Asrumochan କଲେ ବଡ ଖୁଲାସା, କହିଲେ ତା ପିଲାଙ୍କ ପାଇଁ ସେ ଚାଲିଗଲା

ଦର୍ଶକ ବନ୍ଧୁ ଗତ କିଛି ବର୍ଷ ତଳେ ଓଡିଆ ଅଭିନେତା ରାଇ ମୋହନ ପରିଡାଙ୍କର ପରଲୋକ ହୋଇଥିଲା । ରାଇ ମୋହନ ବହୁତ କମ ବର୍ଷ ବୟସରେ ମୃତ୍ୟୁ ବରଣ କରି ଥିଲେ । ହଠାତ ସେ ନିଜ ବେକରେ ଦଉଡି ଦେଇ ଆତ୍ମହତୟଆ କରିଦେଲେ । ରାଇ ମୋହନ ଯିବା ପରେ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଥିଲା । କାରଣ ଉଭୟ ଯାତ୍ରା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଇ ମୋହନ ଜଣେ ବରିଷ୍ଠ ଅଭିନେତା ଥିଲେ ।

ସେ ଅନେକ ଓଡିଆ ଚଳଚିତ୍ରରେ ନିଜର ନିଖୁଣ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଏବଂ ସାରା ଓଡିଶାରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ଥିଲା । ରାଇ ମୋହନ ଯିବା ପରେ ଓଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳି ଯାଇଥିଲା । ତେବେ ରାଇ ମୋହନ ପରିଡାଙ୍କୁ ନେଇ ଏବେ ଓଡିଆ ଅଭିନେତା ଅଶ୍ରୁମୋଚନ ନିଜର ଏକ ସାକ୍ଷାତ୍କାର ଦେଇଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଅଶ୍ରୁମୋଚନ ଏହି ସାକ୍ଷାତ୍କାରରେ କହିଛନ୍ତି-‘ରାଇ ମୋହନ ଯିବା ପରେ ଭାଙ୍ଗି ପଡିଲା ଭଳି କଥା ଥିଲା । ସେ ହୃଦୟରେ ଜାଗା ନେଇ ଥିଲା ଆମେ ସାଙ୍ଗ ହେଇ ରହୁଥିଲୁ । ପ୍ରତ୍ୟକ ଦିନ ରାତି ୯ ଟାଏ ସେ ଫୋନ କରେ ଆମେ ଦୁଇଜଣ କଥା ହେଉ ।

ଭବିଷ୍ୟତ କଥା ପିଲା ମାନଙ୍କର କଥା ଏମିତି ହୁଏ କେତେବେଳେ କାହିଁକି କିଛି କହିନି । ଆମେ ମାନେ ଅଧିକ ପ୍ରଫେସନ କଥା ହେଉ ପର୍ଶନାଲ କଥା ସେ ବେସି କୁହେନି କି ମୁଁ ବି ପଚାରେନି । ଚାଲି ଗଲା ଆଉ କଣ କରିବା କିଛି କାରଣ ବି ଆମେ ଜାଣି ପାରିଲୁନି । ତା ଆଗ ଦିନ ରାତିରେ ମୁଁ ତା ସହ କଥା ବାର୍ତ୍ତା ହେଇଛି ମୁଁ ରାଜଧାନୀ ଅପେରାରେ କାମ କରୁଥିଲି ସେ ଗୋଟେ ବର୍ଷ ଯାତ୍ରା ଗଲାନି ।

ସେ ସେହି ବର୍ଷ ଯାତ୍ରାକୁ ଯାଇଥାନ୍ତା ହେଲେ ଚାଲି ଗଲା । ସେ ୪୦ ଲକ୍ଷ ଟଙ୍କା ନେଇ ଥାନ୍ତା ଆଉ ଯେଉଁ ଦିନ ସେ ଗଲା ସେହିଦିନ ୨ ଟା ବେଳକୁ ସେ ୨୦ ଲକ୍ଷ ଟଙ୍କା ଆଣି ଥାନ୍ତା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *