Breaking News: ଆସିଲା ବଡ ଦୁଃଖ ଖବର, ଛାତରୁ ଡେଇଁ ଆ-ତ୍ମ-ହ-ତ୍ୟା କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜନ୍ମ ହୋଇଛି ମାନେ ତା’ର ମୃ-ତ୍ୟୁ ସୁନିଶ୍ଚିତ । ଜନ୍ମ ହେଉଛି ଭଗବାନ ଙ୍କ ଦାନ ଏବଂ ମୃ-ତ୍ୟୁ ଉପରେ ମଧ୍ୟ କେବଳ ଭଗବାନ ଙ୍କ ନିୟନ୍ତ୍ରଣ ରହିଛି ।

ବର୍ତ୍ତମାନ ସମୟ ରେ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ ଜୀବନ ର ସଂଘର୍ଷ ସହିତ ଲଢ଼ିବା ଅପେକ୍ଷା ହାରିବାକୁ ପସନ୍ଦ କରୁଛନ୍ତି ଏବଂ ଶେଷରେ ଆ-ତ୍ମ-ହ-ତ-ୟା କୁ ସବୁ ସମସ୍ୟା ର ସମାଧାନ ବୋଲି ଭାବି ନେଉଛନ୍ତି । ଜୀବନ ର ସଂଘର୍ଷ ରେ ହାରିଯାଇ ଆ-ତ୍ମ-ହ-ତ-ୟା କରିବା ସବୁ ସମସ୍ୟା ର ସମାଧାନ ନୁହେଁ । କିନ୍ତୁ ଯଦି ଆପଣ ପ୍ରତିଦିନ ସୋସିଆଲ ମିଡିଆ ରେ ଓ ନ୍ୟୁଜ ରେ ପ୍ରାୟ ବ୍ୟକ୍ତି ଆ-ତ୍ମ-ହ-ତ-ୟା କରୁଥିବା ର ଦେଖୁଥିବେ ।

ଗତ ବର୍ଷ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆ-ତ୍ମ-ହ-ତ-ୟା ଖବର ସାମ୍ନା କୁ ଆସିଥିଲା । ଯାହାଦ୍ୱାରା ବଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳି ଯାଇଥିଲା । ବର୍ତ୍ତମାନ ପୁଣିଥରେ ଏକ ଦୁଃଖ ଦାୟକ ଖବର ବଲିଉଡ ଇଣ୍ଡଷ୍ଟ୍ରୀ ରୁ ସାମ୍ନା କୁ ଆସିଛି ।

ପୁଣିଥରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଅଭିନେତ୍ରୀ ତଥା ମଡେଲ ଆ-ତ୍ମ-ହ-ତ-ୟା କରିଛନ୍ତି । ଏହି ଅଭିନେତ୍ରୀ ନିଜର ଚଉଦ ତାଲା ର ଫ୍ଲାଟ ରୁ ଡେଇଁ ଆ-ତ୍ମ-ହ-ତ-ୟା କରିଛନ୍ତି । ସୂଚନାନୁସାରେ, ମୁମ୍ବାଇ ରେ ଜଣେ ମଡେଲ ଭାବରେ କାମ କରୁଥିଲେ ପ୍ରିୟା ଏବଂ ଏହା ସହିତ ଚଳଚ୍ଚିତ୍ର ରେ ମଧ୍ୟ କାମ କରୁଥିଲେ । ଗତ ରବିବାର ଦିନ ସେ ନିଜ ଭଉଣୀ ଙ୍କ ଘରକୁ ଆସିଥିଲେ ଏବଂ ତାଙ୍କ ସହିତ ଜଣେ ପୁରୁଷ ମଧ୍ୟ ଆସିଥିଲେ ।

ସେ ନିଜ ଭଉଣୀ ଘରେ ରହି ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିଥିଲେ । ଅଧିକ ରାତି ପର୍ଯ୍ୟନ୍ତ ପାର୍ଟି କରୁଥିବାରୁ ଏହି ଅଭିନେତ୍ରୀ ଙ୍କ ମାଆ ତାଙ୍କୁ ଗା-ଳି ଦେଇଥିଲେ । କେବଳ ଏହି କଥା ଯୋଗୁଁ ପ୍ରିୟା କାହାର କଥା ନ ଶୁଣି ଚଉଦ ମ-ହ-ଲା ରୁ ଡେ-ଇଁ ଆ-ତ୍ମ-ହ-ତ-ୟା କରିଥିଲେ ଏବଂ ନିଜର ପ୍ରାଣ ହରାଇଥିଲେ ।

Leave a Reply

Your email address will not be published. Required fields are marked *