‘ବାବୁସାନଙ୍କ ସହିତ ଗାଡି ଭିତରେ ରଙ୍ଗେ ହାତ ଧରା ପଡିଲେ, ମାଡ ଭୟରେ ଦୌଡିଲେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡର ସୁପରଷ୍ଟାର ବାବୁସାନ ଙ୍କୁ ତାଙ୍କ ପତ୍ନୀ ରାସ୍ତା ଉପରେ ମାଡ ମାରି ସାର୍ଟ କୁ ଧରିଲେ । ତେବେ ବାବୁସାନଙ୍କ ସହିତ ଏହିଭଳି କରିବା ସହିତ ତାଙ୍କ ସହିତ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରକୁ ମଧ୍ୟ ଗୋଡାଇ ଗୋଡାଇ ପିଟିଛନ୍ତି । ତେବେ ଏଠାରେ ପ୍ରଶ୍ନ ସୃଷ୍ଟି ହେଉଛି ଯେ କାହିଁକି ବାବୁସାନ ଙ୍କ ପତ୍ନୀ ରାସ୍ତା ଉପରେ ତାଙ୍କ ସ୍ଵାମୀ ଙ୍କୁ ମାଡ ମାରିଲେ । ବାବୁସାନ ଏବଂ ତୃପ୍ତି ଉଭୟ ସ୍ଵାମୀ ସ୍ତ୍ରୀ ଅଟନ୍ତି ।

ତେବେ ତୃପ୍ତିଙ୍କ କହିବା ଅନୁସାରେ ପ୍ରକୃତି ମିଶ୍ର ଉଭୟଙ୍କ ମଝିରେ ଫସି ସୁନାର ସଂସାରକୁ ଭାଙ୍ଗି ଦେଇଛନ୍ତି ଏବଂ ତାଙ୍କ ଜୀବନକୁ ବର୍ବାଦ କରିଦେଇଛନ୍ତି । ତେବେ ଏହିକଥା ଏଥି ନିମନ୍ତେ ଉଠିଲା, ଏବଂ ଏଥିପାଇଁ ତାଙ୍କ ପତ୍ନୀ ରାସ୍ତା ଉପରେ ତାଙ୍କୁ ମାଡ ମାରିଲେ,ଯେ ତାଙ୍କ ପତ୍ନୀଙ୍କର ଦୀର୍ଘ ଦିନ ଧରି ଏକ ଅଭିଯୋଗ ଥିଲା ସ୍ଵାମୀ ବାବୁସାନ କୌଣସି ଏକ ଆଳ ଦେଖାଇ ଆଉ ଘରକୁ ଫେରୁନାହାଁନ୍ତି । ତାଙ୍କର ସନ୍ତାନ ଥିଲେ ମଧ୍ୟ ସନ୍ତାନ କଥା ଭୁଲି ଯାଇଛନ୍ତି ପରିବାର କଥା ମଧ୍ୟ ଭୁଲି ଯାଇଛନ୍ତି ।

ଏବଂ ଜଣେ ଅଭିନେତ୍ରୀ ଙ୍କ ପ୍ରେମରେ ସେ ପଡିଯାଇଛନ୍ତି ବୋଲି ଏହି କଥା ସେ ସ୍ପଷ୍ଟ ଭାବରେ କହିଥିଲେ । ତେବେ ଏହିକଥା ଯେହେତୁ ସେ ଗଣମାଧ୍ୟାମ ଆଗରେ କହିନାହାଁନ୍ତି । ଅନ୍ୟ ଲୋକ ମାନଙ୍କ ସମ୍ମୁଖରେ କହିଥିଲେ ଯେଉଁମାନେ ତାଙ୍କୁ ଭି-ଡି-ଓ ଉତ୍ତଳୋନ କରିବାରେ ସାହାର୍ଯ୍ୟ କରିଥିଲେ ।

ମାତ୍ର ଯେ ହେତୁ ଦୀର୍ଘ ଦିନ ଧରି ତାଙ୍କୁ ବୁଝେଇବାକୁ ସେ ଚେଷ୍ଟା କରୁଥିଲେ ଏବଂ ବିଭିନ୍ନ ସମୟରେ ପରିବାର ଭିତରେ ଏହିଭଳି ଛୋଟମୋଟ ଘଟଣାଟିକୁ ଘର ଭିତରେ ଚାପିଦେବାକୁ ଚେଷ୍ଟା କରୁଥିଲେ । ତେବେ କେଉଁଠି ନା କେଉଁଠି ଏହି ଅସନ୍ତୋଷର ନିଆଁ ଧୀରେ ଧୀରେ କୁହୁଳୁଥିଲା ଏବଂ ତାହା ଏହିଭଳି ଭାବରେ ବିସ୍ଫୋରଣ ରୂପରେ ପରିଣତ ହେଲା । ଏବଂ ଯେଉଁ ସମୟରେ ତାଙ୍କୁ ସେ ସିଧାସଳଖ ଧରିବାକୁ ଚାହୁଁଥିଲେ ସେହି ସୁଯୋଗ ତାଙ୍କୁ ସଂପୂର୍ଣ୍ଣ ଭାବରେ ମିଳିଗଲା ।

ସେହି ସମୟରେ ବାବୁସାନର ଏଭଳି ସାର୍ଟ ଟାଣୁଥିବାର ଦେଖି ଲୋକେ ଭାବିଲେ ଯେ ଏହା ଏକ ଚଳଚିତ୍ର ର ସୁ-ଟି-ଙ୍ଗ ଚାଲିଛି । ମାତ୍ର ଏପରି କିଛି ନଥିଲା । ପାଖାପାଖି ୨ ଘଣ୍ଟା ଧରି ଏଭଳି ହେବାର ଦୃଶ୍ୟଦେଖିବାକୁ ମିଳିଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *