ବହୁତ ହିଁ କମ ବୟସରେ ଦୁନିଆକୁ ଅଲବିଦା କହି ଦେଇଥିଲେ Bollywood ର ଏହି ସବୁ ଷ୍ଟାର, 2 ନମ୍ବର ଷ୍ଟାର ଥିଲେ ସବୁଠୁ କମ ବୟସର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ସମସ୍ତ ବଲିଉଡ କଳାକାର ନିଜ ଜୀବନରେ ବହୁତ କଷ୍ଟ ଓ ସଂ-ଘ-ର୍ଷ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥାନ୍ତି । ହେଲେ ବଲିଉଡର ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ବହୁତ କମ ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ବଲିଉଡ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଇରଫାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଇରଫାନ ଖାନ । ଇରଫାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତା ଥିଲେ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ଇରଫାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ୨୦୨୦ ଏପ୍ରିଲ ୧୯ ତାରିଖରେ କ୍ୟାନ୍ସର ରୋଗରେ ଇରଫାନ ନିଜ ପ୍ରା-ଣ ହରାଇଥିଲେ । ମାତ୍ର ୫୩ ବର୍ଷ ବୟସରେ ଇରଫାନ ମୃ-ତ୍ୟୁ ବରଣ କରିଥିଲେ ।


ପ୍ରତ୍ୟୁସା ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରତ୍ୟୁସା ବାନାର୍ଜୀ । ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରିରେ ଫେମସ ସିରିଏଲ ‘ବାଳିକା ବଧୁ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ପ୍ରତ୍ୟୁସା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଥିଲେ । ହେଲେ ପ୍ରତ୍ୟୁସା ବହୁତ କମ ବର୍ଷ ବୟସରେ ଏହି ଦୁନିଆ ଛାଡି ଦେଲେ । ୧ ଏପ୍ରିଲ ୨୦୧୬ରେ ପ୍ରତ୍ୟୁସା ଆ-ତ୍ମ- ହ-ତ୍ୟା କରିଥିଲେ । ପ୍ରତ୍ୟୁସା ମାତ୍ର ୨୪ ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଥିଲେ ।

ସୁଶାନ୍ତ ସିଂହ ରାଜପୁତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ସୁଶାନ୍ତ ସିଂହ ରାଜପୁତ । ସୁଶାନ୍ତ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ସୁନାମ ଅର୍ଜନ କରିଥିଲେ । ୧୪ ଜୁନ ୨୦୨୦ ରେ ସୁଶାନ୍ତଙ୍କ ମୃ-ତ୍ୟୁ ଖବର ଆସିଥିଲା । ସୁଶାନ୍ତଙ୍କ ମୃ-ତ୍ୟୁରେ ବଲିଉଡକୁ ବହୁତ ବଡ ଝ-ଟ-କା ଲାଗିଥିଲା । ସେହି ସମୟରେ ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ବୟସ ଥିଲା ।

ସିଦ୍ଧାର୍ଥ ଶୁକ୍ଲା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସିଦ୍ଧାର୍ଥ ଶୁକ୍ଲା । ସିଦ୍ଧାର୍ଥ ହେଉଛନ୍ତି ଏକ ଟିଭି ଅଭିନେତା ହେଲେ ସେ ବଲିଉଡରେ ମଧ୍ୟ କାମ କରିଥିଲେ । ସିଦ୍ଧାର୍ଥ ଟିଭି ରିଆଲିଟି ସୋ ‘ବିଗ ବସ’ର ବିଜେତା ମଧ୍ୟ ହୋଇଥିଲେ । ହେଲେ ମାତ୍ର ୪୦ ବର୍ଷ ବୟସରେ ୨ ସେପ୍ଟେମ୍ବର ୨୦୨୧ରେ ହା-ର୍ଟ ଆ-ଟା-କ କାରଣରୁ ତାଙ୍କର ମୃ-ତ୍ୟୁ ହୋଇଥିଲା ।

ସୌନ୍ଦର୍ଜ୍ୟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସୌନ୍ଦର୍ଜ୍ୟ । ଆପଣ ମାନେ ସମସ୍ତେ ତାଙ୍କୁ ଅମିତାବ ବଚ୍ଚନଙ୍କ ସହ ‘ସୂର୍ଯ୍ୟ ବଂଶମ’ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମ ବ୍ଯତୀତ ସେ ଅନ୍ୟ କେତେକ ଲୋକପ୍ରିୟ ଫିଲ୍ମରେ ମଧ୍ୟ କାମ କରିଥିଲେ । ମାତ୍ର ୩୪ ବର୍ଷ ବୟସରେ ୪ ଏପ୍ରିଲ ୨୦୦୪ ମସିହାରେ ଏକ ଦୁ-ର୍ଘ-ଟ-ଣା-ରେ ନିଜ ପ୍ରା-ଣ ହରାଇଥିଲେ ।

Leave a Reply

Your email address will not be published. Required fields are marked *