Babushan ଓ Trupti ଙ୍କ ବିବାହ ରିସେପସନ୍ ଭିଡିଓ ହେଲା ଭାଇରାଲ, ଦେଖନ୍ତୁ kipari ବାବୁସାନ ସେଦିନ ଧୁମଧାମରେ ଦେଇଥିଲେ Reception Party…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଜଣେ ପ୍ରସିଦ୍ଧ କଳାକାର ବାବୁସାନ ମହାନ୍ତି ଙ୍କୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ସେ ଘରେ ଘରେ ପରିଚିତ ଅଟନ୍ତି । ଅନେକ ଫ୍ୟାନ୍ସ ମାନଙ୍କ ହୃଦୟରେ ରାଜ କରି ଆସିଛନ୍ତି ବାବୁସାନ ମହାନ୍ତି । ବର୍ତ୍ତମାନ କିନ୍ତୁ ସବୁ ଓଲଟା ପାଲଟା ହେବାରେ ଲାଗିଛି । ଯେଉଁ ଫ୍ୟାନ୍ସ ମାନେ ବାବୁସାନ ଙ୍କୁ ଭଲ ପାଉଥିଲେ ଆଜି ସେମାନେ ଖପା ହୋଇଛନ୍ତି । କାରଣ ଘଟଣାଟି ସେହିଭଳି ଘଟିବାରେ ଲାଗିଛି । ଅଭିନେତ୍ରୀ ପ୍ରକୃତି ଏବଂ ବାବୁସାନଙ୍କ ସମ୍ପର୍କକୁ ନେଇ ସନ୍ଦେହ କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ।

ଏବଂ ଦୀର୍ଘ ୩ ବର୍ଷ ଧରି ବାବୁସାନ ନିଜ ପରିବାର ତଥା ସ୍ତ୍ରୀ ତୃପ୍ତି ଏବଂ ପୁଅ ଗୁଆନ ଙ୍କ ଠାରୁ ଧୀରେ ଧୀରେ ଦୂରେଇବାକୁ ଲାଗିଥିଲେ । ମାତ୍ର ଜଣେ ସ୍ତ୍ରୀ କେତେ ସହିବ ? ଅତି ରୁ ଇତି ଯେତେବେଳେ ହେଲା ସେତେବେଳେ ତୃପ୍ତି ପ୍ରକୃତି ଏବଂ ବାବୁସାନ ଙ୍କୁ ରେଡହ୍ୟାଣ୍ଡରେ ଧରିଲେ । ଏବଂ ମାଡ ମଧ୍ୟ ମାରିଲେ । ଏ ସବୁ ହେବା ପରେ ମି-ଡି-ଆରେ ଖବର ଧୃତ ଗତିରେ ବ୍ୟାପିବାକୁ ଲାଗିଲା ।

ବଦନାମ ହେଲେ ବାବୁସାନ ପ୍ରକୃତି । ବର୍ତ୍ତମାନ କିନ୍ତୁ ଘରକୁ ଫେରି ନିଜର ମନ୍ତବ୍ୟ ଦେବେ ବୋଲି କହିଛନ୍ତି ମି-ଡି-ଆ କୁ ବାବୁସାନ । ଏସବୁ ଭିତରେ ଭା-ଇ-ରା-ଲ ହେଉଛି ସୋ-ସି-ଆ-ଲ ମି-ଡି-ଆରେ ବାବୁସାନ ଏବଂ ତୃପ୍ତିଙ୍କର ରିଶେପସନର ଦୃଶ୍ୟ । ଉଭୟ ଏଥିରେ ବହୁତ ଖୁସି ଥିବାର ନଜର ଆସିଛନ୍ତି । ଓଲିଉଡର ସମସ୍ତ ଛୋଟ ବଡ କଳାକାରଙ୍କ ସମେତ ନିର୍ଦେଶକ, ପ୍ରଯୋଜକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଉତ୍ତମ ମହାନ୍ତି ଏବଂ ଅପରାଜିତାଙ୍କର ଆନନ୍ଦର ସୀମା ନଥିଲା । ସମସ୍ତେ ହସ ଖୁସିରେ ଷ୍ଟେଜ ଉପରେ ନବଦମ୍ପତ୍ତି କୁ ଶୁଭେଛା ଜଣାଉଥିଲେ । ତୃପ୍ତି ପିଲା ଦିନର ସାଙ୍ଗ ଙ୍କୁ ଜୀବନସାଥି ଭାବରେ ପାଇ ବହୁତ ଖୁସି ଥିଲେ । ଶ୍ରୀତମ ଠାରୁ ଆରମ୍ଭ କରି ଅନୁଭବ, ଲିପି, ଜିନା, ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପିଣ୍ଟୁନନ୍ଦ, ପପୁ ପମପମ, ସମେତ ଆହୁରି ଅନେକ ଆଲବମ ତଥା ଚଳଚିତ୍ର ରେ ଅଭିନୟ କରୁଥିବା ଅଭିନେତା ତଥା ଅଭିନେତ୍ରୀ ମାନେ ଉପସ୍ଥିତ ଥିଲେ ।

ସେମାନେ ବାବୁସାନ ଏବଂ ତୃପ୍ତି ଙ୍କୁ ଶୁଭକାମନା ଜଣାଇବା ସହିତ ଦାମୀ ଦାମୀ ଉପହାର ମଧ୍ୟ ଦେଉଥିଲେ । ତେବେ ବର୍ତ୍ତମାନ କାହାର ନଜର ଲାଗିଯାଇଛି ବାବୁସାନ ଙ୍କ ସୁନାର ସଂସାରକୁ ନଚେତ ଏହିଭଳି ଆଦୌ ହୋଇ ନଥାନ୍ତା । କିନ୍ତୁ ସେ କହିଛନ୍ତି ଯେ ସବୁ ଠିକ ହେବ ଏବଂ ସେ ସଠିକ ଭାବରେ ଜୀବନ ଜାପନ କରି ନିଜ କାମ ଉପରେ ଧ୍ୟାନ ଦେବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *