ବହୁତ ଅଧିକ ରାଗି ହୋଇଥାନ୍ତି ଏହି 3 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କ ପାଖରେ କିଛି ନା କିଛି ଖରାପ ଗୁଣ ନିଶ୍ଚୟ ଥାଏ, ସେହି ସମସ୍ତ ଗୁଣ ମଧ୍ୟରୁ ଗୋଟେ ସାଧାରଣ ଗୁଣ ହେଉଛି ଅଧିକ କ୍ରୋଧ କରିବା । ଏହି ଦୁନିଆରେ ଏପରି ବହୁତ ମଣିଷ ଅଛନ୍ତି ଯେଉଁମାନେ ଛୋଟ ଛୋଟ କଥା ପାଇଁ ବହୁତ ଅଧିକ କ୍ରୋଧ କରିଥାନ୍ତି । କ୍ରୋଧ ମଣିଷର ବହୁତ କ୍ଷତି କରାଇପାରେ । କ୍ରୋଧରେ ମଣିଷ କେତେକ ଅମାନୁଷିକ କାର୍ଯ୍ୟ କରିଥାନ୍ତି ଯାହାର ସେମାନେ କଳ୍ପନା କରିପାରନ୍ତି ନାହିଁ ।

ଯଥାର୍ଥ ଭାଷାରେ କହିବାକୁ ଗଲେ କ୍ରୋଧ ମଣିଷର ପରମ ଶତ୍ରୁ ହୋଇଥାଏ । ବନ୍ଧୁଗଣ ସାଧରଣତଃ ଅଧିକାଂଶ ଝିଅ ମାନେ ଛୋଟ ଛୋଟ କଥା ପାଇଁ ମଧ୍ୟ ଅଳ୍ପ ବହୁତ କ୍ରୋଧ କରିଥାନ୍ତି । ହେଲେ ଏପରି ମଧ୍ୟ କିଛି ଝିଅ ଅଛନ୍ତି ଯେଉଁମାନଙ୍କ କ୍ରୋଧ ସୀମାପାର ହୋଇଥାଏ ।

ସେମାନେ ବହୁତ ଅଧିକ କ୍ରୋଧ କରିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ତିନୋଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ଅଧିକ କ୍ରୋଧ କରିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ ।

P ନାମର ଝିଅ ମାନେ- ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମର ଆରମ୍ଭ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ଅଧିକ କ୍ରୋଧ ଆସିଥାଏ । ଏହି ଝିଅ ମାନେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସିଥାନ୍ତି । ହେଲେ ଏହି ଝିଅ ମାନଙ୍କ ଠାରୁ ଆପଣ ସାବଧାନ ରହିବା ଉଚିତ । ଏହି ନାମର ଝିଅ ମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ କ୍ରୋଧରେ ନିଜର କ୍ଷତି କରାଇଥାନ୍ତି ।


R ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି R ନାମର ଝିଅ ମାନେ । ବନ୍ଧୁଗଣ ଏହି ନାମର ଝିଅ ମାନେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଏମାନେ ବହୁତ ସୁନ୍ଦର ହେବା ସହିତ ବହୁତ ସ୍ମାର୍ଟ ମଧ୍ୟ ହୋଇଥାନ୍ତି । ହେଲେ ବନ୍ଧୁଗଣ ଏହି ଝିଅ ମାନେ ବହୁତ ଛୋଟ ଛୋଟ କଥା ପାଇଁ ବହୁତ ଅଧିକ କ୍ରୋଧ କରିଥାନ୍ତି । ତେଣୁ ବନ୍ଧୁଗଣ ଏହି ଝିଅ ମାନଙ୍କ ଠାରୁ ଆପଣ ସାବଧାନ ରହିବା ଉଚିତ । ଏହି ଝିଅ ମାନେ ଅଧିକ ସୁନ୍ଦର ନଜର ଆସୁଥିଲେ ମଧ୍ୟ ଏମାନଙ୍କ କ୍ରୋଧ ବହୁତ ଅଧିକ ରହିଥାଏ ।

S ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି S ନାମର ଝିଅ ମାନେ । ବନ୍ଧୁଗଣ ଏହି ଝିଅ ମାନଙ୍କର ସ୍ଵଭାବ ବହୁତ ଶାନ୍ତ ହୋଇଥାଏ । ଏହି ଝିଅମାନେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି । ଏମାନଙ୍କ ମଧୁର ବଚନକୁ ଶୁଣି ବହୁତ ଲୋକ ଏମାନଙ୍କ ଉପରେ ପ୍ରଭାବିତ ହୋଇଥାନ୍ତି । ହେଲେ ବନ୍ଧୁଗଣ ଏହି ନାମର ଝିଅ ମାନେ ବହୁତ ଅଧିକ କ୍ରୋଧ କରିଥାନ୍ତି । ଏମାନଙ୍କ କ୍ରୋଧକୁ ସମ୍ଭାଳିବା ବହୁତ କଷ୍ଟକର ହୋଇଥାଏ । ତେଣୁ ବନ୍ଧୁଗଣ ଏହି ନାମର ଝିଅ ମାନଙ୍କ ସହତ ସାବଧାନ ରୁହନ୍ତୁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *