‘ସୁଧୁରିଯା ନିଶା, ନହେଲେ ବହୁତ ଖରାପ ହେବ, ରାସ୍ତା ମଝିରେ ଆମେ ତୋର…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଶା ସୁଧୁରିଜା, ନହେଲେ ବ୍ଳାଉଜ chiriki pitibu ! ନିଜର ସୀମା ପାର କରି aslilaତାର ଉର୍ଦ୍ଧରେ ନୃତ୍ୟ ପଦର୍ଶନ କରୁଥିବା ଆଇଟମ ଗାର୍ଲ ହେଉଛି ନିଶା ମହାରଣା । ଯାହାଙ୍କୁ ନେଇ ଅନେକ ବାର ପ୍ରତିବାଦର ସ୍ଵର ଉଠିଲେ । ମଧ୍ୟ ଗତ କାଲି ସଂପୂର୍ଣ୍ଣ ଭାବରେ ରୋକଠୋକ ଭାବରେ ଯାତ୍ରା ପେଣ୍ଡାଲକୁ ନଚଢାଯିବା ପାଇଁ ଦାବୀ କରିଥିଲେ ରାଜଧାନୀ ଅପେରାର କଳାକାର ବୃନ୍ଦ !

କମେଡିଆନ ଦୟାନିଧିଙ୍କ ସହ ଅନ୍ୟ ଯାତ୍ରା କଳାକାର ଏକତ୍ରିତ ହୋଇ ଏକା ସ୍ଵରରେ ପ୍ରତିବାଦର ସ୍ଵରରେ କହିଥିଲେ ଯାତ୍ରା ମଞ୍ଚକୁ ନିଶାକୁ ବାରଣ କରାଯିବା ଉଚିତ । ଏପରି ଅଣକଳାକାର ମାନଙ୍କର ଏଭଳି ଖରାପ ଅଙ୍ଗଭଙ୍ଗୀ ଦେଖାଇ ନାଚିବା ଆମ ଯାତ୍ରା ଜଗତ ପାଇଁ କଳଙ୍କ ସୃଷ୍ଟି କରୁଛି । ଯାହାର କଡା ଜବାବ ସୋସିଆଲ ମିଡିଆରେ ଦେଇ ନିଶା କହିଥିଲେ । ଯେଉଁ ସବୁ ଯାତ୍ରା କଳାକାର ହୁଅନ୍ତୁ ବ ଯିଏ ହୁଅନ୍ତୁ । ମୋତେ ପ୍ରତିବାଦ କରୁଛନ୍ତି । ତାଙ୍କୁ ମୁଁ ଛାଡିବି ନାହିଁ ।

ସେମାନେ ମୋତେ ପ୍ରତିବାଦ କରିବାକୁ କିଏ ? ତାଙ୍କ ମାନଙ୍କୁ ମୁଁ ଗୋଟି ଗୋଟି କରି ଦେଖି ନେବି ବୋଲି dhamk ଦେଇଥିଲେ ଆଇଟମ ଗାର୍ଲ ନିଶା ମହାରଣା । ତେବେ ଏପରି ମନ୍ତବ୍ୟ ନିଶାଙ୍କ ମୁହଁରୁ ଶୁଣିବା ପରେ ମଧ୍ୟ ରାଜଧାନୀ ଅପେରାର କଳାକାର ମାନେ ନିଶାଙ୍କୁ ମଧ୍ୟ ତାଙ୍କ ଔକାତ ଦେଖେଇ ଦେବେ ବୋଲି କହିଛନ୍ତି । ଏହା ସହ ଏପରି ମଧ୍ୟ କହିଛନ୍ତି । ନିଶା ମହାରଣା ପାଖରେ ଏମିତି କଣ ରହିଛି ଯାହାକୁ ନେଇ ସେ ଏତେ ଗର୍ବ କରୁଛି ।

ଏହି ଯେଉଁ joubana ସମୟରେ ସେ ଏପରି aslila ଅଙ୍ଗଭଙ୍ଗୀ ଦେଖାଇ ନାଚୁଛି । ସେଇଟା ବହୁ ସମୟ ପାଇଁ ରହିବ ନାହିଁ । ଯଦି ବେଳ ଥାଉ ଥାଉ ନିଶା ନସୁଧୁରିବ । ଯେଉଁଠାରେ ସେ ଆମର ଦେଖା ହେବ କି ଆମକୁ dhamk ଦେବ । ସେହିଠାରେ ହିଁ ତା’ ର ସବୁ ରଙ୍ଗ ଛଡେଇଦେବୁ । ଏହା ସହ ନିଶା ଯେଉଁ ଛୋଟ ଛୋଟ aslila ଡ୍ରେସ ପରିଧାନ କରି ଯାତ୍ରା ପେଣ୍ଡାଲ ଉପରକୁ ଆସୁଛି ।

ସେହି ଛୋଟ ଛୋଟ ଡ୍ରେସ ପିନ୍ଧିବା ଆଉ କଣ ଦରକାର । ତା’ ର ବ୍ଳାଉଜ chiriki ଉ-ଲ-ଗ-ନ ହୋଇକି ଯାତ୍ରା ସ୍ଟେଜ ଉପରକୁ ଜୀବା ପାଇଁ ମୁଁ କହିଥାନ୍ତି ବୋଲି ଜଣେ ଯାତ୍ରା କଳାକାର ନିଶାଙ୍କୁ ପ୍ରତିବାଦ କରି କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *