Jyotish Shastra- ବହୁତ ହିଁ ସରଳ ଓ କୋମଳ ହୃଦୟର ହୋଇଥାନ୍ତି ଏହି 5 ଟି ରାଶିର ଝିଅ

ନମସ୍କାର ବନ୍ଧୁଗଣ ଆମ ଜୀବନରେ କୌଣସି ଅସୁବିଧା କିମ୍ବା କୌଣସି ପ୍ରକାରର ଦୁଃଖ ଥିଲେ ତାହାର ସମାଧାନ ଆମ କୁଣ୍ଡଳୀ ରେ ହିଁ ଥାଏ । ଆମ ଶାସ୍ତ୍ର ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ ।

ଯାହା ଦ୍ୱାରା ଆମ ଭାଗ୍ୟ ଖୋଲି ମଧ୍ୟ ଯାଏ । ସେହି ଭଳି ଆମ ରାଶି ଆମ ବ୍ୟବହାର ଏବଂ ବ୍ୟକ୍ତିତ୍ବ ଉପରେ ମଧ୍ୟ ବହୁତ ଗଭୀର ପ୍ରଭାବ ପକାଇଥାଏ । ମାନ୍ୟତା ଅଛି କି ଆପଣ କୌଣସି ବ୍ୟକ୍ତି କୁ ରାଶି ଅନୁସାରେ ଭେଟନ୍ତି ତେବେ ଆପଣ ଅଧିକ ଖୁସିରେ ରୁହନ୍ତି । ରାଶି ଅନୁସାରେ କାହାକୁ ନିଜ ଜୀଵନ ସାଥୀ କରିବା ପୂର୍ବରୁ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତି କି ଆପଣଙ୍କ ର ସମସ୍ତ ଅଭ୍ୟାସ ତାଙ୍କ ସହ ମେଳ ଖାଉଛି କିମ୍ବା ନାହିଁ ।

ଏହା ଯୋଗୁଁ ଆପଣଙ୍କ ତାଳ ମେଳ ବହୁତ ଭଲ ଭାବରେ ହୋଇ ଥାଏ । ଆପଣ ଯଦି କୌଣସି ରାଶି ଅନୁସାରେ କୌଣସି ବ୍ୟକ୍ତି ସହ ଦେଖା କରନ୍ତି ତେବେ ତାର ପସନ୍ଦ ଏବଂ ନାପସନ୍ଦ ବିଷୟରେ ମଧ୍ୟ ଆପଣ ଜାଣି ଥିବେ ଏବଂ ଆପଣଂକୁ ତାଙ୍କ ପସନ୍ଦର କାମ ମଧ୍ୟ କରି ପାରିବେ । ଆମେ ଏଭଳି ଜୀଵନ ସାଥୀ ଖୋଜି ଥାଉ ଯିଏ ଆମ ପରିବାର ଏବଂ ଆମ ଜୀଵନ କୁ ବହୁତ ଖୁସି ଏବଂ ଭଲ ଭାବରେ ରଖି ପାରିବ । ସମସ୍ତେ ଚାହାନ୍ତି କି ସେମାନଂକୁ ପୁରା ପରଫେକ୍ଟ ଝିଅ ମିଳୁ ।

ଶାସ୍ତ୍ର ଅନୁସାରେ ବ୍ରହ୍ମା ମଧ୍ୟ ନିଜେ ନାରୀ କୁ ବନାଇ ନିଜେ ହିଁ ନାରୀ ର ମନ କଥା ବିଷୟରେ ଜାଣି ପାରି ନଥାନ୍ତି । କିଛି ନାରୀ ବହୁତ ରାଗି ଥାଆନ୍ତି ତ କିଛି ନାରୀ ବହୁତ ଶାନ୍ତ ସ୍ଵଭାବ ର ହୋଇ ଥାଆନ୍ତି । ଏବଂ ଅଧିକାଂଶ ପୁଅ ମାନଂକୁ ଶାନ୍ତ ସ୍ଵଭାବ ର ଝିଅ ପସନ୍ଦ ଥାଆନ୍ତି ତେବେ ଆଜି ଆମେ ରାଶି ଅନୁସାରେ ସେହି ଝିଅ ମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ସ୍ଵଭାଵ ରେ ବହୁତ ଶାନ୍ତ ଥାଆନ୍ତି । ତେବେ ଆସନ୍ତୁ ଜାଣି ନେଵା ।

୧- ପ୍ରଥମ ରାଶି ହେଉଛି ସିଂହ ରାଶି । ଏହି ରାଶି ର ଝିଅ ମାନେ ସ୍ଵଭାଵ ରେ ଯେତେ ଭଲ ଥାଆନ୍ତି ସେତିକି ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଥାଆନ୍ତି । ତାଙ୍କର ସାଧା ସିଧା ବେଶ ଲୋକ ମାନଂକୁ ସର୍ଵଦା ଆକର୍ଷିତ କରିଥାଏ । ଏମାନେ କେବେ କାହାର ଖରାପ କରନ୍ତି ନାହିଁ । ଏବଂ ଯାହାକୁ ଭଲ ପାଆନ୍ତି ତାକୁ କେବେବି ଦୁଃଖ ଦିଅନ୍ତି ନାହିଁ ।

୨- ଦ୍ଵିତୀୟ ରାଶି ହେଉଛି କୁମ୍ଭ ରାଶି । ଏହି ରାଶି ର ଝିଅ ମାନେ ସ୍ଵଭାଵ ରେ ବହୁତ ଅଲଗା ହୋଇ ଥାଆନ୍ତି । ଏମାନେ ବହୁତ ଶାନ୍ତ ହୋଇ ଥାଆନ୍ତି ଏବଂ କୌଣସି କଥା ରେ ମଧ୍ୟ ରାଗନ୍ତି ନାହିଁ । ଏବଂ ସମସ୍ତ ଙ୍କୁ ଭଲ ପାଆନ୍ତି ।

୩- ତୃତୀୟ ରାଶି ହେଉଛି କନ୍ୟା ରାଶି । ଏହି ରାଶି ର ଝିଅ ମାନେ ସ୍ଵଭାଵ ରେ ବହୁତ ଭଲ ଥାଆନ୍ତି ଏବଂ ବହୁତ ଆକର୍ଷିତ ମଧ୍ୟ ଥାଆନ୍ତି । ଏବଂ ସମସ୍ତ ଙ୍କ ସହ ବହୁତ ଭଲ ରେ ହିଁ କଥା ହୋଇ ଥାଆନ୍ତି । ଏବଂ ଏମାନେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଆନ୍ତି ।

୪- ଚତୁର୍ଥ ରାଶି ହେଉଛି ମକର ରାଶି । ଏହି ରାଶି ର ଝିଅ ମାନଙ୍କ ସ୍ଵଭାଵ ରେ ବହୁତ ଲାଜକୁଳୀ ଥାଆନ୍ତି । ଏମାନେ ସମସ୍ତ ଙ୍କୁ ସମ୍ମାନ ଦେଇ ଥାଆନ୍ତି ଏବଂ ସମସ୍ତ ଙ୍କୁ ଆଦର ମଧ୍ୟ କରିଥାନ୍ତି । ଏହି ଝିଅ ମାନେ ଘରେ ଏବଂ ବାହାରେ ସବୁଠି ପ୍ରିୟ ହୋଇ ଥାଆନ୍ତି ।

୫-ପଞ୍ଚମ ରାଶି ହେଉଛି ମୀନ ରାଶି । ଏହି ରାଶି ର ଝିଅ ମାନଙ୍କ ସ୍ଵଭାଵ ହେଉଛି ଶାନ୍ତ ଏବଂ ଏହି ରାଶି ର ଝିଅ ମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇ ଥାଆନ୍ତି । ଏବଂ ଜୀଵନ ର ସମସ୍ତ ନିଷ୍ପତ୍ତି ବହୁତ ଭାବି ଚିନ୍ତି ଏବଂ ଶାନ୍ତ ମନ ରେ ନେଇ ଥାଆନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *