ଭିଡିଓକୁ ଫେ-କ କୁହା ଯାଇଥିଲା । ସେହି ସମୟରେ ଆରିୟାନ ବହୁତ ଚର୍ଚାରେ ଥିଲେ । ଏବେ ଆରିୟାନ ଡ୍ର-ଗ୍ସ କେ-ସ-ରେ ଫ-ସି ଯାଇଛନ୍ତି ।

ଆରିୟାନଙ୍କ ପାଇଁ ଶାହରୁଖ ଅଡୁଆରେ ପଡି ଯାଇଛନ୍ତି । ଶାହରୁଖ ନିଜ ଫିଲ୍ମ ‘ପଠାନ’ର ସୁ-ଟି-ଙ୍ଗ ଛାଡି ପୁଅକୁ ବଞ୍ଚାଇବା ପାଇଁ ମୁମ୍ବାଇ ଆସିଛନ୍ତି । ବର୍ତ୍ତମାନ ନିଜ ପୁଅକୁ ବଞ୍ଚାଇବା ପାଇଁ ସେ ବଡ ବଡ ମନ୍ତ୍ରୀଙ୍କ ସହ ଅଲଗା ଅଲଗା ନମ୍ବରରେ କଥା ହେଉଛନ୍ତି । ଅନ୍ୟ ପକ୍ଷରେ କୋର୍ଟ ଆରିୟାନଙ୍କ କ-ଷ୍ଟେ-ଡି-କୁ ୭ ତାରିଖ ପର୍ଯ୍ୟନ୍ତ ବଢାଇଛି ।

Leave a Reply

Your email address will not be published. Required fields are marked *