‘ବହୁତ ଛୁଆ ଛୁଆ ହଇଛୁ, ଛୁଆକୁ ଦେ ଆଉ ତୁ ଏଠୁ ପଳା, ନହେଲେ ତତେ…’ ଦେଖନ୍ତୁ କଣ କହୁଛନ୍ତି ଦୀପିକାଙ୍କ ଶଶୁର

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକାଙ୍କ ଶାଶୁ ଶଶୁର କହିଛନ୍ତି ଯେ ଗଲା ମାସେ କି ଦୁଇ ମାସ ହେବ ତୁ ଖାଲି ଛୁଆ ଛୁଆ ହେଉଛୁ । ଛୁଆ କୁ ଦେ ଆଉ ତୁ ବାହାରି ଯା । ଆମ୍ଭେ ଛୁଆ କୁ ରଖିବୁ ମାତ୍ର ତତେ ବୋହୁ କରିବୁ ନାହିଁ । ଆମ୍ଭେ ତ ଛୁଆ କୁ ଗ୍ରହଣ କରିବୁ କିନ୍ତୁ ତତେ ଗ୍ରହଣ କରିବୁ ନାହିଁ । ଆମ୍ଭେ ତୋ ଛୁଆକୁ ଘରେ ରଖିବୁ କିନ୍ତୁ ତତେ ରଖିବୁ ନାହୁଁ । ଆମ୍ଭ ପୁଅ ଯଦି ଭୁଲ କରିଛି, ଆମ୍ଭ ଦିନେଶ ଯଦି ଭୁଲ କରିଛି ତେବେ ଆମ୍ଭେ ସେହି ଛୁଆକୁ ଆମ୍ଭ ପାଖରେ ରଖିବୁ ।

କିନ୍ତୁ ତତେ ରଖିବୁ ନାହିଁ । ତେବେ ଏମିତି କିଛି କଥା କହିଛନ୍ତି ଦୀପିକା ଙ୍କ ଶାଶୁ ଏବଂ ଶ୍ଵଶୁର । ତେବେ ଆସନ୍ତୁ ଜାଣିନେବା କ’ଣ କହିଥିଲେ ସେମାନେ ? ଦୀପିକା କହିଛନ୍ତି ଯେ ଏବେ ସେମାନେ କହୁଛନ୍ତି ଛୁଆ ଟିକୁ ଦେଇ ଦେ’ । ମାତ୍ର ମୁଁ ମୋ ଛୁଆ କୁ କାହିଁକି ଦେବୀ ? ମଝିରେ ଯେତେବେଳେ ତାଙ୍କ ଘର ଭିତରକୁ ଯାଇଥିଲି ଛୁଆଟିକୁ ଦେବାକୁ ମତେ କହିଲେ । ମାତ୍ର କେଉଁ ଆଙ୍ଗେଲ ରେ ଛୁଆ କୁ ମୁଁ ଦେବି ।

ତେବେ ଦୀପିକା ଏକା ମଧ୍ୟ କହିଛନ୍ତି ଯେ ଏହି କଥା ସେବେ ଠାରୁ ଉଠିଥିଲା ଯେତେବେଳେ ଦୀପିକା ଙ୍କ ପେଟରେ ପିଲାଟି ବଢିଥିଲା । ସେତେବେଳ ଠାରୁ ଏହି କଥା ଶାଶୁ ଆଉ ଶଶୁର ଜାଣିଥିଲେ ଆଉ କାଳେ ପେଟରେ ପିଲାଟିକୁ ନଷ୍ଟ କରିଦେବା ପାଇଁ ଚାହୁଁଥିଲେ । ବାରମ୍ବାର ଚାପ ମଧ୍ୟ ପକାଉଥିଲେ । ମାତ୍ର ଦୀପିକା ଏଥିରେ ରାଜି ହେଉ ନଥିଲେ ।

ପିଲାଟିକୁ ଦୁନିଆକୁ ଆଣିଥିଲେ । ଆଉ ଆଜି ତାଙ୍କର ଶାଶୁ ଶଶୁର କହୁଛନ୍ତି ଯେ ଆମ୍ଭ ପାଖରେ ଛାଡିଦେ ଆମ୍ଭେ ତାର ଯତ୍ନ ନେବୁ ତଥା ତାକୁ ପାଳିପୋଷୀ ମଣିଷ କରିବୁ । ମାତ୍ର କେଉଁ ଭରସା ରେ ଆଜି ଦୀପିକା ନିଜ ପୁଅ ଙ୍କୁ ତାଙ୍କ ପାଖରେ ଛାଡି ଯିବ ? କାହିଁକି ଛାଡିବ ?

କାରଣ ଏମାନେ ଦୀପିକା ଙ୍କ ପୁଅକୁ ମାରିଦେବେ ବୋଲି କହୁଥିଲେ । ଯଦି ଏମାନେ ପିଲା କୁ ନେଇ ବିକ୍ରି କରିଦେବେ ତେବେ କିଏ ହେବ ଏହାର ଉତ୍ତରଦାୟୀ । ତେବେ ଏମିତି କିଛି ପ୍ରଶ୍ନ କରିଛନ୍ତି ଦୀପିକା । ସେ କହିଛନ୍ତି ଯେ ମୋ ଠାରୁ ମୋ ପିଲାକୁ କେହି ଅଲଗା କରି ପାରିବେ ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *