‘ଏଡିକି ଏଡିକି ପିଲା ଏଠି ପ୍ରେଗନାଣ୍ଟ ..ବଡ଼ ବଡ଼ ଲୋକ ତାଙ୍କ ପଛରେ ଅଛନ୍ତି ..କେହି କିଛି କରୁନାହାନ୍ତି, ହେଲେ ସେମାନେ…’ କଣ କହିଲେ ମହିଳା ଦେଖନ୍ତୁ ଏହି Video

ବନ୍ଧୁଗଣ ଜଣେ ଲୋକକୁ କିଛି ଦୁର୍ବୁତ୍ତ ମାନେ ହତ୍ୟା କରିଦେଇଛନ୍ତି । ମୃତ ବ୍ୟକ୍ତି ଜଣକଙ୍କୁ ଧମକ ଦେଇ ତାଙ୍କର ହତ୍ୟା କରାଯାଇଛି । ତେବେ ମୃତ ବ୍ୟକ୍ତି ଜଣକ ଆଗରୁ କ୍ରାଇମ କରୁଥିଲେ ହେଲେ ଜେଲରୁ ଆସି ସେ ସୁଧୁରି ଯାଇଥିଲେ ଆଉ ତାଙ୍କର ଦୁଇଟି ପୁଅ ମଧ୍ୟ ଥିଲା । ହେଲେ କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରି ଦେଇଛନ୍ତି ଆଉ ଏବେ ସାହି ବାସିନ୍ଧା ମାନେ ନ୍ୟାୟ ମାଗୁଛନ୍ତି ।

ଆଉ ଏହାରି ମଧ୍ୟରେ ମୃତ ବ୍ୟକ୍ତିଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ମହିଳା ଜଣକ ଯାହା ସବୁ କହୁଛନ୍ତି ତାହା ଶୁଣିଲେ ଆପଣ ମାନେ ବି ମୁଣ୍ଡରେ ହାତ ଦେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମହିଳା ଜଣକ କହିଛନ୍ତି-‘ଇନ୍ସ୍ଟାଗ୍ରାମରେ ଝିଅ ମାନେ ଯେମିତି ସୁଟିଙ୍ଗ କରନ୍ତି ସେ ଅଛି ଗୋଟେ ଝିଅ ତାର ଚରିତ୍ର ବହୁତ ଖରାପ ତାର ନାଁ ହେଉଛି କେ.ପୁଲି ହେଲେ ସେ ଜୁଲି ନାଁରେ ଆଇଡି ଖୋଲିଛି । ସେ ମୋ ଭାଇକୁ ସେଥିରେ ଲେଖିଛି ଚୋର ଭାଡୁଆ । ତାର ଦୁଇଟି ତିନିଟି ଭଉଣୀ ଅଛନ୍ତି କେ.ଲକ୍ଷ୍ମୀ, କେ.ସୁ, କେ.ପାପ ଗୋଟେ ଆଉ ଗୋଟେ କେ.ପୁଲି ଆଉ ତାର ଝିଅ ହେଉଛି କେ.ଶିବାନୀ ।

ତାଙ୍କର ଏଡିକି ଏଡିକି ପିଲା ମାନେ ଦେଖିବେ ପ୍ରେଗନେଣ୍ଟ ଥିବେ । ଏ ସବୁ କଥା ପୋଲିସ ଜାଣିନି ଆଉ ଜାଣିବେ କେମିତି ପୁରା ହେରାଫେରି ବଡ ବଡ ଲୋକ ତାଙ୍କ ହାତରେ ସେଥିପାଇଁ ତ ସେମାନେ ଏ ସବୁ କରୁଛନ୍ତି । ବହୁତ ବଡ ବଡ ଲୋକ ସେ ହାତରେ ରଖିଛନ୍ତି । ଆମର କଣ ଅଛି ଆମେ ତ ଖଣ୍ଡେ ଶାଢୀ ପିନ୍ଧିଛୁ ଏମିତିଆ ଶାଢୀ ସେମାନେ ପିନ୍ଧିବେ ନାହିଁ ।

ତାଙ୍କର କାରନାମା ବହୁତ ଆଗରେ ମଦ ବେପାର ପଛରେ ଏହି ସବୁ କାରନାମା ଚାଲିଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମୃତକଙ୍କ ଭଉଣୀ ହତ୍ୟାକାରୀଙ୍କ ବିଷୟରେ କହିଛନ୍ତି । ତେବେ ଏହି ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଅନେକ ଲୋକ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *