ଚିଡିଆଖାନାରେ ଜିରାଫକୁ ଖୁଆଇବା ପଡିଲା ମହଙ୍ଗା, ବାପା-ମା’ଙ୍କ ଆଖି ସାମ୍ନାରେ ପୁଅକୁ ଉଠାଇ ନେଲା ଜିରାଫ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ନିଜେ ଖାଇବା ଓ ଅନ୍ୟକୁ ଖୁଆଇବାରେ ବହୁତ ପ୍ରାର୍ଥକ୍ୟ ରହିଛି ।

କିନ୍ତୁ ଖାଇବା ଓ ଖୁଆଇବା ସମୟରେ ଯଥେଷ୍ଟ ସାବଧାନ ରହିବାର ଆବଶ୍ୟକତା ରହିଛି । ଖୁଆଇବା ସମୟରେ ଯଦି ଆପଣ ସତର୍କ ନରୁହନ୍ତି ତେବେ ଏହା ଆପଣଙ୍କ ଜୀବନ ଉପରେ ବିପଦ ଆଣିପାରେ । ବନ୍ଧୁଗଣ ମଣିଷ ଠାରୁ ଜୀବଜନ୍ତୁଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଭିନ୍ନ ହୋଇଥାଏ । ତେବେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଦେଖନ୍ତୁ ଭିଡିଓଟିକୁ ।

ଭିଡିଓରେ ଦେଖିବାକୁ ମିଳୁଛି ଗୋଟେ ଚିଡିଆ ଘରେ ଜିରାଫକୁ ଖୁଆଇବା ଏକ ଛୋଟ ପିଲା ପାଇଁ ମହଙ୍ଗା ପଡିଯାଇଛି । ଯଦି ଆପଣ ମାନେ ବି ଏମିତି କରୁଛନ୍ତି ତା ହେଲେ ସାବଧାନ ହୋଇଯାନ୍ତୁ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟେ ଛୁଆ ନିଜ ବାପା ମାଙ୍କ ସହ ଚିଡିଆ ଖାନା ବୁଲିବାକୁ ଆସିଛି । ଛୁଆତି ଜିରାଫକୁ ଖାଦ୍ୟ ଦେଉଥିବା ବେଳେ ଜିରାଫ ଛୁଆ ହାତରେ ଥିବା ଖାଦ୍ୟକୁ ଖାଇ ଟାଣି ଦେଉଛି ଯାହାଫଳରେ ଛୁଆଟି ଉପରକୁ ଝୁଲି ଯାଉଛି ।

ଜିରାଫଟି ଗଛ ଡାଳ ସହ ଛୁଆଟିକୁ ମଧ୍ୟ ଉଠାଇ ଦେଉଛି । ସେହି ସମୟରେ ବାପା ମା ପିଲାକୁ ଧରି ତଳକୁ ଟାଣୁ ଛନ୍ତି ଅନେକ ଚେଷ୍ଟା ପରେ ସେ ପିଲାକୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ତେବେ ଏହି ଭିଡିଓଟି ଟ୍ବିଟରରେ ଅପଲୋଡ ହୋଇଥିବା ବେଳେ ଏବେ ଏହା ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *