“Babushan ତୁମେ ଜଣେ ବାପା…ପୁଅ ହସ ଆଉ ମିଳିବନି…ସେ Prakruti ତୁମକୁ ଏମିତି କଣ…” ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଦ୍ଵାରା ବାବୁସାନ ଙ୍କ ପରିବାର ସଂପୂର୍ଣ୍ଣ ଭାବରେ ଛାରଖାର ହୋଇଯାଇଛି । ଏହି ଘଟଣାକୁ ନେଇ ଆଇନଜୀବି ବାବୁସାନଙ୍କୁ ମି-ଡି-ଆ ମାଧ୍ୟମରେ କହିଛନ୍ତି ଯେ ଇଣ୍ଡଷ୍ଟ୍ରୀରେ ଅନେକ ହିରୋଇନ ଅଛନ୍ତି । ମାତ୍ର ପ୍ରକୃତି ସହିତ ସିନେମା ନ କରିଲେ କ’ଣ ଭାସିଯିବ ? ଯେଉଁ ମାନେ ତାଙ୍କୁ ବାଧ୍ୟ କରିବେ ଯେ ଆପଣ ପ୍ରକୃତି ଙ୍କ ସହିତ ସିନେମା କରିବେ ସେ କହିବା କଥା ଯେ ମୁଁ ସେଠାରୁ ହଟିଯାଉଛି ।

ମୋର ସେ ରୋଲ କରିବା ଦରକାର ନାହିଁ । କାରଣ ମୋ ଘର ଜଳିଯାଉଛି । ଆଇନଜୀବିଏହା ମଧ୍ୟ କହିଛନ୍ତି ଯେ ଯାହାକୁ ହୃଦୟରୁ ଭଲପାଇଛନ୍ତି ତାହାକୁ ତଡିଦେଲେ କିଭଳି ହେବ ? ବାବୁସାନଙ୍କ ପୁଅ ଅଛି ତାକୁ ଧରିବେ, ଗେଲ କରିବେ ଏହା ଅନ୍ୟ କେଉଁଠି ମିଳିବ ନାହିଁ । ଏଣୁ ଅନୁରୋଧ କରି କହିଛନ୍ତି ବାବୁସାନଙ୍କୁ ଯେ ଘରକୁ ଯାଇ ନିଜ ପିଲା ସହିତ ଖୁସିର ମୂହୁର୍ତ୍ତକୁ ଉପଭୋଗ କରନ୍ତୁ ।

ଛୋଟ ଛୁଆଙ୍କ ଓଠରେ ଯେଉଁ ହସ ରହିଛି ତାହା ବଜାରରେ ଅନ୍ୟ କେଉଁଠାରେ ବିକ୍ରିହେଉନାହିଁ । ସ୍ତ୍ରୀ ଏବଂ ପିଲାଙ୍କୁ ଏକାଠି ନେଇ ଚଳିଲେ ପରିବାର ବହୁତ ସୁଖମୟ ହେବ । ମାତ୍ର ତୃପ୍ତିଙ୍କର ଯାହା ଆବଶ୍ୟକତା ରହିଅଛି ତାହାକୁ ଯଦି ବାବୁସାନ ନ ବୁଝି ଅଲଗା ହୋଇଯିବେ କିଛି ବୁଝିବେ ନାହିଁ ତେବେ ତାଙ୍କର ମାନସିକ ଅବସ୍ଥା ହରାଇ ସେ ସୁ-ଇ-ସା-ଇ-ଡ ଭଳି ପଦକ୍ଷପ ଗ୍ରହଣ କରିପାରିବେ ।

ମାତ୍ର ଆଇନଜୀବୀ ଏହା କହିଛନ୍ତି ଯେ ନିଜର ମାନସିକ ଭାରସାମ୍ୟ ହରାଇ କୌଣସି ବ୍ୟକ୍ତି ସୁ-ଇ-ସା-ଇ-ଡ କରିବେ ନାହିଁ ତଥା ସେଭଳି କିଛି ଭୁଲ ମଧ୍ୟ କରିବେ ନାହିଁ । ପ୍ରକୃତିଙ୍କ ପ୍ରେମରେ ଯଦି ବିଫଳତା ଆସୁଛି, ପ୍ରକୃତି ଏହା ଭାବିନିଅନ୍ତୁ ଯେ ମୁଁ ଯେଉଁ ଯୁବକକୁ ଭଲ ପାଉଛି ସେ ମତେ ଭଲପାଇ ଛାଡିଦେଇ ଅନ୍ୟ କାହାକୁ ଭଲ ପାଉଛି , ମାତ୍ର ମୁଁ ବଞ୍ଚିବି ମୋ ପାଇଁ କଣ ଲୋକ ନାହାଁନ୍ତି ନା ମତେ କେହି ଭଲ ପାଇପାରିବେ ନାହିଁ ? ଏହିଭଳି ଚିନ୍ତାଧାରା ରଖିବା ଉଚିତ ପ୍ରକୃତିଙ୍କର ଏବଂ ଏହା ସହିତ ମୁଁ କାହା ଘର ଜାଳିବି ନାହିଁ ତଥା ବିବାହିତ ଲୋକର ଘର ଭାଙ୍ଗିବି ନାହିଁ ।

ତେବେ ଏହିଭଳି ଚିନ୍ତାଧାରାକୁ ଯଦି ପ୍ରକୃତି ମିଶ୍ର ମୁଣ୍ଡ ଭିତରେ ରଖିବେ ତେବେ ତାଙ୍କ ବାପା ତାଙ୍କୁ ସଜାଡି ପାରିବେ ନାହିଁ । ସେ ଓଲଟା କହିଛନ୍ତି ଯେ ମୋ ଝିଅ ବର୍ତ୍ତମାନ ବଡ ହୋଇ ସାରିଛି ଏବଂ ଆମ୍ଭେ ତାଙ୍କୁ କଣ୍ଟ୍ରୋଲ କରିପାରିବୁ ନାହିଁ । ତେବେ ବନ୍ଧୁଗଣ କିଛି ଏହିଭଳି ବିଶେଷ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *