ସ୍ତ୍ରୀ ଥାଇ ବି ଦ୍ଵିତୀୟ ବିବାହ, ବାହା ବେଦୀରେ, ଦୁଇ ଛୁଆ ଧରୀ ତାଣ୍ଡବ କଲା ପ୍ରଥମ ସ୍ତ୍ରୀ…ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବାହା ବେଦିରେ ହେଲା ଫେସଲା ସ୍ତ୍ରୀ ଖୋଲିଦେଲା ସ୍ଵାମୀ ବର ବେସର ଗୁମର ।

ହାତ ଗଣ୍ଠି ପୂର୍ବରୁ ପ୍ରଥମ ସ୍ତ୍ରୀ ମାରିଲେ ଏଣ୍ଟ୍ରି ଆଉ ତା ପରେ ଯାହା ହେଲା ଆପଣଙ୍କ ସାମ୍ନାରେ ଅଛି । ବର-କନ୍ୟାଙ୍କ ରଙ୍ଗ ଛଡେଇ ଦେଲେ ପ୍ରଥମ ପତ୍ନୀ । କାଖରେ ଛୁଆ ଧରି ସ୍ଵାମୀଙ୍କ ବାହା ମଣ୍ଡପରେ ପହଞ୍ଚିଲେ ପ୍ରଥମ ପତ୍ନୀ । ଗର୍ଜନ କରି କହିଲେ ତମକୁ ଆଉ କେତେଟି ସ୍ତ୍ରୀ ଦରକାର । ସ୍ବାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ଥିବା ବେଳେ ଦ୍ବିତୀୟ ବିବାହ କରୁଥିଲେ ସ୍ବାମୀ ।

ପୁଣି ପ୍ରଥମ ପତ୍ନୀଙ୍କ କୋଳରେ ଦୁଇ ଦୁଇଟି ଛୁଆ । ଯେତେବେଳେ ସ୍ବାମୀଙ୍କ ବାହାଘର ଆଖି ସାମ୍ନାରେ ଚାଲିଛି, ସେତେବେଳେ ଜଣେ ସ୍ତ୍ରୀର ହୃଦୟ ଜଳୁଛି । ସମ୍ବଲପୁର ଜିଲ୍ଲା ଗୁରୁପଡାସ୍ଥିତ ବିବାହ ମଣ୍ଡପରେ ବାହାଘରର ସମସ୍ତ ଆୟୋଜନ ଚାଲିଥିବା କୁହାଯାଉଛି ।ପ୍ରଥମ ସ୍ତ୍ରୀଙ୍କ ମତରେ, ଦୁଇ ବର୍ଷ ହେବ ସେ ଆମକୁ ଛାଡି ବାହାରେ ରହିଲେ ବିବାହ କରିବା କଥା ମୁଁ କେବଳ ଶୁଣିଥିଲି ।

ସେପଟେ ସ୍ଵାମୀ କହିଛନ୍ତି ଯେ, ସେ କୋର୍ଟଙ୍କ ଅନୁମତିରେ ସେ ବିବାହ କରୁଛନ୍ତି । ସ୍ଵାମୀଙ୍କ ଚରିତ୍ରକୁ ସନ୍ଦେହ କରିବା ହେତୁ ପାରିବାରିକ ଝଡ ହୋଇଥିବା ନେଇ କହିଛନ୍ତି ସ୍ଵାମୀ । ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *