‘ବାହାଘର ଭୋଜିରେ ହେଲା ଏମିତି, କେହି ବି ବିଶ୍ୱାସ କରିପାରିଲେ ନାହିଁ….’ ଦେଖନ୍ତୁ ଏମିତି କାହିଁକି କଲେ Rani Panda

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀର ଜଣେ ନାମିଦାମୀ କମେଡିଆନ ରାଜୁ ଦାସ ଙ୍କ ବିବାହ ଶେଷ ହୋଇସାରିଛି । ତେବେ ନିଜ ମନର ମଣିଷକୁ ରାଜୁ ଖୋଜି ଖୋଜି ପାଇଛନ୍ତି । ମା’ ଙ୍କୁ ହରାଇବା ପରେ ନିଜ ମା’ ଙ୍କ ପ୍ରତିବିମ୍ବ ସ୍ୱରୂପ ସ୍ତ୍ରୀ ଟିଏ ପାଇଛନ୍ତି ବୋଲି କହିଲେ ରାଜୁ । ତେବେ ବିବାହ ପରେ ରିସେପ୍ସନରେ ବହୁତ କଳାକାର ଯୋଗଦାନ କରିଥିଲେ । କମେଡିଆନ ମାନଙ୍କ ଠାରୁ ଆରମ୍ଭ କରି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ଯାଇ ପହଞ୍ଚିଥିଲେ । ତେବେ ରାଣୀ ପଣ୍ଡା ରିଷେପ୍ସନ ରେ କିଛି ମଜାଦାର ଭି-ଡି-ଓ କରିଥିବା ନଜର ଆସିଛନ୍ତି ।

ଆସନ୍ତୁ ଜାଣିନେବା ସେହି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । “କାଲି ଯାଇ ଥିଲ ତୁମେ ମୋ ନିଜର, ଆଉ ଆଜିଠାରୁ ମୁଁ କହିପାରିବିନି ମୁଁ ଯେ ତୁମର”, ତେବେ କାଲି ସାହୁ ବାବୁ ଙ୍କ ବାହାଘର ଭୋଜି ରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଯାଇଥିଲେ ଭୋଜି ଖାଇବାକୁ ଆଉ ମଣ୍ଡପ ଉପରେ ବସିଥାନ୍ତି ନବ ଦମ୍ପତ୍ତି । ଏହାକୁ ଦେଖି ସହିପାରି ନଥିଲେ ରାଣୀ ପଣ୍ଡା ।

ସେ ହୃଦୟରେ ଜାଗା ଦେଇଥିବା ସାହୁ ବାବୁ ଙ୍କୁ ଆଉ କାହା ସାଙ୍ଗରେ ଦେଖି ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା ଆଖିରେ ତାଙ୍କର ଲୁହ ଛଳଛଳ ହୋଇଯାଇଥିଲା ଆଉ ସ୍ନେହର ଫୁଲତୋଡା କୁ ସାହୁ ବାବୁ ଙ୍କ ଉପରକୁ ଫୋପାଡି ଦେଇଥିଲେ । ପାଦରେ ଅଳତା ମଥାରେ ଚନ୍ଦନ ପିନ୍ଧି ବର ବେଶ ସାଜିଛନ୍ତି ସାହୁବାବୁ । ସୋନାଲି ଙ୍କ ହାତଧରି ରାଣୀ ପଣ୍ଡା ଙ୍କୁ ଅଧାବାଟରେ ଛାଡି ଯାଇଛି ସାହୁ ବାବୁ ।

ଆଉ ନିମନ୍ତ୍ରଣ କାର୍ଡ ବଦଳରେ ଶେଷ ଚିଠିଟିଏ ଲେଖିଛନ୍ତି ସାହୁବାବୁ, ବାହା ହେଇ ଚାଲି ଯାଉଛି ଇତି ତୁମର ସାହୁ ବାବୁ,- ଏହାକୁ ସହିପାରିନଥିଲେ ରାଣୀ ପଣ୍ଡା । ତେବେ ଏହିଭଳି ଭାବରେ କିଛି ରିଲ୍ସ କରିଥିଲେ ରାଣୀ ପଣ୍ଡା ଏବଂ ଏହାକୁ ନିଜ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏଥିରେ ସେ ଏକ ହୃଦୟଭଙ୍ଗା କଷ୍ଟ ଗୀତଟିକୁ ଦେଇଛନ୍ତି ।

ଏହି ଗୀତକୁ ଯେତେବେଳେ ଶୁଣିବେ ସେତେବେଳେ ହୃଦୟ ଭାଙ୍ଗିଯିବା ଭଳି ଲାଗିବ । ଏହାକାଲି ରାଣୀ ପଣ୍ଡା ଙ୍କୁ ଫିଲ ଆସିଥିଲା । ମଜାରେ ସାହୁ ବାବୁ ଙ୍କ ବାହାଘରରେ ଯୋଗଦେଇଥିବା ରାଣୀ ପଣ୍ଡା ଏମିତି ଏକ ରିଲ୍ସ ବନାଇ ଥିଲେ । ତେବେ ଏହିଭଳି ଭାବରେ କିଛି ଅଭିନୟ କରିବାପରେ ରାଜୁ ଦାସ ଏବଂ ତାଙ୍କ ପତ୍ନୀ ସୋନାଲି ଙ୍କୁ ଆଶୀର୍ବାଦ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *