ପରଫେକ୍ଟ ଲାଇଫ ପାର୍ଟନର ହୋଇଥାନ୍ତି ଏହି 8 ଟି ନାମର ପୁଅ, ନିଜ ସ୍ତ୍ରୀ ଙ୍କୁ ରଖନ୍ତି ରାଣୀ ପରି- Jyotish Shastra

ବନ୍ଧୁଗଣ ବିବାହ ଆମ ଜୀବନ ର ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ। ଯାହାକୁ ସମସ୍ତେ ବହୁତ ଭଲ ଭାବରେ ନିଭେଇଥାନ୍ତି। ଜ୍ୟୋତିଷ ବିଦ୍ୟା ଅନୁସାରେ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ରୁ ଆମେ ସେହି ବ୍ୟକ୍ତି ର ଜୀବନ ର ଅନେକ କଥା ଜାଣିପାରିବୁ। ଆଜି ଆମେ ଏଠାରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ପୁଅ ଙ୍କ ନାମ କହିବୁ ଯିଏ ନିଜର ସମସ୍ତ ଦାୟିତ୍ୱ କୁ ଖୁବ ଭଲ ଭାବରେ ନିଭେଇଥାନ୍ତି। ଏବଂ ନିଜ ପତ୍ନୀ କୁ ସର୍ବଦା ଖୁସି ରେ ଓ ମହାରାଣୀ ଭଳି ରଖିଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ପୁଅ ଙ୍କ ନାମ କଣ କଣ?

୧- ପ୍ରଥମ ନାମ ର ଅକ୍ଷର ହେଉଛି ‘A’ । ଏହି ନାମ ର ପୁଅ ମାନେ ବିବାହ ପରେ ଏକ ଦାୟିତ୍ୱ ବାନ ସ୍ୱାମୀ ରୂପେ ନଜର ଆସିଥାନ୍ତି। ସେ ନିଜର ସମସ୍ତ ଦାୟିତ୍ୱ କୁ ଖୁବ ଭଲରେ ସମ୍ପନ୍ନ କରିଥାନ୍ତି। ସେ ନିଜର ପରିବାର କୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି। ଏବଂ ନିଜ ସ୍ତ୍ରୀ ଙ୍କୁ ସର୍ବଦା ଖୁସି ରେ ରଖିଥାନ୍ତି।

୨- ଦ୍ୱିତୀୟ ଅକ୍ଷର ହେଉଛି ‘K’। ଏହି ଅକ୍ଷର ର ବ୍ୟକ୍ତି ମାନେ ନିଜର ସମସ୍ତ ଦାୟିତ୍ବ କୁ ଖୁବ ଭଲ ଭାବରେ ଜାଣିଥାନ୍ତି। ଏମାନେ ବହୁତ କମ ବୟସରୁ ହିଁ ଦାୟିତ୍ୱ ବାନ ହୋଇ ଯାଇଥାନ୍ତି। ଏବଂ ନିଜର ଭବିଷ୍ୟତ ବିଷୟରେ ସବୁବେଳେ ଚିନ୍ତିତ ରହିଥାନ୍ତି।

୩- ତୃତୀୟ ଅକ୍ଷର ହେଉଛି ‘L’ ଏହି ଅକ୍ଷର ର ବ୍ୟକ୍ତି ମାନେ ବେଷ୍ଟ ହସବେଣ୍ଡ ରେ ପ୍ରଥମ ସ୍ଥାନ ରେ ଅଛନ୍ତି। ଏମାନେ ନିଜର ସ୍ତ୍ରୀ କୁ ସର୍ବଦା ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି। ସେ ନିଜର ପତ୍ନୀ କୁ ନିଜର ପ୍ରିୟ ମିତ୍ର ମାନିଥାନ୍ତି ଓ ନିଜର ସମସ୍ତ କଥା ତାଙ୍କୁ କହିଥାନ୍ତି । ସେ ନିଜର ପତ୍ନୀ ଙ୍କ ପ୍ରତି ଥିବା ସମସ୍ତ ଦାୟିତ୍ୱ କୁ ସଠିକ ଓ ଭଲ ଭାବରେ ନିଭେଇଥାନ୍ତି। ଓ ସେମାନେ ବହୁତ ଖୁସି ରେ ମଧ୍ୟ ରହିଥାନ୍ତି।

୪- ଚତୁର୍ଥ ଅକ୍ଷର ହେଉଛି ‘M’। ଏହି ନାମ ର ପୁଅ ମାନେ ବହୁତ ମଜାକିଆ ସ୍ଵଭାଵ ର ଥାନ୍ତି। ସର୍ବଦା ଅନ୍ୟକୁ ହସେଇବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ସେ ନିଜର ଦାୟିତ୍ୱ କୁ ମଧ୍ୟ ସଠିକ ଭାବେ ସମ୍ପନ୍ନ କରିଥାନ୍ତି। ସେ ନିଜର ପତ୍ନୀ କୁ ସମ୍ମାନ ଦେବା ସହ ବହୁତ ଭଲ ମଧ୍ୟ ପାଇଥାନ୍ତି। ସେ ନିଜ ପତ୍ନୀ ଙ୍କର ସମସ୍ତ ଅସୁବିଧା କୁ ଦୂର କରିବାର ଚେଷ୍ଟା କରିଥାନ୍ତି।

୫- ପଞ୍ଚମ ଅକ୍ଷର ହେଉଛି ‘S’। ଏହି ନାମ ର ପୁଅମାନେ ମଧ୍ୟ ଖୁବ ଦାୟିତ୍ୱ ବାନ ଥାନ୍ତି।ଏମାନେ ନିଜର ସ୍ତ୍ରୀ ଙ୍କୁ ବହୁତ ଖୁସି ରେ ରଖିଥାନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ଖୁସି ରେ ରହିଥାନ୍ତି। ଏହି ନାମ ର ବ୍ୟକ୍ତି ମାନେ ନିଜ ଜୀବନ ସାଥି କୁ ବହୁତ ବିଶ୍ୱାସ କରିଥାନ୍ତି। ଏବଂ ସର୍ବଦା ଖୁସି ରେ ରଖିବା କୁ ଚେଷ୍ଟା କରିଥାନ୍ତି।

୬- ଷଷ୍ଠ ଅକ୍ଷର ହେଉଛି ‘P’। ଏହି ନାମ ର ପୁଅ ମାନେ ନିଜ କଥା ରେ ହିଁ ସମସ୍ତ ଙ୍କ ହୃଦୟ କିଣି ଦେଇଥାନ୍ତି। ଏମାନେ ଏକ ଭଲ ଜୀଵନ ସାଥି ଥାନ୍ତି। ଏବଂ ନିଜ ପତ୍ନୀ କୁ ବହୁତ ଭଲ ପାଇଥାନ୍ତି। ଏବଂ ତାଙ୍କର ବହୁତ ଯତ୍ନ ମଧ୍ୟ ନେଇଥାନ୍ତି। ନିଜ ପ୍ରତି ହୁଏତ କେବେ ଯତ୍ନ ବାନ ନ ହୋଇ ପାରନ୍ତି କିନ୍ତୁ ନିଜ ଜୀବନ ସାଥି ପାଇଁ ସର୍ଵଦା ଯତ୍ନ ଶୀଳ ହୋଇଥାନ୍ତି। ସେ କେବେବି ନିଜ ପତ୍ନୀ ଙ୍କୁ ଦୁଃଖ ଦିଅନ୍ତି ନାହିଁ ଏବଂ ତାଙ୍କ ଆଖିରେ ଲୁହ ଦେଖିପାରନ୍ତି ନାହିଁ।

୭- ସପ୍ତମ ଅକ୍ଷର ହେଉଛି ‘R’। ଏହି ନାମ ର ପୁଅ ମାନେ ମଧ୍ୟ ଖୁବ ଦାୟିତ୍ୱ ବାନ ଥାଆନ୍ତି। ଏମାନେ କମ ବୟସରୁ ହିଁ ପରିବାର ର ସମସ୍ତ ଦାୟିତ୍ୱ ର ଭାର ନିଜେ ଉଠେଇ ଥାଆନ୍ତି। ନିଜର ପତ୍ନୀ କୁ ଖୁବ ଭଲ ପାଇଁ ଥାଆନ୍ତି। ଏବଂ ତାଙ୍କର କାମରେ ସାହାଯ୍ୟ ମଧ୍ୟ କରିଥାନ୍ତି।ଏବଂ ସର୍ଵଦା ତାଙ୍କୁ ପ୍ରଶଂସା କରିଥାନ୍ତି।

୮- ଅଷ୍ଟମ ଅକ୍ଷର ହେଉଛି ‘T’। ଏହି ଅକ୍ଷର ର ପୁଅ ମାନେ ନିଜର ସମସ୍ତ ଦୁଖ ସୁଖ ନିଜ ଜୀବନ ସାଥି ସହ ବାଣ୍ଟି ଥାଆନ୍ତି। ଏମାନେ ନିଜ ପତ୍ନୀ କୁ ଖୁବ ସମ୍ମାନ କରିଥାନ୍ତି। ସେ ସର୍ଵଦା ଏହା ଚେଷ୍ଟା କରିଥାନ୍ତି କି ତାଙ୍କ ପତ୍ନୀ ସବୁବେଳେ ଖୁସି ରେ ରୁହନ୍ତୁ ଏବଂ କୌଣସି ଦୁଃଖ ତାଙ୍କୁ ଛୁଇଁ ମଧ୍ୟ ନ ପାରୁ।ଏବଂ ନିଜ ଜୀବନ ସାଥି ଙ୍କୁ ବହୁତ ବିଶ୍ୱାସ ମଧ୍ୟ କରିଥାନ୍ତି।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *