Hema Malini ଙ୍କ ଠାରୁ ବି ଆହୁରି ଅଧିକ ସୁନ୍ଦର ଲାଗନ୍ତି ତାଙ୍କର 2 ବୋହୁ, ଆପଣ ବି ଦେଖିଲେ ପ୍ରଥମ ନଜରରେ ହେଇଯିବେ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ  । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଡ୍ରିମ ଗାର୍ଲ ହେମା ମାଳିନୀ । ଆପଣ ମାନେ ସମସ୍ତେ ହେମା ମାଳିନୀଙ୍କର ବହୁତ ସୁପର ହିଟ ଫିଲ୍ମ ଗୁଡିକୁ ଦେଖିଥିବେ । ସେ ନିଜ ସୁନ୍ଦରତ ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ହେମାଙ୍କର ଦୁଇ ବୋହୁଙ୍କୁ ଦେଖିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ହେମାଙ୍କର ଦୁଇ ବୋହୁଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ସୁନ୍ଦରତା ଆଗରେ ବଲିଉଡ ଅଭିନେତ୍ରୀ ମାନେ ଲୁଚି ଯିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ୮୦ ଓ ୯୦ ଦଶକରେ ହେମା ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରହୁଥିଲେ । ସେହି ସମୟରେ ହେମା କେତେକ ଦିଗଜ ଅଭିନେତାଙ୍କ ସହ ଅଭିନୟ କରି ବଲିଉଡରେ ପ୍ରସିଦ୍ଧି ହାସଲ କରିଥିଲେ । ସେହି ସମୟରେ ହେମାଙ୍କ ସୁନ୍ଦରତା ପଛରେ କେତେକ ଦିଗଜ କଳାକାର ମାନେ ମଧ୍ୟ ପାଗଳ ଥିଲେ । ହେଲେ ହେମା ବଲିଉଡର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ରଙ୍କୁ ନିଜ ଜୀବନ ସାଥି ରୂପେ ଗ୍ରହଣ କରିଥିଲେ ।

ବନ୍ଧୁଗଣ ବଲିଉଡ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ୮୦ ଓ ୯୦ ଦଶକରେ ବହୁତ ଚର୍ଚାରେ ରହୁଥିଲେ । ସେହି ସମୟରେ ଧର୍ମେନ୍ଦ୍ରଙ୍କର ସମସ୍ତ ଫିଲ୍ମ ସୁପର ହିଟ ହେଉଥିଲା । ଧର୍ମେନ୍ଦ୍ରଙ୍କ ଷ୍ଟାଇଲ ଓ ତାଙ୍କ ଡାଇଲଗକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ ।

ସେହି ସମୟରେ ହେମା ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ପ୍ରେମ କରି ବସିଥିଲେ । ହେଲେ ବନ୍ଧୁଗଣ ଧର୍ମେନ୍ଦ୍ର ପୂର୍ବରୁ ହିଁ ବିବାହିତ ଥିଲେ । ସେ ପ୍ରଥମେ ପ୍ରକାଶ କୌର ନାମକ ମହିଳାଙ୍କ ସହ ବିବାହ କରିସାରିଥିଲେ । ପ୍ରକାଶ ଓ ଧର୍ମେନ୍ଦ୍ରଙ୍କର ଦୁଇଟି ପୁଅ ମଧ୍ୟ ଜନ୍ମ ହୋଇଥିଲେ ଯାହାଙ୍କର ନାମ ହେଉଛି ସନି ଦେଓଲ ଏବଂ ବବି ଦେଓଲ ।

ଧର୍ମେନ୍ଦ୍ର ନିଜ ପ୍ରେମକୁ ପାଇବା ପାଇଁ ମୁସ୍ଲିମ ଧର୍ମ ଗ୍ରହଣ କରିଥିଲେ । ଏହାପରେ ଧର୍ମେନ୍ଦ୍ର ଓ ହେମାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ  । ବର୍ତ୍ତମାନ ଆସନ୍ତୁ ଜାଣିବା ସନି ଓ ବବିଙ୍କ ଦୁଇ ସ୍ତ୍ରୀ ତଥା ହେମା ମାଲିନୀଙ୍କ ଦୁଇ ବୋହୁଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ସନି ଦେଓଲ ହେଉଛନ୍ତି ବଲିଉଡର ଜଣେ ଦିଗଜ ଅଭିନେତା ସେ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି ।

ବନ୍ଧୁଗଣ ସନି ଦେଓଲଙ୍କ ପତ୍ନୀଙ୍କ ନାମ ହେଉଛି ପୂଜା ଦେଓଲ । ବନ୍ଧୁଗଣ ପୂଜା ଦେଓଲ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ପୂଜା ଦେଓଲ ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି ହେଲେ ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବବି ଦେଓଲଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ ।

ବନ୍ଧୁଗଣ ବବି ମଧ୍ୟ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବବିଙ୍କ ପତ୍ନୀଙ୍କ ନାମ ହେଉଛି ତାନିଆ ଦେଓଲ । ତାନିଆ ଓ ବବିଙ୍କ ବିବାହ ୧୯୯୬ ମସିହାରେ ହୋଇଥିଲା । ବନ୍ଧୁଗଣ ତାନିଆଙ୍କ ସୁନ୍ଦରତା ଦେଖିଲେ ଆପଣ ତାଙ୍କର ଫ୍ୟାନ ହୋଇଯିବେ ।

କାରଣ ସୁନ୍ଦରତ ମାମଲାରେ ସେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି ହେଲେ ସେ ଲାଇମ ଲାଇଟ ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହେମା ମାଳିନୀଙ୍କ ଦୁଇ ବୋହୁ କିପରି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *