‘ମତେ ଅନୁଭବ ମହାନ୍ତି ବାହାଘରକୁ ଡାକି ଥିଲେ, ମୁଁ ବି ଯାଇଥିଲି, ସେଠି ବହୁତ ଭଲ ଖାଇବା ହେଇଥିଲା, ଖାଇ କି ଅନୁଭବଙ୍କ ସହ ମଣ୍ଡପରେ ଫଟୋ ଉଠେଇଲି…’

ବନ୍ଧୁଗଣ, ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଅଭିନେତା ଅନୁଭବ ମହାନ୍ତି ଙ୍କ ଦ୍ଵିତୀୟ ବିବାହ କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଆଉ ଏବେ ଆଉ ଏକ ଚର୍ଚ୍ଚା ର ବିଷୟ ସାମ୍ନା କୁ ଆସିଛି ତାହା ହେଉଛି ରାକେଶ ରୋଷନ ମହାନ୍ତି, ଅନୁଭବ ଙ୍କ ଏହି ବିବାହରେ ତାଙ୍କ ସହିତ ଫଟୋ ଉଠାଇଛନ୍ତି । କିନ୍ତୁ ଅନୁଭବ ମହାନ୍ତି ଙ୍କ ବିବାହ ସତ ନା ମିଛ ଏହା ହିଁ ବର୍ତ୍ତମାନ ଚାରିଆଡେ ସସପେନ୍ସରେ ରହିଛି ।

ରାକେଶ ଏହି ସମ୍ବନ୍ଧରେ କହିଛନ୍ତି ଯେ ବଢିଆ ବାହାଘର ହୋଇଥିଲା ମଣ୍ଡପ ମଧ୍ୟ ଫୁଲ ଦ୍ଵାରା ଭଲରେ ସଜା ହୋଇଥିଲା । ବେଦୀ ଉପରେ ବରକନ୍ୟା ମଧ୍ୟ ଥିଲେ ଏବଂ ଉଭୟ ପକ୍ଷର ଲୋକେ ମଧ୍ୟ ଥିଲେ । ରାକେଶ କହିଥିଲେ ଯେ ସେ ଅନୁଭବ ଙ୍କର ଜଣେ ବଡ ଫ୍ୟାନ ଏବଂ ଅନୁଭବ ଙ୍କ ଫ୍ୟାନ ହିସାବରେ ଯାଇଥିଲେ ।

ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଙ୍କ ନୂଆ ଯାତ୍ରା ନିମନ୍ତେ ରାକେଶ ଶୁଭେଛା ଜଣାଇ ଲେଖିଥିଲେ ଯେ congratulation for your journy ମାତ୍ର ସେ ଏହା ଲେଖି ନଥିଲେ ଯେ ଅନୁଭବ କାହାକୁ ବାହାହେଲେ କେମିତି ବିବାହ କରିଲେ ? ରାକେଶ କହିଥିଲେ ଯେ ଅନୁଭବ ମହାନ୍ତି ବାହା ହୋଇଛନ୍ତି କିନ୍ତୁ କାହାକୁ ବାହା କୋଇଛନ୍ତି ? କେମିତି ବାହା ହୋଇଛନ୍ତି ? ସେ କଥା କାହାକୁ ମଧ୍ୟ ଜଣା ନାହିଁ ।

କିନ୍ତୁ ଏହି ଖବର ରିୟଲ କି ରିଲ ତାହା ବର୍ତ୍ତମାନ ଦର୍ଶକେ ତଥା ପ୍ରଶଂସକ ମାନେ ବେସ ଭଲ ଭାବରେ ଜାଣିସାରିଥିବେ । ଏହା ସହିତ ରାକେଶ କହିଛନ୍ତି ଯେ ସେ ଖାଲି ଏତିକି କହିବାକୁ ଚାହୁଁଛନ୍ତି ଯେ ନୂଆ ବର୍ଷରେ କିଛି ନୂଆ ଦେଖିବାକୁ ମିଳିବ ଅର୍ଥାତ ଅନୁଭବ ମହାନ୍ତି ପୁଣିଥରେ ଫେରୁଛନ୍ତି । ଅନୁଭବ ମହାନ୍ତି ଜଣେ ଏଭଳି କଳାକାର ତଥା ଏଭଳି ଜଣେ ଷ୍ଟାର, ସେ ଯେତେବେଳେ ଆସନ୍ତି ନୂଆ ବ୍ଳାଷ୍ଟ ହିଁ ହୋଇଥାଏ । ଏଣୁ ଚଳଚିତ୍ରରେ ହେଉ ଅଥବା ତାଙ୍କର ଜୀବନଶୈଳୀ ଙ୍କୁ ନେଇ ଚର୍ଚ୍ଚାକୁ ହେଉ ତାଙ୍କର ବ୍ଳାଷ୍ଟ ହିଁ ହୋଇଥାଏ ।

ଅନୁଭବ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଅପେକ୍ଷା କରି ରହିଛନ୍ତି ତେବେ ନିଶ୍ଚିତ ଭାବରେ ବଡ ଧରଣର ବ୍ଳାଷ୍ଟ ହେବାକୁ ଯାଉଛି । ଆଜିକ ଦିନରେ ଏହି ଖବର କୁ ନେଇ ଯେତେବେଳେ ଚର୍ଚ୍ଚା ହେଉଛି ସେତେବେଳେ ଭଲ ଭାବରେ ଏହା ସମସ୍ତେ ଜାଣିଥିବେ ଯେ ତାଙ୍କର କ୍ରେଜ କେତେ ଅଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *