ପୁଣି ବିଦ୍ୟାଳୟରେ ଲାଗିଲା କଳଙ୍କ ! ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସହ ଯାହା ହେଲା ଶୁଣିଲେ ପାଦ ତଳୁ ମାଟି ଖସିଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ଛାତ୍ରୀ ଜଣକ । ମାତ୍ର କିଭଳି ହେଲେ ଗର୍ଭବତୀ ? ଏହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ଲାଗି ରହିଅଛି । କନ୍ଧମାଳ ଆବାସୀକ ବିଦ୍ୟାଳୟରେ ସମସ୍ତଙ୍କ ପରି ସପ୍ତମଶ୍ରେଣୀ ଛାତ୍ରୀ ଜଣକ ପାଠ ପଢୁଥିଲେ । ଆଉ ମଝିରେ ମଝିରେ ଗାଁ କୁ ମଧ୍ୟ ଯିବାଆସିବା କରୁଥିଲେ । ଏହି ଭିତରେ ସେ କିଭଳି ଗର୍ଭବତୀ ହେଲେ ? କିଏ ଘଟାଇଲା ଏଭଳି କାଣ୍ଡ ? ଖବର ଅନୁଯାୟୀ ଅଷ୍ଟମ ଶ୍ରେଣୀ ଛାତ୍ର ଜଣଙ୍କ ତାଙ୍କୁ ପ୍ରେମ କରୁଥିଲେ । ଆଉ ତାଙ୍କ ସହିତ ଏଭଳି କିଛି ଖରାପ ସମ୍ପର୍କ ଥିଲା ।

ଯେଉଁଥି ପାଇଁ ସେ ପରବର୍ତ୍ତୀ ସମୟରେ ଗର୍ଭବତୀ ହୋଇଛନ୍ତି । ସତ କ’ଣ ତାହା ତଦନ୍ତ କରିବା ପରେ ହିଁ ସାମ୍ନା କୁ ଆସିବ । କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଏଭଳି କିଛି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ତେବେ ଆବାସୀକ ବିଦ୍ୟାଳୟରେ ପୁଣି ଲାଗିଛି କଳଙ୍କ । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ପୁଣି ଗର୍ଭବତୀ ହୋଇଥିବା ଜଣାପଡିଛି । ବିଦ୍ୟାଳୟ କତୃପକ୍ଷ ଙ୍କ ପକ୍ଷରୁ ବେଲଘର ଥାନାରେ ଏ ନେଇ ମାମଲା ରୁଜୁ କରାଯାଇଅଛି ।

ଅନୁସଚିତ ଜାତି ଏବଂ ଜନଜାତି ବିଭାଗ ଅସଧୀନସ୍ଥ କୂଟିଆ ବନ୍ଧ ଅନୟନ ସଂସ୍ଥା ଦ୍ଵାରା ପରିଚାଳିତ ଏହି ଆବାସୀକ ବିଦ୍ୟାଳୟରେ 313 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହା ଭିତରେ ଏହିଭଳି ଘଟଣା ବର୍ତ୍ତମାନ ଆଶ୍ଚର୍ଯ୍ୟ କରିଦେଇଛି ସମସ୍ତଙ୍କୁ । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ କିଭଳି ଗର୍ଭବତୀ ହୋଇ ପାରନ୍ତି ?

ଏହାକୁ ନେଇ ବେଲଘର ଥାନାରେ ମାମଲା ରୁଜୁ କରି ଥାନା ଅଧିକାରୀ ବର୍ତ୍ତମାନ ତଦନ୍ତ ରୁଜୁ କରୁଛନ୍ତି । ତେବେ ତଦନ୍ତ ପରେ ହିଁ ଜଣାଯିବ ଯେ ପ୍ରକୃତ ଘଟଣା କ’ଣ ହୋଇଥାଇପାରେ ? ଅଷ୍ଟମ ଶ୍ରେଣୀର ଛାତ୍ର ଏଭଳି କାଣ୍ଡ ଘଟାଇଛନ୍ତି ? ନା ସ୍କୁଲ ର ଆଉ କିଏ ? ନା ଗାଁ କୁ ଯାଉଥିବା ସମୟରେ ଗାଁରେ କାହା ସହିତ ରହିଥିବା ସମ୍ପର୍କ ଏହିସବୁ କୁ ନେଇ ବର୍ତ୍ତମାନ ଯାଞ୍ଚ ଚାଲିଛି । ତଦନ୍ତ ପରେ ହୁଏତ ସବୁ ସତ ସାମ୍ନାକୁ ଆସିବ ।

ଏହି ଘଟଣା ପ୍ରଚାର ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେବେ ପରିବାର ଲୋକେ ଏନେଇ କିଛି ଜାଣି ନାହାନ୍ତି ବୋଲି ସ୍ପଷ୍ଟ ଭାବରେ କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମାତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *