ବାଛନ୍ତୁ ନିଜ ଜନ୍ମ ମାସ ବାଲା ପ୍ରଜାପତି ଓ ଜାଣନ୍ତୁ ନିଜ ବିଷୟରେ 1 ଖାସ କଥା – Personality Test

ଜନ୍ମ ତାରିଖ ଯେତେ ମହତ୍ବପୂର୍ଣ୍ଣ ଅଟେ ସେତିକି ମହତ୍ବପୂର୍ଣ୍ଣ ଅଟେ ଜନ୍ମ ମାସ । ଜ୍ୟୋତିଷଙ୍କ ଅନୁସାରେ ଜନ୍ମ ମାସ କୌଣସି ବି ବ୍ୟକ୍ତି କୁ ବହୁତ ପ୍ରଭାବିତ କରିଥାଏ । ଆଜି ଆମେ ଆପଣଙ୍କୁ ଜନ୍ମ ମାସ ଅନୁସାରେ ପ୍ରଜାପତି ଦେଖାଇବୁ ଯାହା ମଧ୍ୟରୁ ଆପଣଙ୍କୁ ନିଜ ଜନ୍ମ ମାସର ପ୍ରଜାପତିକୁ ବାଛିବାର ଅଛି । ଏଥିପାଇଁ ଆପଣଙ୍କୁ ମାତ୍ର 5 ସେକେଣ୍ଡ ଦିଆଯିବ । ତା ପରେ ଆମେ ଆପଣଙ୍କୁ ଆପଣ ବାଛିଥିବା ଜନ୍ମ ମାସ ବା ଜନ୍ମ ମାସର ପ୍ରଜାପତି ମାଧ୍ୟମରେ ଆପଣଙ୍କୁ ନିଜ ବିଷୟରେ କିଛି ଖାସ କଥା ଜଣାଇବୁ । ତେବେ ଚାଲନ୍ତୁ ବନ୍ଧୁଗଣ ବାଛିବା ନିଜ ଜନ୍ମ ମାସର ପ୍ରଜାପତି ଓ ଜାଣିବା ନିଜର କିଛି ଖାସ କଥା ।

ଜାନୁୟାରୀ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଏମାନେ ନିଜର କ୍ୟାରିୟର ବହୁତ ପାଇଁ ଚିନ୍ତା କରିଥାନ୍ତି । ଏମାନେ ନିଜର ସିକ୍ରେଟକୁ କୌଣସି ବ୍ୟକ୍ତିଙ୍କ ସହ ସେୟାର କରନ୍ତି ନାହିଁ । ଏପରି ଲୋକ ନିଜର ପ୍ରତ୍ୟେକ କାର୍ଯ୍ୟ ଚୁପ ଚାପ ହିଁ କରିଥାନ୍ତି । ଏମାନେ ନିଜ କାମ ବିଷୟରେ କାହାକୁ ଜାଣିବାକୁ ଦିଅନ୍ତି ନାହିଁ ।

ଫେବୃୟାରି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଏମାନେ ନିଜର ପ୍ରତ୍ୟେକ କାର୍ଯ୍ୟ ସମ୍ପୂର୍ଣ୍ଣ ମନ ଲଗେଇ କରିଥାନ୍ତି । ସେଥିପାଇଁ ଏମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ପଦରେ ରହିଥାନ୍ତି । ଏପରି ଲୋକମାନେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି । ଏଥିପାଇଁ ଏମାନେ ଶୀଘ୍ର ଭଲପାଇ ବସନ୍ତି । ଏମାନେ ସବୁବେଳେ ନିଜକୁ ଶ୍ରେଷ୍ଠ ଭାବିଥାନ୍ତି ।

ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଏପରି ଲୋକମାନେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି । ଏଥିପାଇଁ ଏମାନେ ଶୀଘ୍ର ଭଲପାଇ ବସନ୍ତି । କିନ୍ତୁ, ଏମାନେ ଭଲପାଇବା ପୂର୍ବରୁ ନିଜ ସାଥୀର ବ୍ୟବହାର ଓ ସ୍ୱଭାବ ଭଲଭାବେ ପରୀକ୍ଷା କରିଥାନ୍ତି । ଏମାନେ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି । ଏଥିପାଇଁ ଏମାନେ କେବଳ ଜଣଙ୍କୁ ହିଁ ଭଲ ପାଇଥାନ୍ତି ଏବଂ ତାଙ୍କୁ ଜୀବନ ସାଥି ରୂପେ ପାଇବା ପାଇଁ ଚାହିଁଥାନ୍ତି ।

ଏପ୍ରିଲ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଆପଣଙ୍କୁ ସଵୁବଳେ ରିସ୍କ ନେବା ପସନ୍ଦ ହୋଇଥାଏ । ଏହି କାରଣରୁ ଆପଣ ଜୀବନରେ ବହୁତ ସଫଳତା ପାଇଥାନ୍ତି । ଆପଣ ହୃଦୟରୁ ବହୁତ ଭଲ ଅଟନ୍ତି । ଆପଣ ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇ ଥାଆନ୍ତି ।

ମେ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଆପଣଙ୍କ ଉପରେ ସଵୁବଳେ ବୁଦ୍ଧ ଗ୍ରହର ପ୍ରଭାବ ରହିଥାଏ । ଆପଣ ସଵୁବେଳେ କିଛି ନା କିଛି ଜିନିଷ ବଦଳାଇଥାନ୍ତି । ଆପଣ ହୃଦୟରୁ ବହୁତ ଭଲ ଅଟନ୍ତି । ଆପଣ ସବୁ କାର୍ଯ୍ୟକୁ ସଠିକ ଭାବରେ ତୁଲାଇ ଥାନ୍ତି ।

ଜୁନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଆପଣ ସବୁବେଳେ ପରିସ୍ଥିତି ସହିତ ଖାପ ଖୁଆଇ ଚାଲିବାରେ ମାହୀର ଅଟନ୍ତି । ଆପଣ ବହୁତ ସାନ୍ତ ସ୍ଵଭାବର ହୋଇଥାନ୍ତି । ଆପଣଙ୍କ ସ୍ଵଭାଵରେ ସହଯୋଗ ଓ ସହିଷ୍ଣୁତା ଭାବ ଦେଖିବାକୁ ମିଳିଥାଏ ।

ଜୁଲାଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଆପଣ ଦୁନିଆର ସବୁଠାରୁ ରହସ୍ୟ ମୟ ସ୍ୱଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ବୁଝିବା ବାବୁତ କଠିନ ହୋଇଥାଏ । ଆପଣ ସବୁବେଳେ ଅନ୍ୟ ଉପରେ ଭରସା ରଖିଥାନ୍ତି । ଆପଣ ବହୁତ ଜିଦଖୋର ହୋଇଥାନ୍ତି ।

ଅଗଷ୍ଟ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଆପଣଙ୍କ ବ୍ୟବହାର ବହୁତ କଠୋର ହୋଇଥାଏ । ଆପଣ ଆପଣଙ୍କ ରାଗକୁ ସମ୍ଭାଳି ପାରନ୍ତି ନାହିଁ । ଆପଣ ସବୁବେଳେ ନିଜର ସମ୍ମାନ ଜଗିଥାନ୍ତି । ଆପଣଙ୍କୁ ସବୁଆଡେ ବୁଲିବାକୁ ଭଲ ଲାଗିଥାଏ । ଆପଣ ସବୁବଳେ ବୁଦ୍ଧିରେ କାମ କରିଥାନ୍ତି । ଆପଣ କାହା ଉପରେ ବିଶ୍ୱାସ ରଖିନଥାନ୍ତି ।

ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଆପଣ ସକରାତ୍ମକ ଭାବନାର ବ୍ୟକ୍ତି ଅଟନ୍ତି । ଆପଣ କୌଣସି ଜିନିଷର ନେତୃତ୍ୱ ନେବାପାଇଁ ଚାହିଁଥାନ୍ତି । ଆପଣ ସବୁବେଳେ ସତ୍ୟର ସହାୟତା କରିଥାନ୍ତି । ଆପଣ ନିଜ କାମ ପାଇଁ ସବୁବେଳେ ନିଷ୍ଠାବାନ ହୋଇଥାନ୍ତି ।

ଅକ୍ଟୋବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି: ଆପଣଙ୍କ ଠାରେ ବହୁତ ଭଲ ଗୁଣ ମାନ ରହିଥାଏ । ଆପଣ ନିଜ ଇଚ୍ଛାକୁ ଅନ୍ୟ ସାମ୍ନାରେ ଶୀଘ୍ର ପରି ପ୍ରକାଶ କରିପାରନ୍ତି ନାହିଁ । ଆପଣ ଯେଉଁ କାର୍ଯ୍ୟ ନିଜ ହାତକୁ ନେଇଥାନ୍ତି ତାକୁ ବହୁତ ସତର୍କତାର ସହିତ ସମ୍ପନ୍ନ କରିଥାନ୍ତି ।

ନଭେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି – ଆପଣ ଏକ ପ୍ରଜାପତି ଭଳି ସୁନ୍ଦର ଓ ସ୍ଵତନ୍ତ୍ର ବିଚାର ବାଲା ଅଟନ୍ତି । ଆପଣ ବହୁତ ଖୁସ ମିଞ୍ଜାସ ର ବ୍ୟକ୍ତି ଅଟନ୍ତି । ଆପଣଙ୍କ ପଜିଟିଭ ନେଚର କାରଣରୁ ପ୍ରାୟ ସବୁ ଲୋକ ଆପଣଙ୍କୁ ପସନ୍ଦ କରନ୍ତି ।

ଡିସେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି – ଆପଣ ବହୁତ ହିଁ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଅଟନ୍ତି । ଆପଣ ଭିଡରେ ମଧ୍ୟ ନିଜର ଏକ ଅଲଗା ପରିଚୟ ବନାଇବା ଭଲ ଭାବେ ଜାଣନ୍ତି । ନିଜର ସମସ୍ତ କାର୍ଯ୍ୟକୁ ଆପଣ ପୁରା ଆତ୍ମବିଶ୍ଵାସ ଓ ନିଷ୍ଠା ର ସହିତ କରିବାକୁ ଆପଣ ପସନ୍ଦ କରନ୍ତି । ନିଜ ଜୀବନରେ ଆପଣ କାହାର ହସ୍ତକ୍ଷେପ କୁ ପସନ୍ଦ କରନ୍ତି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *