ବାପାଙ୍କୁ ଚିକିତ୍ସା କରି ଝିଅକୁ କରିଥିଲେ ଗର୍ଭବତୀ, ବନ୍ଧା ହେଲେ AIIMS ର ରସିକିଆ ଡାକ୍ତର ବାବୁ ! ପୁରା ଘଟଣା ଆପଣଙ୍କ ହୋସ ଉଡେଇ ଦେବ

ବନ୍ଧୁଗଣ, ସୂଚନା ଅନୁଯାୟୀ AIMS ହସ୍ପିଟାଲର ରସିକିଆ ଡାକ୍ତର ପ୍ରଦୀପ ଦାସ ଗୁପ୍ତା ଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ହେଉଛି ଯେ ୨ ବ ଅର୍ଶ ତଳେ ନିଜ ବାପା ଙ୍କ ଚିକିତ୍ସ୍ୟା ନିମନ୍ତେ ଡାକ୍ତର ଙ୍କ ପାଖକୁ ଦେଖାଇବାକୁ ଆଣିଥିବା ଜଣେ ଯୁବତୀ ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରବର୍ତ୍ତୀ ସମୟରେ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଏହାପରେ ସେ ଯେତେବେଳେ ଗର୍ଭବତୀ ହୋଇଥିଲେ, ସେତେବେଳେ ପ୍ରଚେଷ୍ଟା କରି ଗର୍ଭ ନଷ୍ଟ କରିବା ନିମନ୍ତେ କହିଥିଲେ ।

ଏହାକୁ ପ୍ରତାରଣାର ଆଖ୍ୟା ଦେଇ ଯୁବତୀ ଜଣକ ମହିଳା ଥାନା ରେ ଅଭିଯୋଗ କରିଥିଲେ ଏବଂ ତାଙ୍କୁ ବାରମ୍ବାର ଖୋଜୁଥିଲା ପୋଲିସ । ଖବର ଅନୁଯାୟୀ ବର୍ତ୍ତମାନ ତାଙ୍କୁ ପୋଲିସ ଉଠାଇ ଆଣିଛି ଏବଂ ବର୍ତ୍ତମାନ କୋର୍ଟ ଫରୱାର୍ଡ କରିଛି । ଯିଏ ନିଜକୁ ଡାକ୍ତର କହିଛନ୍ତି ଯେ ସିନିୟର ରେସିଡେଣ୍ଟ ଥିଲେ AIMS ହସ୍ପିଟାଲ ର । ଏବଂ ଯୁବତୀ ଙ୍କ ସହିତ ସମ୍ପର୍କ ଗଢି ଉଠାଇ ଥିଲେ ।

ଗର୍ଭ ନଷ୍ଟ କରିବା ପରେ ଯେତେବେଳେ ଯୁବତୀ ଜଣକ ବିବାହ ନିମନ୍ତେ କହିଥିଲେ ସେତେବେଳେ ମହାଶୟ ଜଣକ ମନା କରିଦେଇଥିଲେ ଯେ ସେ ବିବାହ କରି ପାରିବେ ନାହିଁ । ଏହା ପରେ ଥାନରେ ଲିଖିତ ଅଭିଯୋଗ ପରେ ଆକ୍ସନ ମୋଡ କୁ ଆସିଛି ପୋଲିସ । ତେବେ ବିଭିନ୍ନ ପ୍ରକାରର ଦଫା ମଧ୍ୟ ତାଙ୍କ ନାମରେ ଲାଗିଛି ।

ମାତ୍ର ଏଠାରେ ପ୍ରଶ୍ନ ଯେ ୨ ବର୍ଷ ଧରି ଯେତେବେଳେ ସମ୍ପର୍କ ଥିଲା ସେତେବେଳେ ପ୍ରତାରଣାର ସମ୍ପର୍କ ଆସୁନଥିଲା କିନ୍ତୁ ବର୍ତମାନ କାହିଁକି ଆସିଲା ? ସେକ୍ସନ କଥା ଦେଖିବାକୁ ଗଲେ ୪୯୩, ୪୧୭, ୩୨୩, ୪୨୦ ଏବଂ ୫୦୬ ଏହିପରି ସଙ୍ଘିନ ଦଫା ଲାଗିଛି ତାଙ୍କ ନାମରେ । ଯଦି ପ୍ରେମ ଚାଲିଥିଲା ତେବେ ତାହା କାହିଁକି ପ୍ରତାରଣା ଆଡକୁ ଗଲା ? କେବଳ ଗୋଟିଏ କାରଣ ଯେ ଗର୍ଭ ନଷ୍ଟ କରାଯାଇଛି ନା ଅନ୍ୟ କିଛି ?

ଏହା ପୋଲିସ ର ତଦନ୍ତ ପରେ ନିଶ୍ଚିତ ଭାବରେ ସାମନା କୁ ଆସିବ । କିଭଳି ଭାବରେ ପ୍ରତାରଣା ହୋଇଛି ଯୁବତୀ ମଧ୍ୟ ନିଜର ବୟାନ ଦେବେ ଏବଂ ଡାକ୍ତର ବାବୁ କିଭଳି ଭାବରେ ତାଙ୍କୁ ଠକିଥିଲେ ସମସ୍ତ ତଥ୍ୟ ଯଥାଶୀଘ୍ର ଲୋକଲୋଚନକୁ ନିଶ୍ଚିତ ଭାବରେ ଆସିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *