ବିବାହ ପାଇଁ ଏହି ଅଭିନେତ୍ରୀ କରିଥିଲେ ନିଜର ଧର୍ମ ପରିବର୍ତ୍ତନ, ଶଶୁର ହେଉଛନ୍ତି ରାଜନୀତିର ଜଣେ ଦିଗ୍ଗଜ ନେତା, ଆଜି ଫିଲ୍ମ ଲାଇନରୁ ଦୂରେଇ ଯାଇ ବିତାଉଛନ୍ତି ଗୁମନାମ ର ଜୀବନ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଆଈଶା ଟାକିଆ ।

ଆପଣ ମାନେ ସମସ୍ତେ ଆଈଶାଙ୍କର କେତେକ ସୁପର ହିଟ ଫିଲ୍ମ ଦେଖିଥିବେ । ହେଲେ ଆପଣ ମାନେ କଣ ତାଙ୍କ ଫିଲ୍ମ କାରିୟର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଆଈଶାଙ୍କର ଜୀବନୀ ଓ ଫିଲ୍ମ କାରିୟର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ । ବନ୍ଧୁଗଣ ଆଈଶାଙ୍କ ଜନ୍ମ ମୁମ୍ବାଇ ସହରରେ ହୋଇଥିଲା । ତାଙ୍କ ପିତା ହିନ୍ଦୁ ଓ ମା ମା ମୁସ୍ଲିମ ଥିଲେ । ସେ ମୁମ୍ବାଇରେ ନିଜ ପାଠ ପଢା ପୂରଣ କରିଥିଲେ ଓ ତାଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା ।

ସେ କେବଳ ୪ ବର୍ଷ ବୟସରୁ ଟିଭି ବିଜ୍ଞାପନରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ‘କମ୍ପ୍ଲାନ’ ବିଜ୍ଞାପନରେ ନଜର ଆସିଥିଲେ । ଏହି ବିଜ୍ଞାପନରେ ଆଈଶାଙ୍କ ସହ ବଲିଉଡ ଅଭିନେତା ସାହିଦ କପୁର ମଧ୍ୟ ନଜର ଆସିଥିଲେ । ଏହା ପରେ ସେ ଅନ୍ୟ କେତେକ ବ୍ରାଣ୍ଡର ବିଜ୍ଞାପନ କରିଥିଲେ । ଏହାପରେ ସେ ଫାଲ୍ଗୁନୀ ପାଠକଙ୍କର ଏକ ଗୀତ ‘ମେରି ଚୂନର ଉଡ ଉଡ ଯାଏ’ରେ କାମ କରିଥିଲେ ।

ଆଈଶା ନିଜ ବଲିଉଡ କାରିୟରର ଆରମ୍ଭ ୨୦୦୪ ମସିହାରେ ଆସିଥିବା ଫିଲ୍ମ ‘ତାର୍ଜନ ଦ ୱାଣ୍ଡର କାର’ ରୁ କରିଥିଲେ । ଏହି ଫିଲ୍ମଟି ତାଙ୍କର ସୁପର ହିଟ ହୋଇଥିଲା ଓ ଲୋକ ମାନେ ମଧ୍ୟ ଆଈଶାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ଏହାପରେ ସେ ‘ସାଦି ନମ୍ବର ୧, ସୋଚା ନା ଥା, ନୋ ସମୋକିଙ୍ଗ ଓ ୱାନଟେଡ ଆଦି କେତେକ ଫିଲ୍ମରେ ଅଭିନୟ କରି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ ।

ବନ୍ଧୁଗଣ ଆଈଶାଙ୍କୁ କିସିଙ୍ଗ ସିନ୍ ନକାରିବା ଦ୍ଵାରା କେତେକ ଫିଲ୍ମରୁ ରିଜେକ୍ଟ ମଧ୍ୟ କରାଯାଇଛି । ହେଲେ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ନିଜର ବଲିଉଡ କାରିୟରକୁ ତ୍ୟାଗ କରିସାରିଛନ୍ତି । ସେ ୧ ମାର୍ଚ୍ଚ ୨୦୦୯ ମସିହାରେ ବିଜନେସ ମ୍ୟାନ ଫରାନ ଆଜମୀଙ୍କ ସହ ବିବାହ କରିଥିଲେ ଓ ୨୦୧୩ ମସିହାରେ ଏହି ଦୁଇଜଣଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା ।

ଆଇଶାଙ୍କ ଶଶୁର ଘର ପଲିଟିକସରେ ଜଡିତ ଅଛନ୍ତି , ଆଇଶାଙ୍କ ଶଶୁର ଅବୁ ଆଜମି ସମାଜବାଦି ପାର୍ଟିର ଦିଗଜ ନେତା ଅଟନ୍ତି । ଆଇଶାଙ୍କୁ ନେଇ ଗୋଟେ ଆଶ୍ଚର୍ଯ୍ୟ କଲାଭଳି କଥା ଏହା କି ସେ ଫରହାନ ଆଜମିଙ୍କ ସହିତ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତନ କରି ହିନ୍ଦୁ ରୁ ମୁସଲିମ ହୋଇଯାଇ ଥିଲେ । ବର୍ତ୍ତମାନ ଆଈଶା ନିଜ ସ୍ଵାମୀଙ୍କୁ ନିଜ ବିଜନେସରେ ସାହାର୍ଯ୍ୟ କରୁଛନ୍ତି ଓ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *