ବାହାଘରର ଏତେ ବର୍ଷ ପରେ ମଧ୍ୟ Bollywood ର ଏହି 5 ଜଣ Actress ଙ୍କୁ ମିଳିଲା ନାହିଁ ମା’ ହେବାର ସୁଖ, ନମ୍ବର 5 ଙ୍କ ବାହାଘରକୁ ତ ହୋଇ ସାରିଛି 53 ବର୍ଷ

ବନ୍ଧୁଗଣ ଏହି ସଂସାରର ସମସ୍ତ ମହିଳା ମାନଙ୍କ ପାଇଁ ମା ହେବାର ସୁଖ ସବୁଠାରୁ ଅଧିକ ହୋଇଥାଏ । କାରଣ ମା ହେବା ପରେ ସେମାନେ ନିଜ ଜୀବନକୁ ଖୁସିରେ ଭରି ଦେଇଥାନ୍ତି । ହେଲେ ବନ୍ଧୁଗଣ ଦୁନିଆରେ କିଛି ମହିଳା ମାନଙ୍କର ଏହି ମା ହେବାର ଶୋଭାଗ୍ୟ ନଥାଏ । ସେମାନେ ବହୁତ ଚେଷ୍ଟା କରିଲେ ମଧ୍ୟ ମା ହେବାର ସୁଖ ପାଇପାରନ୍ତି ନାହିଁ । ବନ୍ଧୁଗଣ ଠିକ ସେହି ପରି ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ମା ହେବାର ଶୋଭାଗ୍ୟ ପାଇପାରି ନାହାନ୍ତି  । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସବନା ଆଜମି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସବନା ଆଜମି । ବନ୍ଧୁଗଣ ସବନା ନିଜ ଫିଲ୍ମ କାରିୟରରେ ବହୁତ ବଡ ବଡ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କୁ ୫ ଥର ନାସନାଲ ଆୱାର୍ଡ ମଧ୍ୟ ସମ୍ମାନିତ କରାଯାଇଛି । ବନ୍ଧୁଗଣ ସବନା ନିଜ ଫିଲ୍ମ କାରିୟରରେ ଅବଶ୍ୟ ସଫଳତା ହାସଲ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସେ ମା ହେବାର ଶୋଭାଗ୍ୟକୁ ପାଇପାରିଲେ ନାହିଁ ।

ବନ୍ଧୁଗଣ ସବନା ବଲିଉଡର ଦିଗଜ ଲେଖକ ଜାଭେଦ ଆଖତରଙ୍କ ସହ ୧୯୯୪ ମସିହାରେ ବିବାହ କରିଥିଲେ । ସେହି ସମୟରେ ଜାଭେଦ ପ୍ରଥମେ ହନୀ ନାମକ ଏକ ମହିଳାଙ୍କ ସହ ବିବାହ କରି ଦୁଇଟି ସନ୍ତାନରେ ପିତା ହୋଇଯାଇଥିଲେ ହେଲେ ସବନାଙ୍କ ସହ ବିବାହ କରିବା ପରେ ସେ ପୁନର୍ବାର ପିତା ହୋଇପାରି ନଥିଲେ ।

ସଙ୍ଗୀତା ବିଜଲାନି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସଙ୍ଗୀତା ବିଜଲାନି । ସଙ୍ଗୀତା ଭାରତର ପୂର୍ବ ମିସ ଇଣ୍ଡିଆ ରହିସାରିଛନ୍ତି । ବନ୍ଧୁଗଣ ସଙ୍ଗୀତା ବଲିଉଡର ବହୁତ ଫିଲ୍ମରେ ଅଭିନୟ କରିଛନ୍ତି ହେଲେ ସେ ଭାରତୀୟ କ୍ରିକେଟ ଟିମର ଖେଳାଳି ମହମ୍ମଦ ଅଜହରଙ୍କ ସହ ବିବାହ କରିଥିଲେ  । ଏହି ବିବାହ ୧୬ ବର୍ଷ ପର୍ଯ୍ୟନ୍ତ ରହିଥିଲା ଓ ପରେ ଏମାନେ ଅଲଗା ହୋଇଯାଇଥିଲେ ହେଲେ ସଙ୍ଗୀତା ଏତେ ବର୍ଷ ପରେ ମଧ୍ୟ ମା ହୋଇପାରି ନଥିଲେ ।

ଜୟା ପ୍ରଦା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜୟା ପ୍ରଦା । ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଜୟା ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଜୟା ୧୯୮୬ ମସିହାରେ ଶ୍ରୀକାନ୍ତ ନାହଟାଙ୍କ ସହ ବିବାହ କରିଥିଲେ ସେତେବେଳେ ଶ୍ରୀକାନ୍ତ ଅନ୍ୟ ଏକ ମହିଳା ସହ ବିବାହ କରି ତିନୋଟି ସନ୍ତାନର ପିତା ମଧ୍ୟ ଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଜୟା ମା ହୋଇପାରିଲେ ନାହିଁ ।


କିରନ ଖେର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କିରନ ଖେର । ବନ୍ଧୁଗଣ କିରନ ବଲିଉଡର ବହୁତ ଦିଗଜ ଅଭିନେତା ମାନଙ୍କ ସହ ଅଭିନୟ କରି ବହୁତ ଲୋକପ୍ରିୟତ ହାସଲ କତିଛନ୍ତ । ବନ୍ଧୁଗଣ କିରନ ପ୍ରଥମେ ଗୌତମ ବେରିଙ୍କ ସହ କରିଥିଲେ ଓ ତାଙ୍କର ଏକ ପୁଅ ମଧ୍ୟ ଥିଲା । ହେଲେ ଏହି ବିବାହ ଭାଙ୍ଗି ଯାଇଥିଲା ଓ କିରନ ବଲିଉଡ କଳାକାର ଅନୁପମ ଖେରଙ୍କ ସହ ବିବାହ କରିଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁପମ ଓ କିରନଙ୍କର କୌଣସି ଛୁଆ ନାହାନ୍ତି ।

ସାୟରା ବାନୋ-

ସାୟରା ବଲିଉଡର ସବୁଠୁ ବଡ ସୁପରଷ୍ଟାର ଦିଲୀପ କୁମାରଙ୍କ ପ୍ରେମରେ ପଡିଥିଲେ। ଯେତେବେଳେ ଉଭୟ ବିବାହ କରିଥିଲେ, ସାୟରା ବୟସରେ ଦିଲୀପଙ୍କ ଠାରୁ ଅଧା ବୟସ ସାନ ଥିଲେ । 22 ର ସାୟରା ବାନୁ 44 ବର୍ଷର ଦିଲୀପ କୁମାରଙ୍କୁ ବିବାହ କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ ଏକ ସୁଖମୟ ଜୀବନ ବିତାଉଛନ୍ତି । ସେମାନଙ୍କର ବିବାହ 53 ବର୍ଷ ହୋଇଥିଲେ ମଧ୍ୟ ଉଭୟଙ୍କର କୌଣସି ସନ୍ତାନ ହୋଇ ନାହାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *