‘ତାଙ୍କୁ ଆହୁରି ଗୋଡେଇ ବାଡେଇବା ଦରକାର …ବାବୁସାନ ନିଶ୍ଚୟ ଲୁଚିଥିବେ… ମୁଁ ନିଜେ ଦେଖିଛି ସେ 2 ଜଣ ଏମିତି କାଣ୍ଡ କରିଛନ୍ତି…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତା ବାବୁସାନ ଏବଂ ତାଙ୍କ ଧର୍ମପତ୍ନୀଙ୍କ ମଧ୍ୟରେ ଫାଟକ ସୃଷ୍ଟି ହୋଇଥିବା କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି । ତେବେ ବାବୁସାନ ଏବଂ ତୃପ୍ତିଙ୍କ ମଧ୍ୟରେ ମନୋମାଳିନ୍ୟ ହେବାର କାରଣ ହେଉଛି ପ୍ରକୃତି ମିଶ୍ର । ମନ୍ମଥ ମିଶ୍ର ଙ୍କ ଝିଅ ପ୍ରକୃତି ମିଶ୍ର ଏବଂ ବାବୁସାନଙ୍କ ମଧ୍ୟରେ ୩ ବର୍ଷ ହେବ ଗଢିଉଠିଥିଲା ପ୍ରେମସମ୍ପର୍କ । ଏହିଭଳି ବାବୁସାନଙ୍କ ଧର୍ମପତ୍ନୀ ତୃପ୍ତି କହିଥିବାର ନଜର ଆସିଛନ୍ତି ।

ଏହାକୁ ନେଇ ବର୍ତ୍ତମାନ ବାବୁସାନ ଙ୍କ ଫ୍ୟାନ୍ସ ମାନେ କହିଛନ୍ତି ଯେ ନ୍ୟୁଜରେ ଆମ୍ଭେମାନେ ଯାହା ଦେଖୁଥିଲୁ ।  ବାବୁସାନଙ୍କ ସ୍ତ୍ରୀ ତାଙ୍କୁ ଗୋଡେଇ ବାଡେଇଲେ ଏବଂ ଏହା ମଧ୍ୟ ହେବା କଥା କାରଣ ସ୍ଵାମୀ ସ୍ତ୍ରୀ ମଧ୍ୟରେ ତୃତୀୟ ଜଣ ପଶିଲେ ଏହା ହେବା ଦରକାର । ମାତ୍ର ବର୍ତ୍ତମାନ ବାବୁସାନ ଏ ପର୍ଯ୍ୟନ୍ତ ଆସି ନାହାନ୍ତି । ତେବେ ସେ ଲୁଚିଥିବେ କି କଣ କରିଥିବେ କାରଣ ସେମିତି କିଛି କାମ ହୋଇଛି ଯାହାଦ୍ଵାରା ସେ ଲୁଚିଛନ୍ତି । ବାବୁସାନଙ୍କ ଘର ବୋଲି ତାଙ୍କ ଘର ପାଖରେ ରହୁଥିବା ଲୋକେ ମଧ୍ୟ ଜାଣିନାହାନ୍ତି ।

ମାତ୍ର ବ୍ୟଚଲର ଲାଇଫରେ ଯାହା ଥିଲୁ ତାହା ଅଲଗା କଥା କିନ୍ତୁ ବିବାହ ପରେ ଏ ସବୁ କରିବା ଠିକ ନଥିଲା । ମାତ୍ର କଳାକାର ଦୁନିଆରେ ତାହା କରିବା କିଛି ଭୁଲ ନୁହେଁ । କିନ୍ତୁ ସାଂସାରିକ ହେବା ପରେ ସ୍ତ୍ରୀ ପିଲା ଥାଇ ମଧ୍ୟ ଏ ସବୁ କରିବା ଆଦୌ ଠିକ ନୁହେଁ । ମାତ୍ର ଏହା ପ୍ରକୃତରେ ଭୁଲ ବୋଲି କହିଛନ୍ତି ବାବୁସାନଙ୍କ ଘର ନିକଟରେ ରହୁଥିବା ମହିଳା । ସେ କହିଛନ୍ତି ଯଦି ମୋ ସ୍ଵାମୀ ମଧ୍ୟ କାଲି ସେହିଭଳି କରିଥାନ୍ତା ତେବେ କ’ଣ ମୁଁ ଛାଡିଥାନ୍ତି କି ?

ବାବୁସାନଙ୍କ ସ୍ତ୍ରୀ ଯାହା କରିଛନ୍ତି ସଂପୂର୍ଣ୍ଣ ରୂପରେ ଠିକ କରିଛନ୍ତି । ଆଉ କିଛି ସ୍ଥାନୀୟ ଲୋକେ କହିଛନ୍ତି ଯେ ମୁଁ କେବଳ ଗୋଟେ ଥର ଯାହା ଦେଖିଥିଲି ଆଉ ଦେଖିନି କେବେ । ମାତ୍ର ସେ ଆସନ୍ତି କି କ’ଣ ରାତିରେ ଆମ୍ଭେ ଠିକ ଭବାରେ ଜାଣିନାହୁଁ । ବିବାହ ପରେ ସନ୍ଧ୍ୟା ସମୟରେ ଥରେ ତାଙ୍କ ଗେଷ୍ଟ ହାଉସ କୁ ଆସିଥିବା କଥା କହିଛନ୍ତି ତାଙ୍କ ପଡୋଶୀ ।

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯଦି ତୃତୀୟ ଲୋକ କେହି ଆସିଯାଏ ତେବେ ସମ୍ପର୍କ ଯେତେ ଗଭୀର ହେଲେ ମଧ୍ୟ ଭାଙ୍ଗିବାକୁ ସମୟ ଲାଗିନଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *