Bobby Mishra ନିଜ ସ୍ତ୍ରୀ Koel ଙ୍କୁ କେତେ ଭଲ ପାଉଥିଲେ ଦେଖିଲେ ଆଖିରେ ଲୁହ ରହିବନି, ଦେଖନ୍ତୁ କୋୟଲଙ୍କ ସହ ବବିଙ୍କ ରୋମାଣ୍ଟିକ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଲିଉଡ ଅଭିନେତା ବବି ମିଶ୍ର ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଦୁହିଁଙ୍କ ଜବରଦସ୍ତ ଅଭିନୟ ମଧ୍ୟ କାହାକୁ ଅଛପା ରହି ନାହିଁ । ଅଭିନେତା ବବି ମିଶ୍ର ନିଜ କ୍ୟାରିଅର ର ଆରମ୍ଭ ଓଡ଼ିଆ ଆଲବମ୍ ଜଗତ ରୁ ହିଁ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଅନେକ ଓଲିଉଡ ଫିଲ୍ମ ରେ ଦେଖିବାକୁ ମିଳିଥିଲା ଏବଂ ଫିଲ୍ମ ରେ ତାଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ମିଳିଥାଏ ।

ଅଭିନେତା ବବି ମିଶ୍ର ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ନିଜର ଅଭିନୟ ମାଧ୍ୟମରେ ଏହି ଅଭିନେତା ବେଶ୍ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।ତେବେ ବବି ମିଶ୍ର ଙ୍କ ପତ୍ନୀ ହେଉଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ । ଏହି ଅଭିନେତ୍ରୀ ଜଣେ ବଙ୍ଗାଳୀ ଝିଅ ହେବା ସତ୍ତ୍ୱେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବିଶେଷ ନାମ କମାଇ ପାରିଛନ୍ତି ।

କୋଏଲ ବାନାର୍ଜୀ ଙ୍କୁ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିବାକୁ ମିଳିଥାଏ ଏବଂ ଫିଲ୍ମ ରେ ତାଙ୍କୁ ମୁଖ୍ୟ ଭୂମିକା ତଥା ନାୟିକା ରୂପରେ ଦେଖିବାକୁ ମିଳିଥାଏ । ତାଙ୍କର ଅଭିନୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ନିଜର ଅଭିନୟ ମାଧ୍ୟମରେ ବିଶେଷ ପ୍ରସିଦ୍ଧି ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ଅଭିନେତା ବବି ମିଶ୍ର ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କ ସାକ୍ଷାତ ଫିଲ୍ମ ର ସୁଟିଂ ସେଟ ରେ ହିଁ ହୋଇଥିଲା ଏବଂ ସୁଟିଂ ସେଟ ରେ ଏହି ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ ।

ଏହାର କିଛି ବର୍ଷ ପରେ ଏହି ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ କିନ୍ତୁ କିଛି ସମୟ ପରେ ଏହି ଯୋଡ଼ି ବର୍ତ୍ତମାନ ପରସ୍ପର ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ତେବେ ଏହି ସମ୍ବନ୍ଧରେ ଅଭିନେତ୍ରୀ କୋଏଲ ବ୍ୟାନାର୍ଜୀ ସ୍ୱୟଂ ନିଜର ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ ଏବଂ ସେଥିରେ ସେ ଏକ କ୍ୟାପ୍ସନ୍ ମାଧ୍ୟମରେ କହିଥିଲେ ଯେ ତାଙ୍କ ବିବାହ ତିଷ୍ଠି ପାରିଲା ନାହିଁ ।

ତେବେ କୋଏଲ ଏବଂ ବବି ପରସ୍ପର ଙ୍କ ଠାରୁ ଅଲଗା ରହୁଛନ୍ତି । ଏହି ଯୋଡ଼ି ୨୦୧୮ ମସିହା ରୁ ପୃଥକ ଭାବରେ ବାସ କରୁଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ଆଇନଗତ ଭାବରେ ଅଲଗା ରହୁଛନ୍ତି । କୋଏଲ ନିଜର ସିରିଆଲ “ବୋହୁ ଆମର NRI” ର ସୁଟିଂ ପାଇଁ ଓଡ଼ିଶା ରେ ରହୁଥିଲେ । କିନ୍ତୁ ବର୍ତ୍ତମାନ ସେ ସ୍ଥାୟୀ ଭାବରେ ଲକଡାଉନ ପୂର୍ବରୁ କୋଲକତା ରେ ରହୁଛନ୍ତି । କିଛି ବ୍ୟକ୍ତିଗତ କାରଣରୁ ତାଙ୍କୁ ସିରିଆଲ ଛାଡ଼ିବାକୁ ପଡ଼ିଥିଲା ବୋଲି ସେ କହିଥିଲେ । ତେବେ ବର୍ତ୍ତମାନ କୋଏଲ ମଧ୍ୟ ଦ୍ଵିତୀୟ ବିବାହ କରି ସାରିଛନ୍ତି ।

ତେବେ ବର୍ତ୍ତମାନ ଦୁହିଁଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ତେବେ ଏହି ଭିଡିଓ ରେ ବବି ମିଶ୍ର ନିଜ ପତ୍ନୀ କୋଏଲ ଙ୍କ ପାଇଁ ସୁନ୍ଦର ଗୀତ ଗାଉଥିଲେ ଏବଂ ରୋମାଣ୍ଟିକ ଭରା ଦୃଶ୍ୟ ମଧ୍ୟ କରିଥିଲେ । ତେବେ ଭିଡିଓ ରେ କୋଏଲ ମଧ୍ୟ ବହୁତ ଖୁସି ଥିବାର ନଜର ଆସୁଛନ୍ତି । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗୁଛି । ତେବେ ଏହି ଯୋଡିର ଫାନ ମାନେ ଦୁହିଁଙ୍କ ଅଲଗା ଖବର ପାଇଁ ବହୁତ ମନଦୁଃଖ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *