ଅତ୍ୟଧିକ ଡାଏଟ ପଡିଲା ଭାରି , ସ୍ଵାମୀକୁ ପସନ୍ଦ କରୁ କରୁ ସାଜିଲେ କଙ୍କାଳ Yana Parbuba

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଶୁଣିବାକୁ ମିଳିଛି  ଏଭଳି ଏକ ଖବର ଯାହାକୁ ଶୁଣିଲେ  ବା ଦେଖିଲେ ଆପଣଙ୍କ ଆଖି ଖୋଲାକୁ ଖୋଲା ରହିଯିବ । ପ୍ରେମ କିଛି ବି କରିବାକୁ ଚିନ୍ତା କରିନଥାଏ । ଯଦି ଆପଣଙ୍କ ପ୍ରେମିକକୁ ଏହା ଦରକାର ମାନେ ଆପଣ ତାହା କରିବାକୁ ଯେତେ ଵ କଷ୍ଟ ହଉ ନା ପଛେ କରିଥାନ୍ତି । ଆଜି ଆମେ ଆପଣଙ୍କ ଏକ ସତ୍ୟ ଘଟଣା ସମ୍ବନ୍ଧରେ କହିବାକୁ ଯାଉଛି ଜଣେ ସ୍ତ୍ରୀ ସ୍ଵାମୀକୁ ଖୁସି କରିବା ପାଇଁ କରିଥିଲେ ଡାଏଟ ମାତ୍ର ତାହା କରୁ କରୁ ବନିଯାଇଥିଲେ ହାଡକଙ୍କାଳ ।

ହଁ ଦର୍ଶକବନ୍ଧୁ ଶୁଣିବାକୁ ସତ ନ ଲାଗୁଥିଲେ ବି ଏହା ସତ୍ୟ ଅଟେ । ଏହି ମହିଳା ହେଉଛନ୍ତି ଦକ୍ଷିଣ ପଶ୍ଚିମ ରୁଷିଆରେ ରହୁଥିବା ୟାନା ପରବୁବା  । ସେ ଦେଖିବାକୁ ବହୁତ ସୁନ୍ଦର ଥିଲେ ଏବଂ ତାଙ୍କ ରୂପକୁ ନେଇ ସେ ଅନେକ ଖୁସିଥିଲେ । ମାତ୍ର ବିବାହ ପରେ ତାଙ୍କ ସ୍ଵାମୀ ତାଙ୍କୁ ପସନ୍ଦ କରୁନଥିଲେ । ସେ ଏତେ ସୁନ୍ଦର ହେବା ସତ୍ବେ ସ୍ଵାମୀଙ୍କୁ ପସନ୍ଦ ନ ଆସିବା କାରଣରୁ ସେ ନିରାଶ ଓ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ।

ୟାନାଙ୍କ ସ୍ଵାମୀ ତାଙ୍କୁ କହିଥିଲେ ମୋତେ  ତୁମର  ପୁଚୁକି  ଚେହେରା ଭଲଲାଗୁନି । ସ୍ଵାମୀଙ୍କ ମୁହଁରୁ ଏଭଳି କିଛି ଶୁଣିବା ପରେ ୟାନା ମନସ୍କାମନା କରିନେଇଥିଲେ କି ମୁଁ ଡାଏଟ କରିବି ଏବଂ ପତଳା ହେବି । ମୋ ସ୍ଵାମୀ ଯେମିତି ମୋତେ ପସନ୍ଦ କରୁ ୟାନା ସେହିଦିନ ରୁ  ଡାଏଟ କରିବା ଆରମ୍ଭ କରିଦେଇଥିଲେ ।

ବ୍ୟାୟାମ ଓ ଡାଏଟ ଏଭଳି ଭାବରେ କରିଥିଲେ ଯେ ତାଙ୍କ ଓଜନ ଏତେ କମିଯାଇଥିଲା ସେ ସାଜିଯାଇଥିଲେ ସ୍କେଲିଟନ । ଶରୀର ଓଜନ ଅତ୍ୟଧିକ ମାତ୍ରାରେ  କମିବା ପରେ ଯେଉଁ ସ୍ଵାମୀ ପାଇଁ ଏସବୁ କରିଥିଲେ ସେ ହିଁ ତାଙ୍କୁ ଅସ୍ଵୀକାର କରିଥିଲେ ଏବଂ ଯେଉଁ କର୍ମକ୍ଷେତ୍ରରେ ୟାନା କାର୍ଯ୍ୟ କରୁଥିଲେ ସେଠାରେ ମଧ୍ୟ ତାଙ୍କୁ ରାଜିନାମା କରିବାକୁ ପଡିଥିଲା ।

ଅତ୍ୟଧିକ ଡାଏଟ ତାଙ୍କ ଠାରୁ ସବୁ କିଛି ହରଣ କରି ନେଇଗଲା ଏବେ ସେ ବଞ୍ଚିଥିବା  କଙ୍କାଳ ବନିଯାଇଛନ୍ତି । ଏବେ ୟାନା ମାତ୍ର 22 kg ଅଛନ୍ତି ଏବଂ ଶାରୀରିକ ସ୍ଥିତି  ମଧ୍ୟ ଭୟଙ୍କର ରହିଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *