ପ୍ରତିଶୋଧ ନେବାକୁ 8 ଦିନ ହେବ ଘର ଆଗରେ ଜଗି ବସିଛି ଷଣ୍ଢ, ଭୟରେ ଘର ଛାଡି ସମ୍ପର୍କୀୟଙ୍କ ଘରେ ଲୁଚିଛନ୍ତି ବ୍ୟକ୍ତି, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ସବୁ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସୁଛି । ଏହି ସବୁ ଘ-ଟ-ଣା ଗୁଡିକର ଚର୍ଚା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଗୋଟେ ଷଣ୍ଢ ପ୍ର-ତି-ଶୋ-ଧ ନେବା ପାଇଁ ଜଗି ରହିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଭିଡିଓରେ ଗୋଟେ ଷଣ୍ଢ ଏକ ଘର ଆଗରେ ଜଗି ବସୁଛି । ହେଲେ ଘର ଆଗରେ ଜଗିବାର କାରଣ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ତିନୋଟି ପରିବାର ଲୋକ ଏକ ସ୍ଥାନରେ ପାଖାପାଖି ରହିଥାନ୍ତେ । ଗୋଟିଏ ଦିନ ସକାଳୁ ଉଠିବା ବେଳକୁ ଡମ୍ବରୁ ନାମକ ଏକ ବ୍ୟକ୍ତି ଷଣ୍ଢକୁ ଢେ-ଲା ପଥର ମା-ରି-ଥି-ଲେ ।

ସେହି ଦିନ ଠାରୁ କ୍ରୋ-ଧ-ରେ ଷଣ୍ଢ ଏହି ତିନି ପରିବାରକୁ ଆଗକୁ ଛାଡିବା ପାଇଁ ଦେଉ ନାହିଁ । ବନ୍ଧୁଗଣ ଷଣ୍ଢର ବି ଇମୋଶନ ଅଛି କାରଣ ଏହି ତିନି ପରିବାରକୁ ଛାଡି ଦେଲେ ଅନ୍ୟ ଲୋକ ମାନଙ୍କୁ ସେ ଯିବା ପାଇଁ ରାସ୍ତା ଛା-ଡୁ-ଛି । ଯଦି ସେମାନେ ବାହାରକୁ ଆସୁଛନ୍ତି ବା ବାହାରେ କୌଣସି କାମ କରୁଛନ୍ତି ତା ହେଲେ ଷଣ୍ଢ ସେମାନଙ୍କୁ ମା-ରି-ବା ପାଇଁ ମା-ଡି ଆସୁଛି ।

ତିନି ପରିବାର ଗତ ୮ ଦିନ ଧରି ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେବେ ଏହି ତିନି ପରିବାର ଏହି ଷଣ୍ଢ ପାଇଁ ନିଜ ଘର ଛାଡି ଛନ୍ତି । ସୂଚମା ମୁତାବକ ଏହି ତିନି ପରିବାର ନିଜ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି । ଷଣ୍ଢ ହ-ଇ-ରା-ଣ କରୁଥିବାରୁ ସେମାନେ ଭଗବାନଙ୍କୁ ପୂଜା କରୁଛନ୍ତି ।

ଶିବଙ୍କ ପାଖରେ ଯାଇ ଜଳାଭିଷେକ କରିଛନ୍ତି । ହେଲେ ବନ୍ଧୁଗଣ ପ୍ର-ତି-ଶୋ-ଧ ନି-ଆଁ-ରେ ଜ-ଳି ଷଣ୍ଢ ସେ ସ୍ଥାନରୁ ଉଠିବା ପାଇଁ ନାରାଜ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘ-ଟ-ଣା-ଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *