ବାହୁବଳି ଷ୍ଟାର Pravas ଦେଖେଇଲେ ନିଜର ବିଶାଳ ହୃଦୟ, କ୍ୟାନ୍ସର ସହିତ ଲୁଢୁଥିବା ନିଜ ଫ୍ୟାନ ର ପୁରା କଲେ ଏହି ଶେଷ ଇଚ୍ଛା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ସଫଳତା ପାଇବା ପରେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସାଉଥର ଫେମସ ଅଭିନେତା ପ୍ରଭାସ ।

ପ୍ରଭାସ ନିଜ କାରିୟରରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ କାରିୟରର ସବୁଠାରୁ ବଡ ଫିଲ୍ମ ହେଉଛି ‘ବାହୁବଲି’ । ବନ୍ଧୁଗଣ ପ୍ରଭାସ ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ।

ବନ୍ଧୁଗଣ ପ୍ରଭାସ ବହୁତ ଦୟାଳୁ ସ୍ଵଭାବର ମଣିଷ ଅଟନ୍ତି ତାଙ୍କର ଅନେକ ଚାରିଟେବଲ ଟ୍ରଷ୍ଟ ଅଛି ଓ ସେ ଅନାଥ ପିଲାଙ୍କୁ ସାହାର୍ଯ୍ୟ କରନ୍ତି । ଏହି କିଛି ଦିନ ହେବ ପ୍ରଭାସଙ୍କର ଏକ କାମ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ପ୍ରଭାସ ନିଜର ଏକ ଫ୍ୟାନର ଶେଷ ଇଛା ପୂରଣ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରଭାସଙ୍କର ଏକ ଫ୍ୟାନ ଥିଲା ଯିଏ କ୍ୟାନ୍ସର ରୋଗରେ ପୀଡିତ ଥିଲା । ସେହି ଫ୍ୟାନ୍ସ ଜଣକଙ୍କର ବୟସ ହେଉଛି ମାତ୍ର 20 ବର୍ଷ । ସେହି ଫ୍ୟାନ ଜଣକ କ୍ୟାସନରର ଲାଷ୍ଟ ସ୍ଟେଜରେ ଥିଲା । ତାର ଶେଷ ଇଛା ଏହା ଥିଲା ଯେ, ସେ ତାର ଶେଷ ସମୟରେ ସୁପର ଷ୍ଟାର ପ୍ରଭାସଙ୍କୁ ଦେଖା କରିବାକୁ ଚାହୁଁଛି । ଯେତେବେଳେ ଏହି ଘଟଣା ବିଷୟରେ ପ୍ରଭାସଙ୍କୁ ଜଣା ପଡିଲା ସେତେବେଳେ ସେ ନିଜ ସୁ-ଟି-ଙ୍ଗ ଛାଡି ତୁରନ୍ତ ନିଜ ଫ୍ୟାନ ପାଖକୁ ଯାଇଥିଲେ । ଏହା ସହିତ ସେ ନିଜ ଫ୍ୟାନର ସମସ୍ତ ଡିମାଣ୍ଡକୁ ପୂରଣ ମଧ୍ୟ କରିଥିଲେ ।

ପ୍ରଭାସ ନିଜ ସୁ-ଟି-ଙ୍ଗକୁ ଅଧାରେ ଛାଡି ନିଜ ଫ୍ୟାନକୁ ଦେଖା କରିବା ପାଇଁ ହସ୍ପିଟାଲ ଯାଇଥିଲେ । ହସ୍ପିଟାଲ ଯିବା ପରେ ପ୍ରଭାସ ନିଜ ଫ୍ୟାନର ସମସ୍ତ କଥାକୁ ଶୁଣିଥିଲେ । ପ୍ରଭାସ ତାଙ୍କ ଫ୍ୟାନଙ୍କ ସହ ସଂପୂର୍ଣ୍ଣ ୧ ଘଣ୍ଟା ପର୍ଯ୍ୟନ୍ତ ରହିଥିଲେ । ପ୍ରଭାସ ନିଜ ଫ୍ୟାନକୁ ବହୁତ ଖୁସି ଦେଇ ତାର ଶେଷ ଇଛାକୁ ପୂରଣ କରିଥିଲେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ, ସେହି ଫ୍ୟାନ ଜଣକ ପ୍ରଭାସଙ୍କର ଏକ ସମ୍ପର୍କୀୟ ଥିଲା ।

ବନ୍ଧୁଗଣ ପ୍ରଭାସ ନିଜ ଅଭିନୟ ସହିତ ନିଜ ଦୟାଳୁ ସ୍ଵଭାବ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତାଙ୍କର ଏହି ସ୍ଵଭାବ ପାଇଁ ସେ ସମସ୍ତ ସ୍ଥାନରେ ଲୋକମାନଙ୍କ ମନକୁ ଜିତି ପାରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁପର ଷ୍ଟାର ପ୍ରଭାସଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *