ବାପ-ପୁଅ ଉଭୟଙ୍କ ସହିତ ରୋମାନ୍ସ କରି ସାରିଛନ୍ତି Bollywood ର ଏହି 4 ଜଣ Actress, 3 ନମ୍ବର Actress ଙ୍କ ନାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଏମିତି ମଧ୍ୟ କିଛି ଭୂମିକା ଥାଏ ଯେଉଁଥିରେ ଏହି ବଲିଉଡ ଅଭିନେତ୍ରୀ ମାନେ ଉଭୟ ବାପା ଓ ପୁଅଙ୍କ ସହ ଅଭିନୟ କରିଥାନ୍ତି ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବାପା ଓ ପୁଅଙ୍କ ସହ ରୋମାନ୍ସ ସିନ୍ସ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଜୟାପ୍ରଦା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଜୟାପ୍ରଦା । ଜୟାଙ୍କ ଅଭିନୟ ଓ ସୁନ୍ଦରତାକୁ ସମସ୍ତେ ପସନ୍ଦ କରନ୍ତି । ବନ୍ଧୁଗଣ ଜୟା ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ସେହି ସମୟରେ ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । କିନ୍ତୁ ଏହା ସହିତ ଜୟା ଧର୍ମେନ୍ଦ୍ରଙ୍କ ପୁଅ ସନିଙ୍କ ସହ ଫିଲ୍ମ ‘ବିରତା’ରେ କାମ କରିଛନ୍ତି । ଏହି ଫିଲ୍ମରେ ସନି ଓ ଜୟା ରୋମାନ୍ସ ସିନ୍ସ କରିଛନ୍ତି ।


ଡିମ୍ପଲ କବାଡିଆ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଡିମ୍ପଲ କବାଡିଆ । ଆପଣ ମାନେ ସମସ୍ତେ ଡିମ୍ପଲଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ଡିମ୍ପଲ ନିଜ ଫିଲ୍ମ କାରିୟରର ଆରମ୍ଭ ୧୯୭୩ ମସିହାରେ କରିଥିଲେ । ଅଭିନେତ୍ରୀ ଡିମ୍ପଲ କବାଡିଆ ଅଭିନେତା ବିନୋଦ ଖନ୍ନା ଓ ଅକ୍ଷୟ ଖନ୍ନାଙ୍କ ସହ ରୋମାନ୍ସ କରିଛନ୍ତି । ଅସଲ ଜୀବନରେ ବିନୋଦ ଓ ଅକ୍ଷୟ ବାପ ପୁଅ ଅଟନ୍ତି । ଏହା ବ୍ଯତୀତ ଡିମ୍ପଲ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ଅଭିନୟ କରିଛନ୍ତି ଓ ଧର୍ମେନ୍ଦ୍ରଙ୍କ ପୁଅ ସନି ଦେଓଲଙ୍କ ସହ ଡିମ୍ପଲଙ୍କ ଅଫେୟାର ରହିଥିଲା ।

ହେମା ମାଳିନୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ କ୍ଵିନ ହେମା ମାଳିନୀ । ହେମା ମାଳିନୀ ଫେମସ ଅଭିନେତା ରାଜ କପୁରଙ୍କ ସହ ଫିଲ୍ମ ‘ସପନୋ କେ ସୌଦାଗର’ରେ ରୋମାନ୍ସ ସିନ୍ସ କରିଥିଲେ । ଏହା ବ୍ଯତୀତ ହେମା ରାଜ କପୁରଙ୍କ ପୁଅ ରିଷି କପୁରଙ୍କ ସହ ଫିଲ୍ମ ‘ହାଥ କି ସଫାଇ’ରେ ମଧ୍ୟ ରୋମାନ୍ସ ସିନ୍ସ କରିଥିଲେ ।

ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମାଧୁରୀ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ମାଧୁରୀ ଫିଲ୍ମ ‘ଦୟାବାନ’ରେ ଅଭିନେତା ବିନୋଦ ଖନ୍ନାଙ୍କ ସହ ବହୁତ ରୋମାନ୍ସ କରିଥିଲେ । ଅନ୍ୟ ପକ୍ଷରେ ମାଧୁରୀ ବିନୋଦଙ୍କ ପୁଅ ଅକ୍ଷୟ ଖନ୍ନାଙ୍କ ସହ ଫିଲ୍ମ ‘ମହବତ’ରେ କାମ କରି ମଧ୍ୟ ରୋମାନ୍ସ ସିନ୍ସ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *