ବିବାହ ପୂର୍ବରୁ ପରପୁରୁଷ ସହ ଭାବିସ୍ତ୍ରୀର ଅଶ୍ଳୀଳ ଫଟୋ ଦେଖି ବାହା ହେବାକୁ ମନା କରିଦେଲେ ଯୁବକ, ଆଉ ତା’ ପରେ ଝିଅଟି ଯାହା କଲା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମ ବେଦ ଅନୁସାରେ ଏକ ସୁଗମ ତଥା ଆନନ୍ଦମୟ ଜୀବନ ଯାପନ ପାଇଁ, ଏକ ସଫଳ ଦାମ୍ପତ୍ୟ ଜୀବନ ନିହାତି ଲୋଡା ଏବଂ ସେଥିରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଆପୋଷ ବୁଝାମଣା, ଖୁସିର ଆବଣ୍ଟନ ଓ ଅନ୍ତରଙ୍ଗତା ରହିବା ଉଚିତ । ତେଣୁ, କୌଣସି ବାହାଘର କେବଳ ନିଜର ଭୋଗବିଳାସ ପାଇଁ କରା ଯାଏନି, ବରଂ ଏହା ଏକ ସାମାଜିକ ତତସହିତ ଏକ ଆଧ୍ୟାତ୍ମିକ ଦାୟିତ୍ୱ ବହନ କରିବାର ମାଧ୍ୟମ ଅଟେ ।

ସାଧାରଣ ସ୍ୱାମୀ-ସ୍ତ୍ରୀ ଯୋଡିକୁ “ଜୀବନସାଥି”ରେ ପରିଣତ କରାଇବାରେ ଏକ ସୁସଙ୍ଗଠିତ ଦାମ୍ପତ୍ୟ ଜୀବନ ସହାୟ ହୋଇଥାଏ । ତେବେ ବର୍ତ୍ତମାନ ର କିଛି ଏଭଳି ଝିଅ ଅଛନ୍ତି ଏବଂ କିଛି ଏଭଳି ପୁଅ ମଧ୍ୟ ଅଛନ୍ତି ଯିଏ କି ଏହି ପବିତ୍ର ବିବାହ ଏବଂ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କୁ ଖରାପ କରିବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ଗୋଟିଏ ଏଭଳି କେଶ ସାମ୍ନା କୁ ଆସିଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା ।

ତେବେ ୨୦୨୨ ଏପ୍ରିଲ ରେ ହୋଇଥାନ୍ତା ବିବାହ । ପୁରୋହିତ ତିଥି ଏବଂ ଲଗ୍ନ ଦେଇ ସାରିଥିଲେ । କିନ୍ତୁ ସବୁ କିଛି ବିଗିଡି ଗଲା ବିବାହ ର ୧୬ ଦିନ ପୂର୍ବରୁ କେହି ଜଣେ ଭାବି ସ୍ୱାମୀ ଙ୍କ ପାଖକୁ ଭାବି ସ୍ତ୍ରୀ ର ଉଲଗନଗ୍ନ ଫୋଟୋ କୁ ପଠାଇ ଦେଇଥିଲେ । ତେବେ ଭାବି ସ୍ୱାମୀ ଅର୍ଥାତ ସଞ୍ଜୟ ଏହି ସବୁ ଫୋଟୋ ଦେଖି ଭାଙ୍ଗି ପଡ଼ିଥିଲେ ଏବଂ ତାଙ୍କର ସବୁ ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଥିଲା ତେବେ ସେ ସିଧା ସିଧା ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ ।

ତେବେ ଏହି ଖବର ଝିଅ ଘରବାଲା ଙ୍କ ପାଖକୁ ପହଁଚି ଥିଲା । ତେବେ ଝିଅ ର ଗୋଟିଏ ଜିଦ ସେ ସଞ୍ଜୟ ଙ୍କୁ ହିଁ ବିବାହ କରିବ । ତେବେ ୩ ତାରିଖ ଦିନ ଝିଅ ଘର ଲୋକ ସଞ୍ଜୟ ଙ୍କ ଘରକୁ ଯାଇ ସେ ଦୁଇ ମାସର ଗର୍ଭବତୀ ବୋଲି କହିଥିଲେ ଏବଂ ବିବାହ କରିବାକୁ ବାଧ୍ୟ କରିଥିଲେ । ହେଲେ ସଞ୍ଜୟ ଏହି ସବୁ ଅଭିଯୋଗ କୁ ଖଣ୍ଡନ କରିଥିଲେ ଏବଂ ସବୁ ଡାକ୍ତରି ପରୀକ୍ଷା ପାଇଁ ମଧ୍ୟ ରାଜି ହୋଇଥିଲେ ।

ତେବେ କିନ୍ତୁ ଝିଅ ଘର ଲୋକ ଓଲଟା ତାଙ୍କୁ ଟଙ୍କା ଏବଂ ସୁନା ମାଗିଥିଲେ ଏବଂ ନ ଦେଲେ ଧରର୍ଷଣ ଅଭିଯୋଗ ରେ ଫସେଇ ଦେବେ ବୋଲି ମଧ୍ୟ କହିଥିଲେ । ତେବେ ସଞ୍ଜୟ ଙ୍କ କହିବା କଥା ସେ ତ ୧୫ ଦିନ ହେବ ଦେଖା ହୋଇଛନ୍ତି ତେବେ ସେ ଦୁଇ ମାସ ର ଗର୍ଭବତୀ କିପରି ହେଲେ ।

ତେବେ ଶେଷରେ ସେମାନେ ବରିଷ୍ଠ ଓକିଲ ବ୍ୟୋମକେଶ ତ୍ରିପାଠୀ ଙ୍କ ପାଖକୁ ଯାଇଥିଲେ ଏବଂ ସେ ହାଇକୋର୍ଟରେ ଏହି କେଶ ବିଷୟରେ ଆଲୋଚନା ପରେ ହାଇକୋର୍ଟ ପୋଲିସ କୁ ଏହି କେଶ ବିଷୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ ନିର୍ଦେଶ ଦେଇଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ସେହି ଝିଅ ସହ ଫୋଟୋ ଉଠାଇ ଥିବା ଯୁବକ ଟି କିଏ ଏବଂ ସେହି ଝିଅ କୁ ଦୁଇ ମାସ ର ଗର୍ଭବତୀ କଲା କିଏ ? ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *