Interesting Odia Gk- Bank ର ଫୁଲ ଫର୍ମ କଣ ? Covid ର ଫୁଲ ଫର୍ମ କଣ ? ଏହା ସହିତ ଜାଣନ୍ତୁ ଆହୁରି 19 ଟି ଫୁଲ ଫର୍ମ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି Full Form ସମ୍ବନ୍ଧରେ ସୂଚନା ଦେବାକୁ ଯାଉଅଛୁ ଯାହା ଜାଣିବା ଆପଣଙ୍କୁ ଅତ୍ୟନ୍ତ ଆବଶ୍ୟକ । ସାଧାରଣତଃ ଏଭଳି ଅନେକ ନାମ ରହିଅଛି ଯାହାର ଫୁଲଫର୍ମ ଆମ୍ଭକୁ ଜଣା ନଥାଏ । ତେବେ ଆଜି ଆମ୍ଭେ ସେହି ବିଶେଷ ନାମ ସମ୍ବନ୍ଧରେ କାହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧:- LIC ର ଫୁଲ ଫର୍ମ କ’ଣ ?

ଉତ୍ତର :- life insurance corporation

୨:- W.H.O ର ଫୁଲ ଫର୍ମ କ’ଣ ?

ଉତ୍ତର :- World health organization

୩:- R.S.S ର ଫୁଲ୍ ଫର୍ମ କ’ଣ ?

ଉତ୍ତର :- Rastriya Swayamsevak sangh

୪:- LOL ର ଫୁଲ୍ ଫର୍ମ କଣ ?

ଉତ୍ତର :- Lough out loud

୫:- LNT ର ଫୁଲ ଫର୍ମ କ’ଣ ?

ଉତ୍ତର :- Larsen and Toubro limited

୬:- M.C.Q ର ଫୁଲ ଫର୍ମ କଣ ?

ଉତ୍ତର :- Multiple choice Questions

୭:- GPS ର ଫୁଲ ଫର୍ମ କଣ ?

ଉତ୍ତର :- Global positioning system

୮:- I P O ର ଫୁଲ ଫର୍ମ କଣ ?

ଉତ୍ତର :- initial public offering

୯:- COVID ର ଫୁଲ ଫର୍ମ କଣ ?

ଉତ୍ତର:- coronavirus disease

୧୦:- MLA ର ଫୁଲ ଫର୍ମ କଣ ?

ଉତ୍ତର :- member of the legislative assembly

୧୧:- D J ର ଫୁଲ ଫର୍ମ କଣ ?

ଉତ୍ତର :- Disc jockey

୧୨:- BANK ର ଫୁଲ ଫର୍ମ କଣ ?

ଉତ୍ତର :- Borrowing Accepting Negotiating Keeping

୧୩:- 4G ର ଫୁଲ ଫର୍ମ କଣ ?

ଉତ୍ତର :- 4th generation

୧୪:- RRB ର ଫୁଲ ଫର୍ମ କଣ ?

ଉତ୍ତର :- Railway Recruitment Board

୧୫:- ACC ର ଫୁଲ ଫର୍ମ କଣ ?

ଉତ୍ତର :- Associated cement companies

୧୬:- DRX ର ଫୁଲ ଫର୍ମ କଣ ?

ଉତ୍ତର :- Drug Expert

୧୭:- APL ର ଫୁଲ ଫର୍ମ କଣ ?

ଉତ୍ତର :- Above Poverty line

୧୮:- RBC ର ଫୁଲ ଫର୍ମ କଣ ?

ଉତ୍ତର :- Red Blood Cell

୧୯:- BBA ର ଫୁଲ ଫର୍ମ କଣ ?

ଉତ୍ତର :- Bachelor of Business Administration । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *