ବାହାଘର ପରଦିନ ସ୍ୱାମୀକୁ ପି-ଟି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ, ସ୍ଵାମୀ ଜଣକ ଯାହା କହୁଛନ୍ତି ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ମଣିଷ ଏକ ସୁନ୍ଦର ଓ ଗୁଣବାନ ଝିଅ ସହ ବିବାହ କରିବାକୁ ଇଛା କରିଥାନ୍ତି । ଦୁନିଆରେ ଥିବା ସମସ୍ତ ମଣିଷଙ୍କ ପାଇଁ ବିବାହ ସବୁଠାରୁ ବଡ ଖୁସି ହୋଇଥାଏ । ହେଲେ କେତେକ ଲୋକଙ୍କ ପାଇଁ ବିବାହ ମାତ୍ର କିଛି ସମୟ ସୁଖ ଆଉ ସାରା ଜୀବନ ପାଇଁ ଦୁଃଖ ପାଲଟି ଯାଏ ।

ଠିକ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ସ୍ତ୍ରୀ ବାହାଘର ପରଦିନ ସ୍ଵାମୀକୁ ପିଟି ପ୍ରେମିକ ସହ ଛୁ ମାରିଛି । ସ୍ଵାମୀର କହିବା ମୁତାବକ, ସେ ଝିଅଟି ବହୁତ ଭଲ ବୋଲି ସେ ଭାବିଥିଲେ ହେଲେ ସେ ଝିଅ ତାଙ୍କ ସହ ଏମିତି କରିବ ବୋଲି ସେ ଜାଣି ନଥିଲା । ବାହାଘର ବାସୀ ଦିନ ଝିଅ ନିଜ ସ୍ଵାମୀକୁ କହିଲା ମନ୍ଦିରକୁ ଯିବା ପାଇଁ ।

ପ୍ରଥମେ ସ୍ଵାମୀ ଇସ୍କନ ମନ୍ଦିର ହେଲେ ସ୍ତ୍ରୀ କହିଲା ଯେ, ସେ ଇସ୍କନରେ ନୁହେଁ ଲିଙ୍ଗରାଜ ମନ୍ଦିରରେ ମାନସିକ କରିଛି । ତା ପରେ ସ୍ଵାମୀ ନିଜ ସ୍ତ୍ରୀକୁ ଲିଙ୍ଗରାଜ ମନ୍ଦିର ନେଇଗଲା । ହେଲେ ମନ୍ଦିର ପହଞ୍ଚିବା ପରେ ଝିଅର ପୂର୍ବ ପ୍ରେମିକ ସହ ଝିଅର ସଂପୂର୍ଣ୍ଣ ପରିବାର ସେହି ସ୍ଥାନରେ ପହଞ୍ଚି ଥିଲେ ଆଉ ଯୁବକଙ୍କୁ ନିଜ ଘରକୁ ନେବା ପାଇଁ ଜବରଦସ୍ତି କହିଥିଲେ ।

ଯୁବକ ଜଣକ ତାଙ୍କ ଘରକୁ ଯିବା ପାଇଁ ମନା କରିବାରୁ ସମସ୍ତେ ମିଶି ଉକ୍ତ ଯୁବକଙ୍କୁ କାଚି ଚାଲିଲେ । ଯୁବକଙ୍କୁ ନିଧୂମ ମାଡ ମାରିବା ପରେ ଉକ୍ତ ମହିଳା ଜଣକ ନିଜ ପ୍ରେମିକ ସହ ଛୁ ମାରିଛନ୍ତି । ଏବେ ଯୁବକ ଜଣକ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏଭଳି ଏକ ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *