ବଞ୍ଚିଥିବା ଅବସ୍ଥାରେ ପୋତା ଯାଇଥାଏ ଓ ମରିବା ପରେ ବାହାର କରା ଯାଇଥାଏ, କୁହ କଣ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ଆମ ଶରୀରକୁ ସୁସ୍ଥ ରଖିବାରେ କିଛି ଘରୋଇ ଉପଚାର କୁ ନେଇ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

1- ଏମିତି କଣ ଯାହା ସୁଖାଇବା ସମୟରେ ଓଦା ହୋଇଯାଏ ?

ଉତ୍ତର- ଟାୱେଲ ।

2- ସେ ତ ରାତିର ରାଣୀ, ଆଖି ରୁ ତାର ବାହାରେ ପାଣି, କୁହ କଣ ?

ଉତ୍ତର- ମହମବତୀ ।

3- ଏମିତି କେଉଁ ଜିନିଷ ଅଛି ଯାହାକୁ ପୁଅ ମାନେ ଖାଇଥାନ୍ତି ଓ ଝିଅ ମାନେ ପିନ୍ଧିଥାନ୍ତି ?

ଉତ୍ତର- ଲବଙ୍ଗ ।

4- ଏମିତି କେଉଁ ଜିନିଷ ଅଛି ଯାହା ଝିଅ ବିବାହ ପୂର୍ବରୁ ପିନ୍ଧି ପାରିବନି ?

ଉତ୍ତର- ମଙ୍ଗଳସୂତ୍ର ।

5- ବିନା ଲାଇଟ ରେ ଏମିତି କେଉଁ ଜିନିଷ ଅଛି ଯାହା ଜଳିଥାଏ ଓ ବନ୍ଦ ହୋଇଯାଏ ?

ଉତ୍ତର- ଯୁଗନୁ ।

6- ଯେତେ ସେଥିରୁ ବାହାର କରିବେ ସେଥିରୁ ଆହୁରି ବଢିବାରେ ଲାଗିବ କୁହ କଣ ?

ଉତ୍ତର- ଖାଲ ।

7- ବିଶ୍ଵର ପ୍ରଥମ ବିଶ୍ଵ ବିଦ୍ୟାଳୟର ନାମ କଣ ?

ଉତ୍ତର- ତକ୍ଷଶୀଳା ।

8- ଏମିତି କେଉଁ ଗଛ ଯାହା ଉପରେ ଚଢି ପାରିବାନି ?

ଉତ୍ତର- କଦଳୀ ଗଛ ।

9- ଦୁନିଆରେ ସବୁଠୁ ଅଧିକ ଡାକଘର କେଉଁ ଦେଶର ଅଛି ?

ଉତ୍ତର- ଭାରତ ।

10- ଭାରତର ସବୁଠୁ ଗରିବ ରାଜ୍ୟର ନାମ କଣ ?

ଉତ୍ତର- ଛତିଶଗଡ ।

11- ଭଗବାନ ରାମ ନିଜର ପ୍ରଥମ ଦୀପାବଳି କେଉଁଠି ମନାଇଥିଲେ ?

ଉତ୍ତର- ସମୁଦ୍ର ।

12- ମାଉଣ୍ଟ ଏଭରେଷ୍ଟ ସନ୍ଧାନ ପୂର୍ବରୁ ସବୁଠୁ ଉଚ୍ଚ ମାଉଣ୍ଟେନ କଣ ଥିଲା ?

ଉତ୍ତର- ମାଉଣ୍ଟ ଆବୁ ।

13- ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିବା ବ୍ୟକ୍ତିଙ୍କ ନାମ କଣ ?

ଉତ୍ତର- ରାଧାନାଥ ସିକନ୍ଦର ।

14- ଏସିଆ ର ସବୁଠୁ ବଡ ନଦୀର ନାମ କଣ ?

ଉତ୍ତର- ୟଗତଜୀ ।

15- ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?

ଉତ୍ତର- ୱିଲିୟମ ବେଣ୍ଟିକ ।

16- ଭାରତର ପ୍ରଥମ ମହିଳା ଶାସିକା କିଏ ଥିଲେ ?

ଉତ୍ତର- ରାଜିଆ ସୁଲତାନ ।

17- ବଞ୍ଚିଥିବା ଅବସ୍ଥାରେ ପୋତା ଯାଇଥାଏ ଓ ମରିବା ପରେ ବାହାର କରା ଯାଇଥାଏ । କୁହ କଣ ?

ଉତ୍ତର- ଗଛ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *