ବାଳିକାବଧୂ ସିରିୟଲ ର ଆନନ୍ଦି ର ମା’ ଆଜି ନଜର ଆସନ୍ତି ଏତେ ସୁନ୍ଦର, ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହୋଇଥିବା ବିଭିନ୍ନ ପ୍ରକାରର ସିରିଏଲ ଦେଖିଥିବେ । ହେଲେ କଲର୍ସ ଚ୍ୟାନେଲରେ ଦେଉଥିବା ଲୋକପ୍ରିୟ ସିରିଏଲ ‘ବାଳିକା ବଧୁ’ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ସିରିୟଲଟି ବହୁତ ଲୋକଙ୍କ ମନକୁ ଜିତି ନେଇଥିଲା । ଏହି ସିରିୟଲରେ ଅଭିନୟ କରିଥିବା ସମସ୍ତ ଷ୍ଟାର ମାନେ ପ୍ରତ୍ୟେକ ଲୋକଙ୍କ ମନରେ ଏକ ନିର୍ଦ୍ଧିଷ୍ଟ ସ୍ଥାନ କରିଥିଲେ । ଲୋକମାନେ ଏହି ସିରିଏଲକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ ।

ଏହି ସିରିଏଲରେ କାମ କରୁଥିବା ସମସ୍ତ ଷ୍ଟାର ମାନେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଏହି ସିରିଏଲରେ ଆନନ୍ଦିର ମା ଭଗବତୀଙ୍କ ଭୂମିକାକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଭଗବତୀଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଭଗବତୀର ଭୂମିକା କରୁଥିବା ଅଭିନେତ୍ରୀଙ୍କ ଅସଲ ନାମ ହେଉଛି ଭୈରବୀ ରାୟଚୁରା । ତାଙ୍କର ଜନ୍ମ ୨୧ ଡିସେମ୍ବର ୧୯୬୮ ମସିହାରେ ମୁମ୍ବାଇରେ ହୋଇଥିଲା । ସେ ନିଜର ଅଭିନୟ କାରିୟରର ଆରମ୍ଭ ସିରିଏଲ ‘ହମ ପାଞ୍ଚ’ରୁ କରିଥିଲେ । ଏହା ପରେ ସେ ବିଭିନ୍ନ ସିରିଏଲରେ କାମ କରିଥିଲେ ।


ଆଜି ଭୈରବୀ ରାୟଚୁରା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ବର୍ତ୍ତମାନ ସେ ନିଜର ଅଭିନୟ କାରିୟରକୁ ବ୍ରେକ ଦେଇ ପ୍ରଡ୍ୟୁସର ହୋଇସାରିଛନ୍ତି । ଭୈରବୀ ରାୟଚୁରା ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି । ବର୍ତ୍ତମାନ ସେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି ।

ସବୁ ଲୋକ ଭୈରବୀଙ୍କ ଅଭିନୟକୁ ‘ବାଳିକା ବଧୁ’ ସିରିଏଲରେ ବହୁତ ପସନ୍ଦ କରିଥିଲେ । ଭୈରବୀ ସବୁ ଲୋକଙ୍କ ମନରେ ଏକ ନିର୍ଦ୍ଧିଷ୍ଟ ସ୍ଥାନ ବନାଇ ଦେଇଥିଲେ । ବର୍ତ୍ତମାନ ସେ କୌଣସି ସିରିଏଲରେ ନଜର ଆସୁ ନଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ହ୍ରାସ ହୋଇ ନାହିଁ । ଆପଣଙ୍କୁ ଭୈରବୀ କିପରି ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଟିଭି ଦୁନିଆରା ସବୁ ଚଟପଟା ଖବର ପଢିବା ପାଇଁ ଆମକୁ ଫାଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *